କଣ ଏହି ଟ୍ରେନ ଧକ୍କାରେ ମୃତ୍ୟୁ ହୋଇଥିଲା ଆଦିତ୍ୟ ଦାସଙ୍କର , ଜାଣନ୍ତୁ ଏହା ପଛର ରହସ୍ୟ

aa

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଖୋଲୁଛି ଆଦିତ୍ୟ ଦାସ୍ ଙ୍କ ମୃତ୍ୟୁ ର ଗୁମର ଜିଆର୍ପି ପୋଲିସ ଦେଲା ନୂଆ ତଥ୍ୟ । ମାନବ ପ୍ରେମୀ ଆଦିତ୍ୟ ଦାସ୍ ଙ୍କ ମୃତ୍ୟୁ ତୁ ଆଜି 10 ଦିନ ହୋଇ ଗଲାଣୀ । କିନ୍ତି ଏବେ ଯାଏ ସଠିକ୍ ତଥ୍ୟ ପୋଲିସ ହାତ ରେ ଲାଗି ନାହିଁ । ହେଲେ ଏହି ଦିନ ରେ ଜିଆର୍ପି କୁ ଆଉ ଗୋଟିଏ ବଡ ତଥ୍ୟ ମିଳି ଥିବାର ଦେଖିବା ପାଇଁ ମିଳିଛି ଏହି ତଥ୍ୟ ଅନୁସାରେ ରେଳ ବାଇ ପୋଲିସ୍ କୁ ଲିଙ୍ଗ ରାଜ ଷ୍ଟେସନ ପାଖରେ ଏକା ଚାଲି ଚାଲି ଜାଉ ଥିବା ଆଦିତ୍ୟ ଦାସ୍ ଙ୍କ ଭିଡ଼ିଓ ଦେଖିବା ପାଇଁ ମିଳିଛି । ବର୍ତମାନ ସମୟ ରେ ଏହି CCTV ଫୁଟେଜ୍ ଜବତ କରିଛି ରେଳ ବାଇ ପୋଲିସ । ଯେଉଁ ଥିରେ କି ଆଦିତ୍ୟ ଦାସ୍ ଙ୍କ ଫୋଟ ସ୍ପଷ୍ଟ ଭାବେ ଦେଖିବା ପାଇଁ ମିଳିଛି ।

ସେହି ପରି ବେଳେ ସେହି ସମୟ ରେ ଭୁବନେଶ୍ୱର ର ସେହି ଷ୍ଟେସନ ଦେଇ ପୁରୁଷ ତ୍ତମ ଏକ୍ସପ୍ରେସ ଜାଉ ଥିବା ବେଳେ ଜିଆର୍ପି ପୋଲିସ୍ ଏହି ଟ୍ରେନ ସହିତ ଧକ୍କା ହୋଇ ଥିବାର ଅନୁମାନ କରୁଛି । ଏହି ପରି କ୍ଷେତ୍ର ରେ ଏବେ ପୋଲିସ 20 ଜଣ ଙ୍କୁ ଜେରା କରିଛି । ଏବଂ ଏହାକୁ ନେଇ 4 ଜଣ ଟ୍ରେନ ଡ୍ରାଇଭର ଙ୍କୁ ମଧ୍ୟ ପଚରା ଉଚୁରା କରିଛି । ସେହି ପରି ବେଳେ ଆଦିତ୍ୟ ଦାସ୍ ଙ୍କ ମତ୍ୟୁ ପରେ ତାଙ୍କର ଫୋନ ରେକର୍ଡ ବି ଜାଞ୍ଚ ହୋଇଛି । ସେହି ପରି ପୋଲିସ ର ଏହି ପରି ସନ୍ଧେହ ରହିଛି କି ସେହି ସୁସାଇଟ ନୋର୍ଟ କୁ ଆଗରୁ ଲେଖା ଜାଇ ଥିବା ବୋଲି କହି ସେହି ନୋର୍ଟ କୁ ଫରେନସିକ୍ ଙ୍କ ପାଖକୁ ପଠା ଜାଇଛି ।

ସେହି ପରି କ୍ଷେତ୍ର ରେ ପୋଲିସ କୁ ଏହି ଫୁଟେଜ୍ ବି ଦେଖିବା ପାଇଁ ମିଳିଛି କି ଆଦିତ୍ୟ ଦାସ୍ ଯେତେ ବେଳେ ଲିଙ୍ଗ ରାଜ ଷ୍ଟେସନ ଆଡେ ଚାଲି କରି ଯାଉ ଥିଲେ ସେହି ସମୟ ରେ ଆଉ ଦୁଇ ସ୍ଥାନ ରୁ ବି ସେ ଚାଲି କରି ଯାଉ ଥିଲେ । ହେଲେ ଯେତେ ବେଳେ ସେ ଲିଙ୍ଗରାଜ ଷ୍ଟେସନ ପାର କରି ଥିଲେ ସେହି ସମୟ ମଧ୍ୟରେ ତିନୋଟି ଟ୍ରେନ ପାସ୍ କରି ଥିଲା ଏହା ମଧ୍ୟ ରୁ ଦୁଇଟି ମାଲ ବାହୀ ଟ୍ରେନ ଏବଂ ଗୋଟିଏ ଯାତ୍ରୀ ବାହୀ ଟ୍ରେନ ।

ସେମିତି ବେଳେ ପୁୁରୁଷତ୍ତମ ଏକ୍ସ ପ୍ରେସ୍ ପାସ୍ କରିବା ସମୟ ରେ ଆଦିତ୍ୟ ଦାସ୍ ପାସ୍ କରି ଥିବାରୁ ସେହି ଟ୍ରେନ ସହିତ ଧକ୍କା ହୋଇ ଥିବା ଅନୁମାନ ହୋଇଛି ।ତେବେ ଏହି ଥିରୁ ଆଦିତ୍ୟ ଦାସ୍ ଙ୍କୁ କେମିତି ନ୍ୟାୟ ମିଳି ପରିବ ସେହି ବିଷୟ ରେ ବର୍ତମାନ ସମୟ ରେ ରେଳବାୟୀ ପୋଲିସ ତର୍ଜମା ଚାଲିଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *