ଜଣା ପଡିଗଲା ଆଦିତ୍ୟଙ୍କ ମୃତ୍ୟୁ ପଛର ରାଜ , ଏହି ବ୍ୟକ୍ତି କରିଛି ହତ୍ୟା

ad

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜାଣି ଥିବେ କିଛି ଦିନ ତଳେ ମାନବ ପ୍ରେମୀ ଆଦିତ୍ୟ ଦାସ୍ ଆତ୍ମହତ୍ୟା କରି ଥିଲେ । କିନ୍ତୁ ଆଦିତ୍ୟ ଦାସ୍ ଙ୍କ ଘର ଲୋକ ମାନେ ଆତ୍ମହତ୍ୟା କରି ନାହାଁନ୍ତି ବୋଲି ପୋଲିସ୍ ରେ କମ୍ପଲେନ୍ କରି ଥିଲେ । ଏବଂ ଏହା ସହିତ ପିପୁଲ ଫର ସେବା ର ସଦସ୍ୟ ମାନେ ଆଦିତ୍ୟ ଦାସ୍ ଆତ୍ମହତ୍ୟା କରି ନାହାଁନ୍ତି ବରଂ ତାଙ୍କୁ ସଢଯନ୍ତ୍ର କରି ମର୍ଡର କରା ଜାଇଛି ବୋଲି କୁହା ଜାଇଛି । ଏମିତି ରେ ଏବେ ପୋଲିସ୍ ଏହି ଉପରେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ଦେଇଛି । ସେହି ପରି କ୍ଷେତ୍ର ରେ ପୂର୍ବତନ ରେଳ ବାଇ ପୋଲିସ୍ ଆଦିତ୍ୟ ଦାସ୍ ଙ୍କର 1 ତାରିଖ ରୁ 7 ତାରିଖ ମଧ୍ୟ ରେ ଯେତେ ବି ଫୋନ କଲ ଆସିଛି ଏବଂ ଯେଉଁ ମାନଙ୍କ ଠାକୁ ଆସିଛି ସେହି ସବୁ କୁ ଏବେ ଜାଞ୍ଚ କରିବାରେ ଲାଗିଛି ।

ଏହା ସହିତ ପିପୁଲ ଫର ସେବା ର ସଦସ୍ୟ ବିକାସ ଏବଂ ପପୁ ଙ୍କୁ ଜେରା କରିବା ପାଇଁ ଥାନା କୁ ଡକେଇଛି । ତେବେ ମିଳି ଥିବା ସୂଚନା ଅନୁସାରେ ଏହି ଥିରେ ଆଦିତ୍ୟ ଦାସ୍ ଙ୍କ ପତ୍ନୀ ଏବଂ ଏହି ପିପୁଲ ଫର ସେବା ର ସଦସ୍ୟ ପପୁ ଏବଂ ବିକାସ ଙ୍କୁ ଏକା ସଂଙ୍ଗେ ବସେଇ କରି ଜେରା କରା ଯିିବାର ରହିଛି । ଏବଂ ଏହା ପରେ ହିଁ ପ୍ରକୃତ ଘଟଣା ଜଣା ପଡିବ କି କିଏ ସତ କହୁଛି ଏବଂ କିଏ ମିଛ କହୁଛି ବୋଲି ।

ସେମିତି ରେ ଆଦିତ୍ୟ ଦାସ୍ ଙ୍କ ମୃତ୍ୟ ର ପର ଦିନ ତାଙ୍କ ଘରୁ ତାଙ୍କର ସୁସାଇଟ ନୋର୍ଟ ମିଳିଛି । କିନ୍ତୁ ଏହି ସୁସାଇଟ ନୋର୍ଟ କୁ ଆଦିତ୍ୟ ଦାସ୍ ଲେଖି ନାହାଁନ୍ତି ବୋଲି ଅଭିଯୋଗ ଆଣି ଥିଲେ ତାଙ୍କ ପତ୍ନୀ ଏବଂ ପିପୁଲ ଫର ସେବାର ସଦସ୍ୟ ମାନେ । ତେବେ ଏହି ପରେ ଏହି ସୁସାଇଟ ନୋର୍ଟ କୁ ନେଇ ପୋଲିସ ହେଣ୍ଡ ରାଇଟିଂ ଏକ୍ସପୋର୍ଟ ଙ୍କ ପାଖକୁ ଜାଇଛି ସେହି ଥିରୁ ଜଣା ପଡିବ କି ପ୍ରକୃତ ରେ ଆଦିତ୍ୟ ଦାସ୍ ସେହି ସୁସାଇଟ ନୋର୍ଟ ଲେଖିଛନ୍ତି କି ନାହିଁ ।

ସେମିତି ରେ ଏହି ଦିନ ରେ ଆଦିତ୍ୟ ଦାସ୍ ଙ୍କ ପତ୍ନୀ ମିଡିଆ ସା୍ମ୍ନା ରେ ଯେତେ ବେଳେ ବି ବାଇଟ୍ ଦେଉଛନ୍ତି ସେ ଭିନ୍ନ ଭିନ୍ନ ମତ ଦେଉ ଥିବାର ଦେଖିବା ପାଇଁ ମିଳିଛି । ତେଣୁ ପୋଲିସ ଏବେ ତାଙ୍କ ଉପରେ ସନ୍ଧେହ କରିଛି । ଏହା ସହିତ ଆଦିତ୍ୟ ଦାସ୍ ଙ୍କ ପତ୍ନୀ ଶ୍ରୀ ପିପୁଲ ଫର ସେବା ର ସଦସ୍ୟ ବିକାସ ଏବଂ ପପୁ ଙ୍କ ଉପରେ ଅଭିଯୋଗ ଆଣିଛନ୍ତି । ତେବେ ଏହି ସବୁ କଥା ରେ ଏହି ସମୟରେ ରେଳ ବାଇ ପୋଲିସ ବିକାସ ପପୁ ଏବଂ ଆଦିତ୍ୟ ଦାସ୍ ଙ୍କ ପତ୍ନୀ ଙ୍କୁ ନେଇ ଜେରା କରିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *