ଆଗାମୀ ୭ ଦିନରେ କୋଟିପତି ହେବେ ୩ ରାଶି |

sanii

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ହିନ୍ଧୁ ଧର୍ମରେ ପ୍ରତ୍ୟେକ ବାର ଏବଂ ଦିନ ରୁ ପୂଜା କରା ଜାଇ ଥାଏ ଏବଂ ଆଜି ଆମେ ଆପଣ ମାନଙ୍କୁ ଶନି ବାର ବିଷୟ ରେ କହିବୁ । ଶନିବାର ଏହି ଦିନ ରେ ଶନି ଦେବ ଙ୍କ ବହୁତ ଭଲ ଭାବେ ପୂଜା କରା ଜାଇ ଥାଏ ଏବଂ ଏହି ଦିନ ରେ ଯେଉଁ ମାନେ ଶନି ଙ୍କ ଉପରେ ତେଲ ର ଅର୍ପଣ କରି ଥାନ୍ତି ସେମାନଙ୍କ ଭାଗ୍ୟ ଚମକି ଜାଇ ଥାଏ । ତେବେ ଏହି ଦିନ ମାନଙ୍କ ରେ ଜ୍ୟତିଷ ମାନଙ୍କ କହିବା ଅନୁସାରେ ଗୋଟିଏ ଏମିତି ସଂଯୋଗ ଘଟିବା ପାଇଁ ଯାଉଛି ଯେଉଁ ଥିରେ ଶନି ଙ୍କ କୃପା ଏହି ତିନୋଟି ରାଶି ମାନଙ୍କ ଉପରେ ରହିବା ପାଇଁ ଯାଉଛି । ତେବେ ସେମାନଙ୍କୁ ଏହି ଦିନ ରେ ଧନୀ ହେବାରୁ କେହି ବି ରୋକି ପାରବେ ନାହିଁ । ତେବେ ସେହି ରାଶି ମାନଙ୍କ ବିଷୟ ରେ ଜାଣି ନେବା ।

sani

1. ମେଷ ରାଶି ।  ଏହି ରାଶି ର ବ୍ୟକ୍ତି ବିଷେଶ ମାନଙ୍କୁ ଆମେ ସୂଚନା ଯୋଗ୍ୟ କରିବା ପାଇଁ ଚାହିଁବୁ କି । ଏହି ଦିନ ରେ ଆପଣ ମାନଙ୍କ ଦିନ ବହୁତ ଭଲ ହେବା ପାଇଁ ଜାଉଛି । ଏବଂ ତେବେ ଶନି ଦେବ ଙ୍କର କୃପା ଆପଣ ଙ୍କ ଉପରେ ରହିଛି । ତେବେ ସେମିତି ବେଳେ ଆପଣ ମାନେ ସବୁ ଅସୁବିଧା ରୁ ଦୂର ରେ ରହିବେ । ଏବଂ ସେମିତି ବେଳେ ଶନି ଦେବ ଙ୍କ ଆପଣ ମାନଙ୍କ ଉପରେ କୃପା ବରଷିବା ପାଇଁ ଜାଉଛି ।

2.କୁମ୍ଭ ରାଶି । ଏହି ରାଶି ର ବ୍ୟକ୍ତି ବିଷେଶ ମାନଙ୍କୁ ଆମେ ସୂଚନା ଯୋଗ୍ୟ କରିବା ପାଇଁ ଚାହିଁବୁ କି । ଆପଣ ମାନେ ଏହି ଦିନ ରେ କିଛି ଅସୁବିଧା ର ସାମ୍ନା କରିବା ସହିତ ତାହାକୁ ବହୁତ ଶିଘ୍ର ମଧ୍ୟ ସମାଧନ କରିବେ । ଏବଂ ପରେ ପରେ ଆପଣ ମାନଙ୍କ ସମୟ ବହୁତ ଭଲ ବ୍ୟତିତ ହେବ । ଏବଂ ଆଗାମୀ ସମୟ ରେ ଆପଣ ମାନଙ୍କୁ ବହୁତ ପରିମାଣ ଧନ ଉପାର୍ଜନ କରିବାର କାବିଲ୍ୟତ ରଖିଛନ୍ତି । ତେବେ ସେମିତି ରେ ଆପଣ ଆଗାମୀ ସମୟ ରେ କୋଟି ପତି ହେବାର ବହୁତ ଆଶଂକା ରହିଛି ।

sanii

3. ଧନୁ ରାଶି । ଏହି ରାଶି ର ବ୍ୟକ୍ତି ବିଷେଶ ମାନଙ୍କୁ ସୂଚନା ଦେବୁ କି । ଏହି ଦିନ ରେ ଆପଣ ମାନଙ୍କ ସହିତ ବହୁତ ଭଲ ରହିବା ସହିତ ଯଦି ଆପଣ ମାନେ ଶନି ଦେବ ଙ୍କ ପୂଜା ଅର୍ଚ୍ଚନା କରିବେ । ତେବେ ଆପଣ ମାନଙ୍କ ଉପରେ ରହି ଥିବା ପୂର୍ବରୁ ଶନି ଙ୍କ ଦୃଷ୍ଟି ସଂମ୍ପର୍ଣ୍ଣ ଭାବେ ହଟି ଯିବ । ଏବଂ ଆପଣ ମାନେ ନିଶ୍ଚିତ ଭାବେ ବହୁତ ପରିମାଣ ରେ ଧନ ପ୍ରପ୍ତି କରିବେ ।

Leave a Reply

Your email address will not be published. Required fields are marked *