ଆଣ୍ଠୁ ବିନ୍ଧା,କମର ବିନ୍ଧା,ଗୋଇଁଠି ବିନ୍ଧା କେବଳ ୨ ମିନିଟରେ ଶେଷ କରିଦେବ ଏହି ରାମବାଣ ଘରୋଇ ଉପାୟ ?

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆଣ୍ଠୁ ଗଣ୍ଠୀ ର କଷ୍ଟ ହେଉ ବା ମାଂସ ପେଶୀ ର କଷ୍ଟ କେବଳ ଦୁଇ ମିନିଟ୍ ରେ ଏହା ଆପଣ ମାନଙ୍କ କଷ୍ଟ କୁ ସଂମ୍ପର୍ଣ୍ଣ ଭାବେ ଦୂର କରି ଦେବ । ଏହିଥି ପାଇଁ ଆପଣ ମାନଙ୍କୁ ଅରଖ ଗଛ ର ଆବଶ୍ୟକତା ପଡିବ । ଏହି ଗଛ ରେ ବହୁତ ଗୁଡିଏ ଆବଶ୍ୟକତା ରହିଛି । ଏବଂ ବହୁତ ଗୁଡିଏ ଉପକାରୀତା ମଧ୍ୟ ରହିଛି । ତେବେ ଏହି ଗଛ ର ବ୍ୟବହାର ରେ ନିଜର ବବହୁତ ଦିନ ର ଆଣ୍ଠ ଗଣ୍ଠୀ ର ସମସ୍ୟା ଏବଂ ମାଂସ ପେଶୀ ରକ ସମସ୍ୟା ରୁ ସଂମ୍ପର୍ଣ୍ଣ ଭାବେ ମୁକ୍ତି ପାଇବେ । ଏହା ପାଇଁ ପ୍ରଥମେ ଆପଣ ମାନଙ୍କୁ ଅରଖ ଗଛ ର ଫୁଲ କୁ ଆଣିବା ପାଇଁ ପଡିବ । ଏହି ଗଛ ର 15 ଟି ଫୁଲ କୁ ନେବାକୁ ପଡିବ । ଏବଂ ପରେ ତାହାକୁ ଗୋଟିଏ ତାଟିଆ ପାଣଣି ରେ ଫୁଟେଇବା ପାଇଁ ପଡିବ । ଏବଂ ପରେ ହାଲ୍କା ଉସମ୍ ପାଣି ହୋଇ ଗଲେ ସେହି ଥିିରୁ ଫୁଲ କୁ ବାହାର କରି ରଖନ୍ତୁ ।

ଏବେ ସେହି ପାଣି ଦ୍ୱାରା ଆପଣ ମାନଙ୍କ ଗୋଇଁଠୀ ର ଯେଉଂ ସ୍ଥାନ ରେ କଷ୍ଟ ହେଉଛି ସେହି ସ୍ଥାନ କୁ ଏହି ପାଣି ସାହାଯ୍ୟ ରେ ଧୋଇ ଦିଅନ୍ତୁ । ଏବଂ ସେହି ଥିରୁ ବାହାରି ଥିବା ଫୁଲ କୁ ଆପଣ ମାନେ ପକାନ୍ତୁ ନାହିଁ ବରଂ ଗୋଟିଏ ସୁତା କପଡା ନିଅନ୍ତୁ ଏବଂ କଷ୍ଟ ହେଉ ଥିବା ସ୍ଥାନ ରେ ଆପଣ ମାନେ ତାହାକୁ ଲଗାଇ ବାନ୍ଧି ଦିଅନ୍ତୁ । ଏହି ପ୍ରୟୋଗ କୁ ଆପଣ ମାନେ କେବଳ 10 ରୁ 15 ଦିନ କରନ୍ତୁ ଏବଂ ପରେ ଦେଖନ୍ତୁ ଆପଣ ମାନଙ୍କ କଷ୍ଟ ସଂମ୍ପର୍ଣ୍ଣ ଭାବେ ଦୂରେଇ ଯିିବ । ଏବଂ ଆପଣ ମାନଙ୍କର ଯେଉଁ ସବୁ ଶରୀର ଜନିତ ସମସ୍ୟା ଯେମିତି କି କଷ୍ଟ ବ୍ୟଥା ଆଦି ସଂମ୍ପର୍ଣ୍ଣ ଭାବେ ଦୂରେଇ ଯିବ ।

ଏବଂ ସେଷ ରେ ଆପଣ ମାନେ ଅରଖ ଗଛ ର ପତ୍ର କୁ ନେବେ ମାନେ ଗୋଟା ପତ୍ର ଏହାକୁ ନେଇ ସେହିଥିରେ ଷୋରିସ ତେଲ କୁ ଲଗାନ୍ତୁ ଏବଂ ସେହି ବ୍ୟଥା ରହି ଥିବା ସ୍ଥାନ ରେ ଆପଣ ମାନଙ୍କୁ ସେକିବା ପାଇଁ ପଡିବ । ଏବଂ ଏହାକୁ ସେତେ ବେଳ ଯାଏ କରନ୍ତୁ ଯେତେ ବେଳ ଯାଏ ସେହି ସ୍ଥାନ ରେ କିଛି ତେଲ ସୋଷି ନାହିଁ । ଥରେ ହୋଇ ସାରିବା ପରେ ଆପଣ ମାନେ ନିଜକୁ ଭଲ ଅନୁଭବ କରିବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *