ନକଲି ସୁପର ପାୱାର ତିଆରି କରିବ ଭାରତ ଜଲଦୀ ଦେଖନ୍ତୁ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏମତି ବି ଗୋଟିଏ ସମୟ ରହି ଥିଲା ଯେତେ ବେଳେ ମନୁଶ୍ୟ ଏହି କଥା କୁ ଭାବୁ ଥିଲା କି ମନୁଶ୍ୟ ପରି ଭାବୁ ଥିବା ମେସିନ୍ ପ୍ରସ୍ତୁତ କରିବା ଏହା ଗୋଟିଏ ସ୍ୱପ୍ନ ର କଥା । ଏବଂ ଏହାକୁ ପ୍ରସ୍ତୁତ କରିବା ବହୁତ ବଡ କଥା ଅଟେ । ହେଲେ ବର୍ତମାନ ସମୟ ରେ ସମୟ ବଦଳିବା ସହିତ ପରିସ୍ଥିତି ବି ବଦଳି ଯାଉଛି । ଏବଂ ଆମେ ଏମିତି ଗୋଟିଏ ସମୟ ରେ ପହଁଚି ଜାଇଛୁ ଯେଉଁ ଠାରେ ମଣିଷ ମେସିନ୍ ବିନା କୈଣସି ବି ଜିନିଷ ଭାବି ପାରୁ ନାହିଁ । ସେହି ପରି ବେଳେ ଆଜିର ଦିନ ରେ ଏହି ମେସିନ୍ ର ଏତେ ପରିମାଣ ରେ ଗୁରୁତ୍ୱ ହେଲାଣୀ କି ଆମେ ମାନେ ଏହା ବିନା କୈଣସି ବି କାମ କରି ପାରିବା ନାହିଁ । ଏବଂ ଏହି ଦିନ ରେ୍ ଏମିତି ହିଁ ଗୋଟିଏ ମେସିନ୍ ଆସିବା ପାଇଁ ଯାଉଛି । ଜାହା ମଣିଷ କରି ପାରୁ ଥିବା ସବୁ କାମ କୁ ଏହି ମେସିନ୍ କରି ପାରିବ । ଆର୍ଚିଫିସିଆଲ ଇଣ୍ଟେଲିଜେନ୍ସି ନାମକ ଏହି ମେସିନ୍ ମନୁଶ୍ୟ କରୁ ଥିବା ସବୁ କାମ କୁ ଏହା ସଂମ୍ପର୍ଣ୍ଣ ଭାବେ କରି ଦେଖେଇ ପାରିବ ।artificial

ବର୍ତମାନ ସମୟ ରେ ଏହି ମେସିନ୍ ପାଇଁ ଆମେରିକା ଅଧିକ ପ୍ରଗତୀ ଶାଳୀ ହୋଇ ପଡି ଥିବା ବେଳେ ଭାରତ ଏହି କ୍ଷେତ୍ର ରେ 10ୱପାଦ ପଛରେ ରହିଛି । ଏବଂ ବର୍ତ ମାନ ସମୟ ରେ ଭାରତ ବି ନିଜର ବୈଜ୍ଞ୍ୟାନିକ ଜ୍ଞ୍ୟାନ କୈଶଳ ବୃଦ୍ଧି କରିବା ରେ ସଫଳ ହୋଇଛି । ଏବଂ ବର୍ତମନ ସମୟ ରେ ଭାରତ ବି ମନ ବଳେଇଛି କି ଏହି ବିଦେଶ ଜିନିଷ କୁ ଏବେ ଭାରତ ରେ ପ୍ରସ୍ତୁତ କରିବ ବୋଲି । ଏବଂ ବର୍ତମାନ ସମୟ ରେ ଅନ୍ୟ ଦେଶ ଉପରେ ଆଉ ନିର୍ଭର କରିବ ନାହିଁ । ଯେଉଁ ପ୍ରକାରର ଭାବେ ଭାରତ ନିଜର ଯୀନ୍ତ୍ରୀକ କାର୍ଯ୍ୟ କୁ ବିକଶିତ କରିବାରେ ଲାଗିଛି ସେହି ପରି ଭାବେ ଆଗାମୀ କିଛି ବର୍ଷ ମଧ୍ୟ ରେ ଭାରତ ଗୋଟିଏ ସୁପର ମ୍ୟନ୍ ଭାବେ ପ୍ରଭାବିତ ହେବ ।artificial

ବର୍ତମାନ ସମୟ ରେ ଏହି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ର ବିକଶିତ ପାଇଁ ବିଶ୍ୱ ର ସବୁ ଦେଶ ମାନେ ଏବେ ଏକଯୁଟ ମଧ୍ୟ ହୋଇ ସାରିଛନ୍ତି । ମିଳି ଥିବା ସୂଚନା ଅନୁସାରେ ଏହି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ର ମେସିନ୍ ତିନୋଟି ଦେଶ ମଧ୍ୟ ରୁ ଜଣଙ୍କ ପାଖରେ ରହିଛି । ତେବେ ଏହା ଆମେରିକା ପାଖରେ ନା ଚୀନ୍ ବା ଏହା ସ୍ୱତନ୍ତ୍ର ଭାବେ ରହିଛି ଏହି ବିଷୟ ରେ ବର୍ତମାନ ସମୟ ରେ କିଛି ବି ଜଣା ପଡି ନାହିଁ । ହେଲେ ବିଶ୍ୱାସ ନୀୟ କଥା କି ଏହି ଥିରେ ଆଗାମୀ ସମୟ ରେ ଭାରତ ନିଜର ବଡ ଅବଦାନ ରଖୁଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *