ମଧୁବାବୁ ପେନସନ ଯୋଜନା 2020 । 1000 ଟଙ୍କା ଲେଖାଏ ମିଳିବ କେବେଠାରୁ ଦେଖନ୍ତୁ ଏବେ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ମଧୁବାବୁ ପେନସନ ଯୋଜନା କୁ ନେଇ କରି ଦୁଇଟି ବଡ ଆପଡେଟ୍ ଆସିଛି । ତେବେ ଏହି ଅପଡେଟ୍ ଟି କଣ ରହିଛି ସଂମ୍ପର୍ଣ୍ଣ ଭାବେ ଜାଣି ରଖିବା । ତେବେ ଆପଣ ମାନଙ୍କୁ ସୂଚନା ଦେବୁ କି ଏହି ମଧୁବାବୁ ପେନସନ ଯୋଜନା ରେ ହିତାଧିକାରୀ ମାନଙ୍କୁ ଏକ ହଜାର ଟଙ୍କା ଆର୍ଥିକ ସହାୟତା ଦିଆ ଯିବ । ତେବେ ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ପୂର୍ବ ରୁ ଚାରି ମାସ ର ପେନସନ୍ ଦରମା ମିଳି ସାରିଛି । ଏପ୍ରିଲ , ମେ , ଜୁନ୍ ଏବଂ ଜୁଲାଇ ମାସ ର ଜାହା କି 48 ଲକ୍ଷ ହିତାଧି କାରୀ ଙ୍କୁ ଏକା ସଂଙ୍ଗେ 4 ମାସର ଟଙ୍କା 2 ହଜାର ଟଙ୍କା ଦିଆ ଜାଇ ଥିଲା । ହେଲେ ଅଗଷ୍ଟ , ସେପ୍ଟେମ୍ବର , ଅକ୍ଟୋବର , ଏବଂ ନଭେମ୍ବର ମାସ ର ଟଙ୍କା ଏକା ସଂଙ୍ଗେ ଦିଆ ଯିବ କି ନାହିଁ ସେହି ବିଷୟ ରେ କୈଣସି ବି ସୂଚନା ଆସି ନାହିଁ ।

କିମ୍ବା ଏହାକୁ ନେଇ ଆମ ରାଜ୍ୟ ସରକାର କିଛି ବି ଘୋଷଣା କରି ନାହାଁନ୍ତି । ଏବଂ ସେହି ପରି ଭାବେ ଆପଣ ମାନଙ୍କୁ ପୁଣି ଥରେ ମଧୁ ବାବୁ ପେନସନ ଯୋଜନା ରେ ଆଉ ଏକ ହଜାର ଟଙ୍କା ବି ମିଳି ଯିବ । ସେହି ପରି ସୂଚନା ରହିଛି କି ଏବେ କିନ୍ନର ମାନେ ବି ଏହି ମଧୁବାବୁ ପେନସନ ଯୋଜନା ରେ ଆବେଦନ କରି ପାରିବେ । ଏବଂ ସେହି ଥିରୁ ଟଙ୍କା ପାଇ ପାରିବେ । ତେବେ ବନ୍ଧୁଗଣ ଆପଣ ମାନେ ନିଶ୍ଚିତ ଭାବେ ଜାଣି ପାରି ଥିବେ କି ବର୍ତମାନ ସମୟ ରେ କଣ ରହି ଥିଲା ଦୁଇଟି ବଡ ଖବର ତେବେ ପୁଣି ଥରେ କହି ରଖୁଛୁ କି ପ୍ରଥମେ ଜାହା ଏବେ ମଧୁ ବାବୁ ପେନସନ୍ ଯୋଜନା ରେ ଆପଣ ମାନଙ୍କୁ ଏକ ହଜାର ଟଙ୍କା ଅଧିକ ଦିଆ ଯିବ ।

ଏବଂ ଦ୍ୱତୀୟ ନମ୍ବର ଖବର ଟି ରହିଛି କି ଏହି ମଧୁ ବାବୁ ପେନସନ୍ ଯୋଜନା ରେ କିନ୍ନର ମାନଙ୍କୁ ବି ସାମିଲ କରି ଦିଆ ଯିବ । ତେବେ ଆପଣ ମାନଙ୍କୁ ଏହି ମାସ ର ପେନସନ୍ ମିଳିଯିବ ଜାହା ଆପଣ ମାନଙ୍କ ଗ୍ରାମ କୁ ଆସି କରି ଦେଇ ଦିଆ ଯିବ ।ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *