ଯଦି ଆପଣ ତିନିମିନିଟରୁ ଅଧିକ ସମୟ ସେକ୍ସ କରିବାକୁ ଚାହାଁନ୍ତି , ତାହେଲେ ଏଇ କଥାକୁ ଧ୍ୟାନ ଦିଅନ୍ତୁ ।

rumans

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଯେମିତି କି ଆପଣ ମାନେ ଜାଣିଛନ୍ତି ଆଜିର ଖାଇବା ପିିଇବା ରେ ଲୋକ ମାନଙ୍କର ବହୁତ ପରିମାଣ ରେ ପରିବର୍ତନ ଆସି ସାରିଛି । ଏବଂ ଆଜିର ସମୟ ରେ ଲୋକ ମାନେ କାମ ରୁ ଅଧିକତା ଏବଂ ମାନଶୀକ ଚାପ ପ୍ରତି ଧ୍ୟନ ଦେଇ ପାରନ୍ତି ନାହିଁ । ଜାହା ପାଇଁ ବର୍ତମାନ ସମୟ ରେ ବହୁତ ପ୍ରକାରର ରୋଗ ବ୍ୟାପିବାରେ ଲାଗିଛି । ଏବଂ ବର୍ତମାନ ସମୟ ରେ ଏମାନଙ୍କ ମଧ୍ୟ ରେ ବହୁତ ପରିମାଣ ରେ ଶାରୀରିକ ଦୂର୍ବଳତା ମଧ୍ୟ ଦେଖିବା ପାଇଁ ମିଳେ । ଯେଉଁ କାରଣ ପାଇଁ ସେମାନେ ନିଜର ସମ୍ମନ୍ଧ ସମୟ ରେ ନିଜର ଜିବନ ସାଥି ଙ୍କୁ ପୂର୍ଣ୍ଣ ରୂପେ ସନ୍ତୁଷ୍ଟ କରି ପାରୁ ନାହାଁନ୍ତି । ଏବଂ ଏହି ସମସ୍ୟା ପାଇଁ ଆପଣ ଏବଂ ଆପଣ ମାନଙ୍କ ଜିବନ ସାଥି ଙ୍କ ମଧ୍ୟ ରେ ଦୂରତା ଉତ୍ପନ୍ନ କରି ଥାଏ ।love

ତଥା ଆପଣ ମାନଙ୍କ ସଂମ୍ପର୍କ ରେ ଫାଟ ହୋଇ ଯାଏ । କେବଳ ସେହିଥି ପାଇଁ ଆମେ ଆଜି ଆପଣ ମାନଙ୍କୁ କହିବା ପାଇଁ ଯାଉଛୁ କି ଗୋଟିଏ ଭଲ ଶାରୀରିକ ସଂମ୍ପର୍କ କେତେ ସମୟ ର ହେବା ଉଚିତ୍ । ମାନଶୀକ ଚାପ ଏବଂ ଶାରୀରିକ ଦୂର୍ବଳତା ପାଇଁ ଲୋକ ମାନେ ଭଲ ଭାବେ ସଂମ୍ପର୍କ ସ୍ଥାପନ କରି ପାରନ୍ତି ନାହିଁ । ତେଣୁ ଏହାହିଁ ଏହି ସମସ୍ୟା ର ପ୍ରମୂଖ କାରଣ ଅଟେ । ଆମେରିକା ର ଡାକ୍ତର ମାନେ 7990 ଘୋଡ଼ା ଙ୍କ ସମ୍ମନ୍ଧ ରେ ଏକ ରିସର୍ଚ୍ଚ କରିଛନ୍ତି । ଯେଉଁ ଅନୁସାରେ ସମ୍ମନ୍ଧ ବନେଇବା ର ଅବଦ୍ଧି ପାଖା ପାଖି 3 ମିନିଟ୍ କୁହା ଜାଇଛି । ଆପଣ ମାନେ ଏହି ଅବଦ୍ଧି ମଧ୍ୟ ରେ ସେଷ କରିଲେ ତେବେ ଆପଣ ମାନଙ୍କ ପାଇଁ ବହୁତ ଭଲ ହୋଇ ପାରେ ହେଲେ ଏହାଠୁ କମ୍ ହେଲେ ଆପଣ ମାନଙ୍କ ପାଇଁ ଚିନ୍ତା ର ବିଷୟ ରେ ହୋଇ ପାରେ ।loves

ହେଲେ ଏହି ସଂମ୍ପର୍କ ର ଅବଦ୍ଧ ଯଦି 3 ମିନିଟ୍ ରୁ ଅଧିକ ବି ହୁଏ ତେବେ ଏହା ଆପଣ ମାନଙ୍କ ଶରୀର ପାଇଁ ଭଲ ନୁହେଁ । ଏବଂ କମ୍ ସମୟ ଲାଗିଲେ ବି ଏହା ଶରୀର ପାଇଁ ହାନୀ କାରକ ହୋଇ ଥାଏ ତେଣୁ ସବୁ ସମୟ ରେ ଏହି ସମୟ ମଧ୍ୟ ରେ ହିଁ ସେଷ କରିବା ପାଇଁ ଚେଷ୍ଟା କରନ୍ତୁ । ଏମିତି ନ ହେଲେ ଆପଣ ମାନଙ୍କୁ ଡାକ୍ତର ଙ୍କ ସହିତ ପରାମର୍ଶ ନେଇ ନେବା ଉଚିତ୍ । ଯେଉଁ ଲୋକ ମାନେ 15 ରୁ 20 ମିନିଟ୍ ଯାଏ ସମ୍ମନ୍ଧ ରଖନ୍ତି ସେମାନେ ସମ୍ଭାଳି ଜାଆନ୍ତୁ ନଚେତ୍ ପସ୍ତେଇବା ପାଇଁ ପଡି ପାରେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *