ଡ୍ରାଗନକୁ ତାରି ଭାଷାରେ ଭାରତ ଦେବ ମୁହଁ ତୋଡ ଜବାବ |

indian

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଚୀନ୍ ଏବଂ ଲଦାଖ୍ ମଧ୍ୟରେ ହୋଇ ଥିବା ଝଗଡା ଏବେ ଆହୁରୀ ବି ସଂଙ୍କଟ ମୟ ହୋଇ ଉଠୁଛି । ଏବଂ ଏହା ସହିତ ବର୍ତମାନ ସମୟ ରେ ଭାରତ ବି ଚାଇନା କୁ ମୁହଁ ତୁଡ୍ ଜବାବ୍ ଦେବା ପାଇଁ ସଂମ୍ପର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି । ଭାରତ ମଧ୍ୟ ଠିକ୍ ତାହାରି ଭାଷା ରେ ଜବାବ୍ ଦେବା ପାଇଁ କୈଣସି ବି କ୍ଷେତ୍ର ରେ ପଛାଇ ନାହିଁ । ଏବେ ଦୁଇ ଦେଶ ମଧ୍ୟରେ ଲେଫ୍ଟନେଣ୍ଟ ବହୁତ ସଫଳ ରହି ଥିବା ବେଳେ ଦୁଇ ଦେଶ ଏବେ ପଛକୁ ହଟିବା ପାଇଁ ପ୍ରସ୍ତୁତ ହେଉ ନାହାଁନ୍ତି । ହେଲେ ଭାରତ ବର୍ତମାନ ସମୟ ରେ ଯେଉଁ ଚାଲ ଚଳେଇଛି ଚାଇନା ର ବୃଦ୍ଧି ବଣା ହୋଇ ଯିବ । ବର୍ତମାନ ସମୟ ରେ ନିଜର ହୀନ ଚକ୍ରାନ୍ତ ପାଇଁ ଅନେକ ଶକ୍ତି ଶାଳୀ ରାଷ୍ଟ୍ର ମିଶି ଏହି ଚାଇନା କୁ ଏକ ଛାଟିଆ କରି ଦେଇଛନ୍ତି ।indian

ଗତ ଶୁକ୍ରବାର ଦିନ ରକ୍ଷା ମନ୍ତ୍ରୀ ରାଜନାଥ ସିହଂ ଚାଇନା ଉପରେ ଖୁବ୍ ବରଶି ଥିଲେ । ସେ ଏମିତି କହି ଥିଲେ ବି ଭାରତ କେଉଁ ବି ପରିସ୍ଥିତି ଇଞ୍ଚେ ବି ପଛକୁ ହଟିବ ନାହିଁ । ଏବଂ ଚାଇନା ର ଏହି ହୀନ ଚକ୍ରାନ୍ତ ପାଇଁ ଏହାର ଜବାବ୍ ଦେବା ପାଇଁ ଭାରତ କେବେ ବି ପଛକୁ ହଟିବ ନାହିଁ । ପେଙ୍କୁନ୍ ର ଉତ୍ତର ଦିଗ ରେ ଚାଇନା ର ଶସସ୍ତ୍ର ସୈନ ମାନେ ଏବେ ବି ପହରା ଦେଉଛନ୍ତି । ଏବଂ ଚୀନ୍ କୁ ମିଳିବ ତାହହାରି ଭାଷା ରେ ଜବାବ୍ ବୋଲି ନିଜେ ମୋଦି କହିଛନ୍ତି । ଗୈଲୱାନ ଘାଟି ର ହିଂସା ପରେ ଭାରତ ଚାଇନା କୁ ମୋଟେ ବି ଛାଡିବ ନୀାହିଁ ବୋଲି ଚେଲେଞ୍ ଦେଇଛି । ବର୍ତମାନ ସମୟ ରେ ITBP ର 90 ହଜାର ସୈନ କୁ ଚଇନା ର ମନ୍ଦାରିନି ଭାଷା ସିଖେଇବା ପାଇଁ ଜୋରଦାର ପ୍ରସ୍ତୁତ ହୋଇଛି ।indian ream

ବର୍ତମାନ ସମୟ ରେ ITBP ସବୁ ଜବାନ୍ ମାନଙ୍କୁ ଏହି କୋର୍ଷ କୁ କମ୍ପଲିଟ୍ କରିବା ପାଇଁ ପଡିବ ବୋଲି ଭାରତ କହିଛି । ଏବଂ ଏମିତି ହେଲେ ଭାରତୀୟ ସୈନ ମାନଙ୍କୁ ଆହୁରୀ ବି ସୁବିଧା ହୋଇ ଯିବ । ଏବଂ ବର୍ତମାନ ସମୟ ରେ କିଛି ସୈନ ମାନେ ବି ତ ଏହି ମନ୍ଧାରିନି ଭାଷା ର ପ୍ରୋୟଗ କରିବାରେ ଲାଗିଛନ୍ତି । ତେବେ ଆଗାମୀ ସମୟରେ ଏହା ଜବାନ୍ ମାନଙ୍କୁ ଯୁଦ୍ଧ କରିବାରେ ସୁବିଧା ଦେବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *