ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏମତି ବି ଗୋଟିଏ ସମୟ ରହି ଥିଲା ଯେତେ ବେଳେ ମନୁଶ୍ୟ ଏହି କଥା କୁ ଭାବୁ ଥିଲା କି ମନୁଶ୍ୟ ପରି ଭାବୁ ଥିବା ମେସିନ୍ ପ୍ରସ୍ତୁତ କରିବା ଏହା ଗୋଟିଏ ସ୍ୱପ୍ନ ର କଥା । ଏବଂ ଏହାକୁ ପ୍ରସ୍ତୁତ କରିବା ବହୁତ ବଡ କଥା ଅଟେ । ହେଲେ ବର୍ତମାନ ସମୟ ରେ ସମୟ ବଦଳିବା ସହିତ ପରିସ୍ଥିତି ବି ବଦଳି ଯାଉଛି । ଏବଂ ଆମେ ଏମିତି ଗୋଟିଏ ସମୟ ରେ ପହଁଚି ଜାଇଛୁ ଯେଉଁ ଠାରେ ମଣିଷ ମେସିନ୍ ବିନା କୈଣସି ବି ଜିନିଷ ଭାବି ପାରୁ ନାହିଁ । ସେହି ପରି ବେଳେ ଆଜିର ଦିନ ରେ ଏହି ମେସିନ୍ ର ଏତେ ପରିମାଣ ରେ ଗୁରୁତ୍ୱ ହେଲାଣୀ କି ଆମେ ମାନେ ଏହା ବିନା କୈଣସି ବି କାମ କରି ପାରିବା ନାହିଁ । ଏବଂ ଏହି ଦିନ ରେ୍ ଏମିତି ହିଁ ଗୋଟିଏ ମେସିନ୍ ଆସିବା ପାଇଁ ଯାଉଛି । ଜାହା ମଣିଷ କରି ପାରୁ ଥିବା ସବୁ କାମ କୁ ଏହି ମେସିନ୍ କରି ପାରିବ । ଆର୍ଚିଫିସିଆଲ ଇଣ୍ଟେଲିଜେନ୍ସି ନାମକ ଏହି ମେସିନ୍ ମନୁଶ୍ୟ କରୁ ଥିବା ସବୁ କାମ କୁ ଏହା ସଂମ୍ପର୍ଣ୍ଣ ଭାବେ କରି ଦେଖେଇ ପାରିବ ।
ବର୍ତମାନ ସମୟ ରେ ଏହି ମେସିନ୍ ପାଇଁ ଆମେରିକା ଅଧିକ ପ୍ରଗତୀ ଶାଳୀ ହୋଇ ପଡି ଥିବା ବେଳେ ଭାରତ ଏହି କ୍ଷେତ୍ର ରେ 10ୱପାଦ ପଛରେ ରହିଛି । ଏବଂ ବର୍ତ ମାନ ସମୟ ରେ ଭାରତ ବି ନିଜର ବୈଜ୍ଞ୍ୟାନିକ ଜ୍ଞ୍ୟାନ କୈଶଳ ବୃଦ୍ଧି କରିବା ରେ ସଫଳ ହୋଇଛି । ଏବଂ ବର୍ତମନ ସମୟ ରେ ଭାରତ ବି ମନ ବଳେଇଛି କି ଏହି ବିଦେଶ ଜିନିଷ କୁ ଏବେ ଭାରତ ରେ ପ୍ରସ୍ତୁତ କରିବ ବୋଲି । ଏବଂ ବର୍ତମାନ ସମୟ ରେ ଅନ୍ୟ ଦେଶ ଉପରେ ଆଉ ନିର୍ଭର କରିବ ନାହିଁ । ଯେଉଁ ପ୍ରକାରର ଭାବେ ଭାରତ ନିଜର ଯୀନ୍ତ୍ରୀକ କାର୍ଯ୍ୟ କୁ ବିକଶିତ କରିବାରେ ଲାଗିଛି ସେହି ପରି ଭାବେ ଆଗାମୀ କିଛି ବର୍ଷ ମଧ୍ୟ ରେ ଭାରତ ଗୋଟିଏ ସୁପର ମ୍ୟନ୍ ଭାବେ ପ୍ରଭାବିତ ହେବ ।
ବର୍ତମାନ ସମୟ ରେ ଏହି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ର ବିକଶିତ ପାଇଁ ବିଶ୍ୱ ର ସବୁ ଦେଶ ମାନେ ଏବେ ଏକଯୁଟ ମଧ୍ୟ ହୋଇ ସାରିଛନ୍ତି । ମିଳି ଥିବା ସୂଚନା ଅନୁସାରେ ଏହି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ର ମେସିନ୍ ତିନୋଟି ଦେଶ ମଧ୍ୟ ରୁ ଜଣଙ୍କ ପାଖରେ ରହିଛି । ତେବେ ଏହା ଆମେରିକା ପାଖରେ ନା ଚୀନ୍ ବା ଏହା ସ୍ୱତନ୍ତ୍ର ଭାବେ ରହିଛି ଏହି ବିଷୟ ରେ ବର୍ତମାନ ସମୟ ରେ କିଛି ବି ଜଣା ପଡି ନାହିଁ । ହେଲେ ବିଶ୍ୱାସ ନୀୟ କଥା କି ଏହି ଥିରେ ଆଗାମୀ ସମୟ ରେ ଭାରତ ନିଜର ବଡ ଅବଦାନ ରଖୁଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।