ମଣିଷ ପାଡରୁ ହୋଇପାରେ କରୋନା ଏବେ ହିଁ ଜଲଦୀ ଦେଖନ୍ତୁ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । କୋରନା ମହାମାରୀ ଜାହା ସାରା ବିଶ୍ୱ କୁ ଆତଙ୍କିତ କରି ରଖିଛି । ଏହି ରୋଗ ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ ବ୍ୟାପି ଥାଏ । ତେବେ କାଶ ଛିଙ୍କ ଏବଂ ଜ୍ୱର ଆଦି ଏହି ରୋଗ ର ଲକ୍ଷ୍ୟଣ । ଏହି ରୋଗ ର କୈଣସି ବି ଟୀକା ବା ଔଷଧ ବାହାରି ନ ଥିବା ବେଳେ ପ୍ରତି ଦିନ ନୂଆ ତଥ୍ୟ ସାମ୍ନା କୁ ଆସୁଛି । ଏବଂ ଏବେ ଏମମିତି ମଧ୍ୟ ଦେଖିବା ପାଇଁ ମିଳୁଛି କି ଯେଉଁ ମାନଙ୍କ ପାଖରେ କୋରନା ପରି ଲକ୍ଷ୍ୟଣ ନ ଥାଇ ମଦ୍ୟ ପଜେଟିଭ୍ ଆସିବାରେ ଲାଗିଛି । ଜାହାକି ଲୋକ ମାନଙ୍କ ଚିନ୍ତା କୁ ବଢେଇଛି । ବର୍ତମାନ ସମୟ ରେ ଏହି କୋରନା ଭାଇରସ ର ଭୟ ସମସ୍ତ ଙ୍କୁ ଲାଗି ରହିଛି । ଯେଉଁଥି ପାଇଁ ଲୋକ ମାନଙ୍କୁ ସାମାଜିକ ଦୂରତ୍ୱ ବଜାଇ ରଖିବା ସହିତ ମାସ୍କ ର ବ୍ୟବହାର କରିବା ପାଇଁ ପଡୁଛି । ତଥାପୀ ବୈଜ୍ଞ୍ୟାନିକ ମାନେ କହିଛନ୍ତି ଏହି ଭାଇରସ ରହସ୍ୟ ମୟୀ । ଦିନ କୁ ଦିନ ଏହାର ପ୍ରଭାବ ବଢିବାରେ ଲାଗିଛି ।

ଏବଂ ସଂଙ୍କ୍ରମିତ ଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ସେହି ପରି ବେଳେ ଅଶ୍ଟେଲିଆ ର ଜଣେ ଡାକ୍ତର କହିଛନ୍ତି ଯେ ପାଡ ରୁ ବି ବ୍ୟାପି ପାରେ କୋରନା । ଜଣେ ବ୍ୟକ୍ତି ଜଦି ସର୍ବ ସାଧାରଣ ସ୍ଥାନ ରେ ଅର୍ଧ ବାୟୁ ତ୍ୟାଗ କରୁଛି ତେବେ ସେହି ବାୟୁ ର ସଂସ୍ପର୍ଶ ରେ ଆସୁ ଥିବା ଲୋକ କୋରନା ରେ ସଂଙ୍କ୍ରମିତ ହୋଇ ପାରେ । ସେହି ପରି ଭାବେ ରୋଗୀ ର ମଳ ଏବଂ ମୂତ୍ର ରୁ ବି ଏହି ରୋଗ ବ୍ୟାପି ପାରେ । ଏହି ପରି ଭାବେ ରୋଗୀ ବ୍ୟବହାର କରୁ ଥିବା ଜିନିଷ ଧୋଇବା ପରେ ବି ସେହି ଥିରେ ଜିବାଣୁ ରହିବାର ଭୟ ରହୁଛି ।

ସେହିଥି ପାଇଁ ସେହି ଜିନିଷ ଧୋଇ ସାରିବା ପରେ ବି ତାହାକୁ ବ୍ୟବହାର କରିବା ଉଚିତ୍ ନୁହେଁ । ସେହି ପରି ଭାବେ କୋରନା ର ଦାଉ ରୁ ବଞ୍ଚିବା ପାଇଁ ମାସ୍କ ବ୍ୟବହାର କରିବା ନିହାତି ଆବଶ୍ୟକ । ତେବେ ସତର୍କତା ହିଁ ସୁରକ୍ଷା ବୋଲି ଏଠାରେ ଭାବିବା ପାଇଁ ପଡିବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *