ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆପଣ ମାନେ ନିଶ୍ଚିତ ଭାବେ ଏହି କଥା କୁ ଜାଣି ଥିବେ କି ଆଜିର ଦିନରେ ଇଣ୍ଟରଭିୟୁ ମାନଙ୍କ ରେ କେତେ ପରିମାଣ ରେ ଷ୍ଟ୍ରୀଟ୍ ହେଉଛି । ତେବେ ସେମିତି କ୍ଷେତ୍ର ରେ ପିଲା ମାନଙ୍କୁ ଆହୁରୀ ବି ପାଗଳ କରି ଦେଉଛି । ଆଜିର ସମୟ ର ଅଡୁଆ ପ୍ରଶ୍ନ ତେବେ ସେମାନେ ବହୁତ ସମୟ ରେ ଇଣ୍ଟର୍ଭିୟୁ ରେ ସଠିକ୍ ଉତ୍ତର ଦେଇ ପାରୁ ନ ଥିବା କାରଣ ରୁ ସେମାନେ ବହୁତ ଅସୁବଧା ର ସମ୍ମଖୀନ ହୋଇ ଥାନ୍ତି । ସେହି ପରି ବେଳେ ଆମେ ଆଜି ଆପଣ ମାନଙ୍କ ପାଇଁ କିଛି ନଲେଜବୁଲ ସେମିତି ହିଁ ପ୍ରଶ୍ନ ବିଷୟ ରେ କହିବା ପାଇଁ ଆସିଛୁ ଜାହାକୁ ଆପଣ ମାନେ ଜାଣିବା ଦ୍ୱାରା ଆପଣ ମାନଙ୍କ ଜ୍ଞ୍ୟାନ ବଢିବା ସହିତ ଆପଣ ମାନେ ନିଶ୍ଚିତ ଭାବେ ଇଣ୍ଟର୍ଭିୟୁ ରେ ପାସ୍ ହୋଇ ପାରିବେ । ତେବେ ଆସନ୍ତୁ ସେମିତି କିଛି ପ୍ରଶ୍ନ ଜାଣିବା ।
1: ଉପରକୁ ତଳକୁ କରୁ ଥିଲେ ଭୁଲ ରେ ବଜେଇ ଦେଲେ ରକତ ବାହାର କରି ଦେଲେ ? ଏହାର ଉତ୍ତର ହେଲା ସେଭିଂ ବ୍ଲେ଼ଡ୍ ଉପର ତଳକୁ କରୁ ଥିଲେ ରକତ ବାହାର କରି ଦେଲେ ।।
2: କେଉଁ ଚାଲିବା ଗଛ ର ଫଳ ଦୁଇଟି ହଲୁଛି ? ଏହାର ସଠିକ୍ ଉତ୍ତର ହେଲା ଝିଅ ମାନଙ୍କ ୟରିଂସ୍ ଦୁଇ ଟି ଚାଲିବା ସମୟ ରେ ହଲି ଥାଏ ।
3: ଏମିତି କଣ ରହିଛି ଯେଉଁ ଠାରେ କଳା ଟା ପସେ ଏବଂ ଲାଲ୍ ବାହାରେ ? ଏହାର ସଠିକ୍ ଉତ୍ତର ହେଲା ଲୁହା ଯେତେ ବେଳେ ଭାଟି ରେ ପସେ ତାହା କଳା ଥାଏ ଏବଂ ବାହାରିବା ସମୟ ରେ ଲାଲ୍ ହୋଇ ଯାଏ ।
4: ନୂଆ ବେଳେ ବଡ ପୁରୁଣା ହେଲେ ଛୋଟ ନୂଆ ବେଳେ ନରମ ନରମ ଏବଂ ପୁରୁଣା ହେଲେ ଟାଣ ତାହା କଣ ?? ଏହାର ଉତ୍ତର ହେଲା ତକିଆ ନୂଆ ବେଳେ ନରମ ଏବଂ ବଡ ପୁରୁଣା ବେଳେ ଛୋଟ ଏବଂ ଟାଣ ।
5: ଝିଅ ମାନଙ୍କର କେଉଁ କାମ ସମୟ ରେ ସେମାନେ ବହୁତ ଜୋର ଚିଲ୍ଲେଇ ଥାନ୍ତି ? ଏହାର ସଠିକ୍ ଉତ୍ତର ହେଲା ସେମାନଙ୍କର କାନ ଫୁଡିବା ସମୟ ରେ ସେମାନେ ବହୁତ ଜୋର ରେ ଚିଲ୍ଲେଇ ଥାନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।