୭୦ କୋଟି ଟଙ୍କାର ବାଇକ ଆସିଲା ଓଡିଶାକୁ ଦେଖି ଆଶ୍ଚର୍ଯ୍ୟ ହେବେ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଏମିତି କିଛି ବାଇକ୍ ବିଷୟ ରେ କହିବୁ ଜାହା ଅତ୍ୟନ୍ତ ଅଦ୍ଭୁତ ଅଟେ କଣ ଆପଣ ମାନେ ଜାଣିଛନ୍ତି ଜାହା ଆକାଶ ରେ ଉଡି ପାରେ ଏବଂ କଣ ଆପଣ ମାନେ ପାଣି ଚାଲୁ ଥିବା ବାଇକ୍ କୁ ଦଖିଛନ୍ତି କି । ଏବଂ ଏହି ବାଇକ୍ ଗୁଡିକ ର ମୂଲ୍ୟ ଆପଣ ମାନେ ଜାଣି ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ତେବେ ଆମେ ଆଜି ଆପଣ ମାନଙ୍କୁ ସେହି ସବୁ ବାଇକ୍ ବିଷୟ ରେ ବିସ୍ତାର ଭାବେ ବୁଝେଇ କହିବୁ । ତେବେ ପ୍ରଥମେ ରହି ଥିବା ବାଇକ୍ ଟି ଇ ସେଟ୍ ସିରିଜ୍ 11 ଏହା କେବଳ ସାଉଥ କୋରିଆ ରେ ତିଆରି ହୋଇ ଥାଏ । ଏହାର ମୂଲ୍ୟ 7 କୋଟି ଟଙ୍କା । ଏବଂ ଏହା ସଂମ୍ପର୍ଣ୍ଣ ଭାବେ ଟାଇଟାଇଅମ୍ ରେ ତିଆରି ହୋଇଛି ଏବଂ ଏହା ସାରା ପୃଥିବୀ ରେ କେବଳ 3 ଟି ରହିଛି । ତେବେ ଦୁଇ ନମ୍ବର ବାଇକ୍ ଟି ହେଲା ଜୋକକ୍ ତମାହକ୍ ଫୁଲ ଟିକ୍ ବାଇକ୍ । ଏହି ବାଇକ୍ ଟି ରାସ୍ତା ରେ ଚାଲୁ ଥିବ ଆପଣ ଚାହିଁଲେ ଏହାକୁ ଆକାଶ ରେ ଉଡେଇ ପାରିବେ ।

ତେବେ ବନ୍ଧୁଗଣ ଏହି ବାଇକ୍ ର ମୂଲ୍ୟ ହେଲା 18 କୋଟି ଟଙ୍କା ଏହା ଭୂମି ରୁ 20 ମିଟର ଉପର ଯାଏ ଉଡି ପାରିବ । ଏବଂ ତୃତୀୟ ବାଇକ୍ ଟି ଭାରଚ ରେ ମଧ୍ୟ ରହିଛି କେବଳ 10 ଟି ରହିଛି । ଏହା 80 ଲକ୍ଷ ଟଙ୍କା ର ବାଇକ୍ ଅଟେ । ଏହା 320 କିଲୋମିଟର ପ୍ରତି ଘଣ୍ଟା ଦୈଡି ଥାଏ । ଏହା କାୱାସାକୀ ନିନ୍ଜା ର ପ୍ରଡୋକ୍ସନ ଅଟେ । ସେହି ପରି 5ପାଞ୍ଚ ନମ୍ବର ରେ ରହି ଥିବା ବାଇକ୍ ଟି ହେଲା ଡୁକାଟି ଟେକ୍ସଟା ମନେରା ଏହାର ମୂଲ୍ୟ ହେଲା 6 କୋଟି ଟଙ୍କା ଏହା କେବଳ ଆମେରିକା ରେ ତିଆରି ହୋଇ ଥାଏ ତଥା ଏହାକୁ ଦୁନିଆଁ ର ସବୁଠୁ ଓଜନ ଦାର୍ ବାଇକ୍ ବୋଲି କୁହା ଯାଏ ଏହାର ଓଜନ 25 ଶହ କେଜି ରହିଛି ।

ତେବେ ସେଷ ରେ ଯେଉଁ ବାଇକ୍ ରହିଛି ତାହା ସଂଂମ୍ପର୍ଣ୍ଣ ସୁନା ରେ ତିଆରି ହୋଇଛି ଏବଂ ଏହାକୁ ଦୁବାଇ ର ରାଜା ପରିବାର ପାଖରେ ଦେଖିବା ପାଖରେ ରହିଛି ଏବଂ ଏହା ଦୁନିଆଁ ର ସବୁ ଗୋଟିଏ ବାଇକ୍ ଜାହା ସୁନା ରେ ତିଆରି ଏହାର ମୂଲ୍ୟ 70 କୋଟି ଟଙ୍କା । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *