୫ ଟଙ୍କାରେ ବନାନ୍ତୁ ସମ୍ପୂର୍ଣ୍ଣ ପ୍ରାକୃତିକ ଲିକ୍ୟୁଇଡ ଜଲଦୀ ଦେଖନ୍ତୁ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ ।ବନ୍ଧୁଗଣ ଆମେ ଆଜି ବନେଇବା ଭିମ ଡ୍ରୋପ୍ ପରି ଡିସ୍ ୱାସ୍ । ବନନ୍ଧୁଗଣଣ ଏହା ପାଇଁ ଆପଣ ମାନଙ୍କୁ ପ୍ରଥମେ ଦରକାର ରିଠା ଫଳ । ଏହା ଆପଣ ମାନଙ୍କୁ କୈଣସି ବି ବଣିଆ ଦୋକାନ ରୁ ମିଳି ଯିବ । ଏହା ଅନେକ ଲାଭ ଦେଇ ଥାଏ ଏହା ଆପଣ ମାନଙ୍କ କେଶ ପାଇଁ ବହୁତ ଲାଭ କାରୀ ଅଟେ । ତବେ ଏହି ଡିସ୍ ୱାସ୍ ପାଇଁ ଚାରୋଟି ରିଠା ଫଳ କୁ ଆପଣ ମାନେ ରାତି ସାରା ପାଣି ରେ ବେଦେଇ ରଖି ଦିଅନ୍ତୁ । ଏବଂ ରାତିସାରା ଏଏହାକୁ ରଖିବା ପରେ ଏହାକୁ ସକାଳେ ନରମ ହେବା ପରେ ଏହାକୁ ଭଲ ଭାବେ ଦଳି ଦେବା । ଏବଂ ମଞୀ କୁ ବାହାର କରି ଫିଙ୍ଗି ଦେବା ।ଏବେ ଆମର ଆବଶ୍ୟକ କିଛି ଲେମ୍ବୁ ଚୋପା । ଆପଣ ମାନେ ଦେଖି ଥିବେ ଲେମ୍ବୁ ର ବ୍ୟବହାର କରିବା ପରେ ଆପଣ ମାନେ ସେହି ଲେମ୍ବୁ ଚୋପା କୁ ଆଣନ୍ତୁ ଏବେ ଆମେ ରଖି ଥିବା ରିଠା ପାଣି କୁ ଗୋଟିଏ ପାତ୍ର କୁ ଛାଣୀ ନେବା ଏବଂ ସେହି ଥିରେ ଅଧ ଗ୍ଲାସ ପାଣି ଦେଇ ସେହି ଥିରେ ଚାରୋଟି ଲେମ୍ବୁ ଚୋପା କୁ ପକେଇବା ।

ଏବଂ ଏହାକୁୁ ଗ୍ୟାସ ରେ ବସେଇ ଦୁଇ ମିନିଟ ଯାଏ ଫୁଟି ନେବା । ଏବଂ ଏବେ ଲେମିବୁ ଚୋପା କୁ ଗୋଟିଏ ମିକ୍ସଚର କୁ ବାହାର କରନ୍ତୁ । ଏବଂ ଏହାକୁ ଭଲ ଭାବେ ଗ୍ରାଇଡିଂ କରି ନେବା । ଏବଂ ସେହି ପାଣି ରେ ପକେଇ ପୁଣି ଫୁଟିବା ପାଇଁ ଛାଡିବା । ଏବଂ ଏହା ପରେ ସେହି ଥିରେ ଆମେ ଅଧା ଚାମଚ ଲୁଣ ମିଶେଇବା ଏବଂ ଅଳ୍୍ପ ଫୁଟିବା ପରେ ସେହି ଥିରେ ଅଧା ଚାମଚ ହଳଦୀ ମିଶେଇବା । ଏବଂ ଦୁଇ ମିନିଟ୍ ପରେ ଆପଣ ମାନେ ଗୋଟିଏ ପାତ୍ର କୁ ସେହି ଲିକୁଇଡ୍ କୁ ସବୁ ଛାଣୀ ନିଅନ୍ତୁ । ଏବଂ ଥଣ୍ଡା ହେବାକୁ ଛାଡି ଦିଅନ୍ତୁ ।

ଏବେ ଆପଣ ମାନଙ୍କ ଭୀମ ଡ୍ରୋପ ଆପଣ ମାନଙ୍କ ପାଇଁ ସଂମ୍ପର୍ଣ୍ଣ ପ୍ରସ୍ତୁତ ଅଟେ ଏବେ ଆପଣ ମାନେ ଏହାକୁ କୈଣସି ବି ପ୍ଲାଷ୍ଟିକ ବୋତଲ ରେ ଷ୍ଟୋର କରି ରଖି ପାରିବେ । ଏବଂ ଏହି ଥିରେ ଆପଣ ମନେ ନିଜର କୈଣସି ବାସନ କୁସନ କୁ ସଂମ୍ପର୍ଣ୍ଣ ଭାବେ ସଫା କରି ପାରିବେ । ତଥା ଏହା ପ୍ରାକୃତିକ ଉପାୟ ରେ ହୋଇ ଥିବାରୁ ଏହାର କୈଣସି ବି କ୍ଷେତି ନାହିଁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *