ମୋଦୀ ନେଇଗଲେ ବଡ ନିଷ୍ପତି , ଭୟରେ ଥରିଲା ପାକିସ୍ତାନ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଏହି ଦିନ ରେ ପାକିସ୍ତାନ ବିପକ୍ଷ ରେ ଲଢେଇ କରି କି ଭାରତ କୁ ବହୁତ ବଡ ସଫଳତା ମିଳିଛି । ହେଲେ ସେହି ଜିତ୍ କଥା ଆମେ ଯଦି କହିବା ସେହି କେସ୍ ହିସାବ ରେ ନିଶ୍ଚିତ ଭାବେ କମ୍ ପଡି ଯିବ । ତେବେ ଏହି ଷ୍ଟୋରୀ ବିଷୟ ରେ ଆସନ୍ତୁ ସଂମ୍ପର୍ଣ୍ଣ ଭାବେ ଜାଣିବା । ତେବେ ଷ୍ଟୋରୀ ଟି ହେଲା ଏହି ଦିନ ରେ କୂଳଭୂଷଣ ୟାଦବ୍ ଙ୍କର ଏକ ଫୋଟ ଭାଇରଲ ହୋଇଛି ଯେଉଁ ଥିରେ ତାଙ୍କର ମାଆ ଏବଂ ପତ୍ନୀ ରହିଛନ୍ତି ।

modi2

ସେମିତି ରେ କହିବା ପାଇଁ ଗଲେ କୂଳଭୂଷଣ ୟାଦବ୍ ଭାରତୀୟ ନେଭି ରେ କାମ କରୁ ଥିଲେ ଏବଂ ରିଟାୟାର ହେବା ପରେ ସେ ପର୍ସସିନାଲ କାମ ରେ ସେ ଇରାନ ଜାଇ ଥିଲେ । ଏବଂ ଇରାନ କୁ ତାଙ୍କୁ ଆଇଏସ୍ ଆଇ ଧରି ପାକିସ୍ତାନ ନେଇ ଆସି ଥିଲା । ଏବଂ ପରେ ପାକିସ୍ତାନ ଜେଲ୍ ରେ ପହଁଚେଇ ଦେଇ ଥିଲେ । ଏବଂ ସେହି ମଧ୍ୟରେ ସେଠାକାର ଜେଲ୍ ରେ ଯେଉଁ ପ୍ରକାରର ଟର୍ଚର୍ କରା ଗଲା କୂଳଭୂଷଣ ୟାଦବ୍ ସହି ପାରିଲେ ନାହିଁ । ଏବଂ ସେଷ ରେ କହିଲେ ମୋର ମାଆ ଙ୍କୁ ଏବଂ ସ୍ତ୍ରୀ ଙ୍କୁ ଦେଖିବା ପାଇଁ । ଏବଂ ଏହି ମଧ୍ୟ ରେ ପାକିସ୍ତାନ ହାଇକମିସନର ଙ୍କ ସହିତ କଥା କରା ହୋଇ ଭିସା କରେଇ ଦେଖା କରିବା ପାଇଁ ନିଆ ଜାଇ ଥିଲା ।

ସେଠାରେ ତାଙ୍କ ମାଆ ଙ୍କ ଏବଂ ସ୍ତ୍ରୀ ସାଢୀ ପିନ୍ଧି ଜଜାଇ ଥିଲେ ହେଲେ ହେଲେ ଯେତେ ବେଳେ ସେହି ଗୃହ ମଧ୍ୟ କୁ ନିଆ ହୋଇ ଥିଲା ତେବେ ତାଙ୍କ ସାଢୀ କୋଲି ଡ୍ରେସ୍ ପିନ୍ଧି ହିଁ ନିଆ ଜାଇ ଥିଲା । ଏବଂ ଏହି ଘଟଣା ର ଫୋଟ ଭାଇରଲ ହୋଇଛି । ସେମିତି ରେ ପାକିସ୍ତାନ ର ଜାସୁସୀ କରିବା ଅପରାଧ ରେ ତାଙ୍କୁ ବର୍ତମାନ ସମୟ ରେ ଫାସୀ ଆଦେଶ ଦେଇଛି । ହେଲେ ରିସେଣ୍ଟଲି ଭାରତ ସେମାନଙ୍କ ଉପରେ କେସ୍ କରି ଥିଲା । ଇଣ୍ଟରନେସନାଲ କୋର୍ଟ ଅଫ୍ ଜଷ୍ଟିସ୍ ଯେଉଁ ଠାରେ ଭାରତ ସପକ୍ଷ ରେ ନିୟମ ଜାଇଛି । ଏଠାରେ ଭାରତ କୁ ଏହି ଅନୁସାରେ କୂଳଭୂଷଣ ୟାଦବ୍ ଙ୍କ ସପକ୍ଷରେ ଯେତେ ସବୁ ପ୍ରସିଡିୟର ମାନେ ଓକିଲୋ ବା ଅନ୍ୟ କିଛି ବି ଭାରତ କରି ପାରିବ ଏବେ ।

kulubhusan

ହେଲେ ଏହି ଠାରେ ପାକିସ୍ତାନ କହୁଛି କି ସେ ଏଠାରେ SPNH କରୁ ଥିଲା ମାନେ ଭାରତ ର ସିକ୍ରେଟ ସଂସ୍ଥା ରେ କାମ କରୁ ଥିଲା ଯେଉଁଥି ପାଇଁ ତାକୁ ଫାସୀ ଦିଆ ଯିବ । ହେଲେ ଏହାକୁ ନେଇ ଭାରତ କହିଛି ଆମେ କୈଣସି ଜାଜୁସୀ ଟିମ୍ କୁ ଆମ ପାଖରେ ରଖେ ନାହିଁ । ଏଠାରେ ଏହି କଥା କୁ ନେଇ ବର୍ତମନ ସମୟ ରେ ସାରା ବିଶ୍ୱ ର ନଜର ରହିଛି ଏହା ଉପରେ ତେବେ ଆଗାମୀ ସମୟ ରେ ଏହାର ଜଷ୍ଟିସ୍ ମଧ୍ୟ ହେବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *