ଦୁନିଆ ରେ ପତି ଓ ପତ୍ନୀ ଙ୍କ ପ୍ରେମ ଠୁ ବଳି ଆଉ ଏହି ଦୁନିଆ ରେ କିଛି ବି ନାହିଁ ତେଣୁ ଦୁନିଆରେ ଏହି ଦୁହିଁଙ୍କ ପ୍ରେମ କୁ କୁହା ଯାଇଛି ସବୁଠୁ ବଡ ପ୍ରେମ ବୋଲି । ଏମିତି ରେ ଆପଣ ବହୁତ ଭଲ ଭାବେ ଜାଣି ଥିବେ କି ଏହି ଦୁନିଆ ରେ ସମସ୍ତ ଙ୍କ ପାଖରେ କିଛି ନା କିଛି ଦୁଖଃ ଓ ଅସୁବିଧା ରହିଥାଏ ଓ ଏମିତି ରେ ସେହି ଦୁଖଃ କୁ ପୂରଣ କରିବା ପାଇଁ କାହାରି ନା କାହାରି ସାହାରା ଦରକାର ପଡିଥାଏ ।ଏମିତି ବେଳେ ଆପଣ ବୋଧ ହୁଏ ବହୁତ ଭଲରେ ଜାଣିଥିବେ କି ଜୀବନ ର ସବୁ ଦଖଃ କୁ କିଏ ବୁଝି ପାରେ ଓ ତାର ସମାଧାନ ବି ବାହାର କରି ପାରେ । ପ୍ରଥମେ ରହିଛନ୍ତି ମାଁ ନଚେତ ନିଜ ପତ୍ନୀ । କୁହାଯାଏ ବିବାହ ପରେ ପତି ଓ ପତ୍ନୀ ନିଜ ଶୁଖ ଦୁଃଖରେ ଭାଗିଦାର ବନି ଜାଆନ୍ତି , ସେହିଥି ପାଇଁ ସେମାନଙ୍କୁ ଅର୍ଧାଙ୍ଗୀନି କୁହାଯାଏ , ତେବେ ଆଜି ଆମେ ଏମିତି ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କ ବିଷୟରେ କିଛି କହିବା ପାଇଁ ଜାଉଛୁ
ଆମ ଜୀବନ ରେ ବିବାହ ହେଉଛି ଗୋଟିଏ ମିଳନ ଜାହାକି ଦେହ ର ନୁହେଁ ବରଂ ମନ ର ମିଳନ ହୋଇଥାଏ । ଏହି ମନର ମିଳନକୁ ଓ ସ୍ବାମୀ ସ୍ତ୍ରୀ ର ସଂମ୍ପର୍କ କୁ ଯିଏ ସାଥିରେ ରଖିଥାଏ ତାହାକୁ ଶାରିରୀକ ସଂମ୍ପର୍କ କୁହାଯାଏ । ଖାସ ସେଇଥି ପାଇଁ ଆମେ ଆପଣଙ୍କୁ ଆଜି ଗୋଟିଏ ଏମିତି ରହସ୍ୟ ଉପରୁ ପରଦା ଉଠାଇବା ପାଇଁ ଜାଉଛୁ ଜାହାକୁ ସୁଣି ଆପଣଙ୍କ ମନ ଘର ଧରିଯାଇ ପାରେ ।ଆମେ ଆଜି ଆପଣଙ୍କୁ କହିବା ପାଇଁ ଜାଉଛୁ କି ଶୋଇବା ପୂର୍ବରୁ ପତ୍ନୀ ଙ୍କ କେଉଁ ଅଙ୍ଗ କୁ ଛୁଇଁବା ଦ୍ବାରା ମିଳିଥାଏ ଦୁନିଆଁ ର ଅପୂର୍ବ ଶାନ୍ତି ଆପଣଙ୍କୁ କହି ଦେଉଛୁ କି ମହିଳା ହେଉଛନ୍ତି ଗୋଟିଏ ମା ର ରୁପ ସହିତ ସମାନ ।
ଏପରି ବେଳେ ଯଦି ଆପଣ କେବେ କୈଣସି ମହିଳା ବା ନିଜ ସ୍ତ୍ରୀ ଙ୍କୁ ହଇରାଣ କରାଉ ଛନ୍ତି ତେବେ ଆମେ କହି ଦେଉଛୁ କି ଆପଣ ଏପରି କରିବା ଏବେ ଠୁ ଛାଡି ଦିଅନ୍ତୁ ନଚେତ ଆପଣଙ୍କ ଉପରେ ପଡିପାରେ ଶନିଙ୍କ ମହାଦଶା ବୋଲି ବହୁତ ଶାସ୍ତ୍ର ବିଦ୍ ମାନେ କହିଛନ୍ତି ।ଏମିତି ବେଳେ ସେମାନେ ଏପରି ବି କହିଛନ୍ତି ଯେ ଆପଣ ଯଦି କେବେ ନିଜ ସ୍ତ୍ରୀ କୁ ଅତ୍ୟାଚାର କରୁଛନ୍ତି ବା ଅନ୍ୟ କେହି ମହିଳା ଙ୍କୁ ବି । ତେବେ ଆପଣଙ୍କ ଉପରେ ଏହି ଦଶା ପଡିବ ବୋଲି ଜଣାଜାଇଛି । ଓ ଏମିତି ରେ ଏହାର ଗୋଟିଏ ହିଁ ପ୍ରତିକାର ରହିଛି ତାହା ହେଉଛି ଜାହାଙ୍କ ସହିତ ଆପଣ ଅତ୍ୟାଚାର କରିଥିଲେ ତାଙ୍କର ପାଦ ଆପଣଙ୍କୁ ରାତି ସମୟ ରେ ଛୁଇଁବା ପାଇଁ ପଡିବ । ଏମିତି କରିବା ଦ୍ୱାରା ଆପଣଙ୍କର ଶନି ଦଶା କଟିବା ସହିତ ଜୀବନରେ ଉନ୍ନତି ହେବ
ସେ ହୁଏତ ଆପଣଙ୍କ ସ୍ତ୍ରୀ ହେଉ ବା କୈଣସି ମହିଳା । ଆପଣ ଏପରି କରିଲେ ହିଁ ଏହି ଦଶା ରୁ ହିଁ ମୁକ୍ତି ମିଳିବ ବୋଲି ବହୁତ ଜ୍ୟତିଷ ଓ ଶାସ୍ତ୍ର ବିଦ ମାନେ କହିଛନ୍ତି ।ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।