ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏବେ ଏବେ କିଛି ବଡ ଖବର ରହିଛି କି ପୁଣି ଭାରତକୁ ଫେରିବ TIKTOK ତେବେ ଏଠାରେ ଆପଣ ମାନେ ଭାବୁଥିବେ କଣ ପାଇଁ ଏମିତି TIKTOK ଫେରି ଆସିବ । ତେବେ ଏହି ସବୁ ବିଷୟ ରେ ଏହି ସମୟ ରେ ସୂଚନା ମିଳିଛି କି ଜୁଲାଇ 22 ରୁ TIKTOK ପୁଣି ଥରେ ଫେରି ଆସିବ ବୋଲି । ତେବେ ଏହି ସବୁ ବିଷୟରେ କଣ ରହିୁଛି ଆଜିର ଅପଡେଟ ଆସନ୍ତୁ ସଂମ୍ପର୍ଣ୍ଣ ଭାବେ ଜାଣି ନେବା । ତେବେ ପ୍ରଥମେ ତ ଆପଣ ମାନେ କମେଣ୍ଟ ରେ ଜଣାନ୍ତୁ କି TIKTOK ଆସିଲେ ଭଲ ହେବ ନା ଭଲ ହେବ ନାହିଁ ।
ସେମିତି ରେ ଆପଣ ମାନେ ଜାଣି ଥିବେ କି ଜାତୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁ ଥିବା ଭାରତୀୟ ଲୋକ ପ୍ରିୟ ଆପ୍ TIKTOK ସମେତ 58 ଟି ଆପ୍ କୁ ବ୍ୟନ୍ କରି ଦେଇ ଥିଲେ ଭାରତୀୟ ସରକାର । ଏବଂ ଏହି ଆପ୍ ବ୍ୟନ୍ ହେବା ପରେ କେନ୍ଦ୍ରିୟ ଇଲକ୍ଟ୍ରୋନିଂକ୍ସ ଏବଂ କେନ୍ଦ୍ରିୟ ମନ୍ତ୍ରାଳୟ । ଏହି ଦିନ ରେ 79 ଟି ପ୍ରଶ୍ନ ର ଏକ ସୂଚୀ ପଠାଇଛି । ଏବଂ 3 ସପ୍ତାହ ମଧ୍ୟ ରେ ଏହି ସବୁ ପ୍ରଶ୍ନ ର ଉତ୍ତର ଦେବାକୁ କୁହା ଜାଇଛି । ଯଦି ଏହି ସବୁ ର ପ୍ରଶ୍ନ ର ଉତ୍ତର କେହିବି ଆପ୍ ନଦେବେ ତେବେ ସବୁ ଦିନ ପାଇଁ ସେହି ଆପ୍ କୁ ଭାରତ ରେ ବ୍ୟନ୍ କରି ଦିଆ ଯିବ । କିନ୍ତୁ ଜୁଲାଇ 22 ମଧ୍ୟ ରେ ସମସ୍ତ ପଚାରା ଜାଇ ଥିବା 79 ଟି ପ୍ରଶ୍ନ ର ଉତ୍ତର ପଠେଇବେ । ଯଦି ସେମାନଙ୍କ ଉତ୍ତର ଠିକ୍ ଠାକ୍ ରୁହେ ତେବେ ପୁଣି ଥରେ ପ୍ଲେ ଷ୍ଟୋର ରେ ଏଭେଲେବୁଲ ହୋଇ ପାରିବ ଏହି ସବୁ ଆପ୍ ବୋଲି ଜଣା ପଡିଛି ।
ହେଲେ ଜୁଲାଇ 22 ଯାଏ ଯଦି କେହି ରିପ୍ଲାୟ ନ ଦେବେ ତେବେ ସେମାନଙ୍କ ଉପରେ ସବୁ ଦିନ ପାଇଁ ଭାରତ ରେ ବ୍ୟନ୍ ଲଗେଇ ଦିଆ ଯିବ । ସେହି ପରି ମଧ୍ୟ ରେ ଏବେ TIKTOK ନୂଆ ୟୋଜନା ବି ଆପଣାଉ ଥିବାର ଜଣା ପଡିଛି ମାନେ TIKTOK ଚୀନ ଠାରୁ ଦୂରେଇ ଯିବ ଏବଂ ଆଉ କୈଣସି ଏକ ସ୍ଥାନ ରେ ନିଜର ବ୍ରାଞ୍ଚ ଖୋଲିବ ବୋଲିବ ବୋଲି ଜଣା ପଡିଛି । ବର୍ତମାନ ସମୟ ରେ TIKTOK ର ମୂଖ୍ୟ କାର୍ଯ୍ୟାଳୟ ଚୀନ ର ବେଜିଂ ରେ ରହି ଥିବା ବେଳେ ବାହାର କୁ ସ୍ଥାନାନ୍ତରଣ କରି ନେବ ।
ବାଇଟଡେନ୍ସ ଲିମିଟେଡ୍ ଦ୍ୱାରା ପରିଚାଳିତ ଏହି ଆପ୍ ର ସ୍ୱତନ୍ତ୍ର କାର୍ଯ୍ୟାଳୟ ନାହିଁ । ଏହି ମଧ୍ୟ ରେ ଏହି ପରି ଯୋଜନା କରୁ ଥିବାର ଦେଖିବା ପାଇଁ ମିଳିଛି । ଏମିତି ରେ ଜାହା ବି ହେଲେ ଜୁଲାଇ 22 ଯାଏ ଏହି ସବୁ ଆପ୍ କୁ ସଂମ୍ପର୍ଣ୍ଣ ରୂପେ ଭେରିଫାୟ କରି ପୁଣି ଥରେ ଅଣା ଯିବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।