ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଯେମିତି କି ଆପଣ ମାନେ ଜାଣି ଥିବେ ବର୍ତମାନ ସମୟ ରେ କୋରନା ର ପ୍ରଭାବ ଚାଲି ଥିବା ବେଳେ ଲୋକ ମାନେ ବହୁତ ଭୟବିତ ରହି ଥିିବାର ଦେଖିବା ପାଇଁ ମିଳୁଛି ଏବଂ ଏହି ସମୟ ରେ ଲୋକ ମାନଙ୍କୁ ଚଳିବା ପାଇଁ ବି ବହୁତ ଅସୁବିଧା ର ସାମ୍ନା କରିବା ପାଇଁ ପଡୁଛି । ତେବେ ଏହି ପରି କ୍ଷେତ୍ର ରେ କୋରନା ସମୟ ରେ ଲୋକ ମାନଙ୍କ ପାଖରେ ଜାଇ ଛିଡା ହୋଇ ଥିିବାର ଦେଖିବା ପାଇଁ ମିଳିଛନ୍ତି ବର୍ଷା ପ୍ରିୟଦର୍ଶନୀ ଏବଂ ଅନୁଭବ ମହାନ୍ତି । ସେହି ପରି ଏପଟେ ସେମାନେ କେନ୍ଦ୍ର ପଡା ବାସୀ ମାନଙ୍କ ବିଷୟ ରେ ବୁଝୁ ଛନ୍ତି ଏବଂ ସେମାନଙ୍କୁ ସହାୟତା ର ହାତ ମଧ୍ୟ ବଢାଉଛନ୍ତି । ସେହି ପରି ବେଳେ ସେମାନେ ବିଭିନ୍ନ ଚାରିଟି ସଂସ୍ଥା କୁ ଜାଇ ସେମନେ ସେଠାରେ ଥିବା ଲୋକ ମାନଙ୍କର ସୁଖ ଦୁଖଃ ବୁଝି ସେମାନଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଇବା ସହିତ ତାଙ୍କୁ ଆର୍ଥିକ ସହାୟତା ମଧ୍ୟ କରୁଛନ୍ତି ।
ତେବେ ଆପଣ ମାନେ ବର୍ତମାନ ସମୟ ରେ ଦେଖିବା ପାରୁ ଥିବେ କି ଅନୁଭବ ଏବଂ ବର୍ଷା କେଉଁ ପରି ଭାବେ ଲୋକ ମାନଙ୍କୁ କିଛି ନା କିଛି ଦାନ କରୁଛନ୍ତି । ଯେପରି କି ଆପଣ ମାନେ ଜାଣି ଥିବେ ବର୍ତମାନ ସମୟ ରେ ଯେଉଁ ପରି ଭାବେ କୋରନା ଭାଇରସ ବ୍ୟପି ଚାଲିଛି ଦିନ କୁ ବହୁତ ସଂଙ୍କ୍ରମଣ ଦେଖିବା ପାଇଁ ମିଳୁଛି । ଏବଂ ବର୍ତମାନ ସ୍ଥିତି ରେ ଲୋକ ମାନଙ୍କ ପାଖରେ ଜାଇ ଲୋକ ମାନଙ୍କ ଭଲ ମନ୍ଧ ପଚାରି ବୁଝୁଛନ୍ତି ଏହି ଦୁହେଁ । ସେହି ପରି ଆପଣ ମାନେ ପୂର୍ବ ରୁ ମଧ୍ୟ ଦେଖି ଥିବେ ବର୍ଷା ବିଭିନ୍ନ ସ୍ଥାନ କୁ ଜାଇ ଚାରିଟି ମାନଙ୍କ ରେ ସାହାଯ୍ୟ କରି ଥାନ୍ତି ।
ସେହି ପରି ବର୍ତମାନ ସମୟ ରେ ସେମାନେ ଗୋଟିଏ ଟିମ୍ ମେମ୍ବର ଗଠନ କରି ଥିବାର ଦେଖିିବା ପାଇଁ ମିଳିଛି ଏବଂ ସେମାନେ ସମସ୍ତେ ମିଶି କରି ଗୋଟିଏ ଚାରିଟି ରେ କାମ କରି ଲୋକ ମାନଙ୍କୁ ସାହାଯ୍ୟ କରୁ ଥିବାର ଦେଖିବା ପାଇଁ ମିଳିଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।