ଆଗାମୀ 24 ଘଣ୍ଟାରେ ଏହି ସବୁ ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା

RAIN

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଖରା ଛାଇର ସଂଞମ ମଧ୍ୟରେ ଏବେ ଭିଜିବ ଓଡ଼ିଶା ଆସନ୍ତା 24 ଘଣ୍ଟା ରେ ଉତ୍ତର ଆଭ୍ୟନ୍ତରଣୀୟ ଓଡ଼ିଶା ରେ ସ୍ୱଳ୍ପ ରୁ ମଧ୍ୟମ ଧରଣର ବର୍ଷା ହେବାକୁ ଯାଉଛି । ସେହି ପରି ଅନ୍ୟ କିଛି ସ୍ଥାନରେ ବି ଏମିତି ସ୍ୱଳ୍ପ ରୁ ଅଧିକ ପରିମାଣ ରେ ବର୍ଷା ହେବା ନେଇ ଅନୁମାନ କରିଛି ପାଣିପାଗ ବିଭାଗ । ଝାଡସୁ ଗୁଡା , ସୁନ୍ଦର ଗଡ , ଦେବଗଡ , ସମ୍ବଲପୁର , କେନ୍ଦୁଝର , ମୟୁରଭଞୀ , ଅନୁଗୁଳ, ଢେଙ୍କାନାଳ , କଟକ, ବାଲେଶ୍ୱର , ଗଜପତି , ଗଞାମ୍ , କନ୍ଧମାଳ , ନୟାଗଡ ଏବଂ ଖୋର୍ଦ୍ଧା ଜିଲ୍ଲା ରେ ଗୋଟିଏ ରୁ ଦୁଇଟି ସ୍ଥାନ ରେ ଘଡଘଡି ବିଜୁଳୀ ସହିତ । ସ୍ୱଳ୍ପ ରୁ ମଧ୍ୟମ ଧରଣଣ ର ବର୍ଷା ହେବାର ସମ୍ଭାବନା ରହିଛି ।

ଅନ୍ୟ ପଟେ 20 ତାରିଖ ରେ ବର୍ଷା ର ପରିମାଣ କିଛି କମିବାର ସମ୍ଭାବନା ରହିଛି । ସେହି ପରି ପୁଣି 21 ରେ ଜିଲ୍ଲା ରେ ବୁଜୁଳୀ ଘଡଘଡୀ ସହିତ ପୁଣି ମଧ୍ୟମ ଧରଣ ର ବର୍ଷା ହେବାର ସମ୍ଭାବନା ରହିଛି । ସେହି ପରି ଦକ୍ଷିଣ ଓଡ଼ିଶା ର ମାଲକାନ ଗିରି , କୋରାପୁଟ , ରାୟଗଡା , ନବରଙ୍ଗ ପୁର , ଗଜପତି , ଗଞାମ୍ , କନ୍ଧମାଳ , ଏବଂ କଳାହାଣଡି ଜିଲ୍ଲା ରେ ବି ବର୍ଷା ହେବାର ସମ୍ଭାବନା ରହିଛି । ସେହି ପରି ଗତ 24 ଘଣ୍ଟା ରେ ଦକ୍ଷିଣ ଓଡ଼ିଶା ରେ କିଛି ସ୍ଥାନ ରେ ବର୍ଷା ର ପ୍ରଭାବ ଦେଖିବା ପାଇଁ ମିଳି ଥିବା ବେଳେ ନୟାଗଡା ରେ 3.0 ବର୍ଷା ର ପ୍ରଭାବ ରେକର୍ଡ କରା ଜାଇଛି ।

ସେହି ପରି କିଛି ଦିନ ତଳେ ସେମିତି ମୈଶୁମୀ ର ସକ୍ରିୟତା ଦେଖିବା ପାଇଁ ମିଳି ନ ଥିବା ବେଳେ ଏହି ଦିନ ରେ ମୈଶୁମୀ ସଂମ୍ପର୍ଣ୍ଣ ଭାବେ ସକ୍ରିୟ ହେବାକୁ ଜାଉ ଥିବା ବେଳେ ଏହି ସବୁ ସ୍ଥାନ ମାନଙ୍କ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ରହିଛି ବୋଲି ଏହି ଦିନ ରେ ସଂମ୍ପର୍ଣ୍ଣ ଭାବେ ପାଣିପାଗ ବିଭାଗ ସୂଚନା ଦେଇଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *