ପାଇଲଟ ✈️ମାନଙ୍କ ଦରମା କେତେ ଜାଣି ଆଶ୍ଚର୍ଯ୍ୟ ହେବେ ଆପଣ ମାନେ ଜଲଦୀ ଦେଖନ୍ତୁ ।

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଜାଣିବା ଏରୋପ୍ଲେନ୍ ଚଳାଉ ଥିବା ପାଇଲଟ ମାନଙ୍କର ଦରମା କେତେ ରହି ଥାଏ । ଆପଣ ମାନେ ଯେମିତି କି ଦେଖି ଥିବେ ଟ୍ରେନ ଡ୍ରାଇଭର ବା ସିପ୍ ଡ୍ରାଇଭର ଏବଂ ଷ୍ଟିମ୍ ଡ୍ରାଇଭର ବା ବସ୍ ଡ୍ରାଇଭର ଙ୍କ ଠାରୁ ସବୁଠୁ ଅଧିକ ଦରମା ହୋଇ ଥାଏ ଏହି ଏରୋପ୍ଲେନ୍ ଡ୍ରାଇଭର ମାନଙ୍କର । ଆଉ ଆପଣ ମାନଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିବ କି ଗୋଟିଏ ଏରୋପ୍ଲେନ୍ ଡ୍ରାଇଭର ର ସବୁଠି କମ୍ କାମ ସେମାନେ କେବଳ ବସି ଥାନ୍ତି ଏବଂ ଏରୋପ୍ଲେନ୍ କୁ ଆଟୋ ପାଇଲେଟ ରେ ରଖା ଜାଇ ଥାଏ । ହେଲେ ବନ୍ଧୁଗଣ ଏହି ଏରୋପ୍ଲେନ୍ ର ପାଇଲଟ ହେବା ଏକ ସହଜ କାମ ନୁହେଁ । ଏବଂ ଆମ ଭାରତ ରେ ଯଦି ଆପଣ ମାନେ ପାଇଲଟ ହେବାକୁ ଚାହୁଁ ଥାନ୍ତି ତେବେ ଆପଣ ମାନଙ୍କୁ ପାଖା ପାଖି 50 ରୁ 60 ଲକ୍ଷ ଟଙ୍କା ଖର୍ଚ୍ଚ କରିବା ପାଇଁ ପଡିବ । ଏଠାରେ ସବୁ ପାଇଲଟ ମାନଙ୍କର ଦରମା ଅଲଗା ଅଲଗା ଥାଏ ।

କାରଣ ଏହା ଏକ ଗମେଣ୍ଟ ଚାକିରୀ ନୁହେଁ । ଯଦି ଆପଣ ମାନେ ବଡ ଏରୋପ୍ଲେନ୍ ର ପାଇଲଟ ଅଛନ୍ତି ତେବେ ବହୁତ ଟଙ୍କା ମିଳିବ ହେଲେ ଛୋଟ ଏରୋପ୍ଲେନ୍ ର ପାଇଲଟ ଆପଣ ରହି ଥିଲେ କମ୍ ଟଙ୍କା ମିଳିବ ଏବଂ ସବୁ କମ୍ ଡୋମେଷ୍ଟିକ୍ ପାଇଲଟ ମାନେ ଗୋଟିଏ ସହର ରୁ ଅନ୍ୟ ସହର କୁ ଜାଉ ଥିବା ପାଇଲଟ ମାନଙ୍କୁ ମିଳେ । ହେଲେ ଇଣ୍ଟରନେସନାଲ ଏରୋପ୍ଲେନ୍ ର ପାଇଲଟ ମାନଙ୍କୁ ଦୁଇ ଗୁଣା ଟଙ୍କା ଅଧିକ ମିଳେ । ତେବେ ପ୍ରଥମେ କୈଣସି ଜଣେ ପାଇଲଟ ର ଲାଇସେନ୍ସ ପାଇବା ପରେ ସେମାନଙ୍କୁ ଛୋଟ ଛୋଟ ପ୍ଲେନ ଉଡେଇବା ପାଇଁ ଅନୁମତି ମିଳେ । ଏବଂ ସେହି ସମୟରେ ସେମାନଙ୍କୁ ଜୁନିୟର ଫାଷ୍ଟ ଅଫିସର ବୋଲି କୁହା ଜାଇ ଥାଏ । ଏବଂ ସେହି ସମୟ ସେମାନଙ୍କ ଦରମା 1 ଲକ୍ଷ 50 ରୁ 2 ଲକ୍ଷ ମଧ୍ୟ ରେ ଥାଏ ।

ଏବଂ ଏକ୍ସପେରିଏନ ବଢି ଗଲେ ସେମାନଙ୍କ ଦରମା ବି ବଢି ଯାଏ । ତେବେ ଆପଣ ମାନେ ଜୁନିୟର ଫାଷ୍ଟ ଅଫିସର ହୋଇ 1 ବର୍ଷ ଉଡେଇ ସାରିବା ପରେ ଆପଣ ମାନଙ୍କ ପ୍ରୋମସନ ପାଷ୍ଟ ଅଫିସର କୁ ହୋଇ ଯିବ । ଏବଂ ସେହି ସମୟ ରେ 3 ଲକ୍ଷ ରୁ 3 ଲକ୍ଷ 50 ହଜାର ମଧ୍ୟରେ ମିଳେ । ସେହ ପରି 3 ବର୍ଷ ପରେ ସେମାନଙ୍କୁ ସିନିୟର ଫାଷ୍ଟ ଅଫିସର ରେଙ୍କ ମିଳେ ଏବଂ ସେମାନେ 4 ଲକ୍ଷ ରୁ 5 ଲକ୍ଷ ଯାଏ ଦରମା ମିଳେ । ସେହି ପରି 4 ବର୍ଷ ପରେ ସେମାନଙ୍କୁ କ୍ୟପଟେନ୍ ବୋଲି କୁହା ଯାଏ ଏବଂ ସେହି ସମୟରେ ସେମାନଙ୍କ ଦରମା 7 ଲକ୍ଷ ହୋଇ ଥାଏ । ଏବଂ କ୍ୟପଟେନ ହେବା ପରେ ସେମାନଙ୍କୁ ସବୁ ଲଗ୍ଜୋରୀ ଏରୋପ୍ଲେନ୍ ଉଡେଇବା ପାଇଁ ମିଳେ ଯେଉଁ ଥିଲେ VVIP ଲୋକ ମାନେ ଜାଇ ଥାନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *