ସାବଧାନ ! Phone Pe Google pe ଥିଲେ ନିହାତି ଦେଖନ୍ତୁ ନହେଲେ ବର୍ବାଦ ହୋଇଯିବେ !

ggga

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆପଣ ମନଙ୍କ ମୋବାଇଲ ରେ ନିଶ୍ଚିତ ଭାବେ Phone Pe , Google pe ଭଳି UPI ଆପ୍ଲିକେସନ ଆପଣ ମାନେ ରଖି ଥିବେ । ସେମିତି ରେ ବର୍ତମାନ ସମୟ ରେ ଚୋର ମାନଙ୍କ ମୁଣ୍ଡ ତିକ୍ଷ୍ମ ହୋଇ ସାରାଛି । ବର୍ତମାନ ସମୟ ରେ ଆପଣ ମାନଙ୍କ ଠାରୁ ଲୁଟିବା ପାଇଁ ବିଭିନ୍ନ ପ୍ରକାରର ବାଟ ଆପଣେ ସାରିଛନ୍ତି । ତେଣୁ ଆମେ ଆଜି ଆପଣ ମାନେ ଏହି ଥିରୁ କେମିତି ବଞ୍ଚି ପାରିବେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଯାଉଛୁ । ବହୁତ ସମୟ ରେ ଆପଣ ମାନଙ୍କୁ ଏମିତି କଲ୍ ଆସେ କି ମୁଁ ଫୋନ୍ ପେ କୋଷ୍ଟମାର କେୟାର ରୁ କହୁଛି ଆପଣ ମାନଙ୍କ ଏକାଉଣ୍ଟ ବ୍ଲକ୍ ହୋଇଛି ବା ଆପଣ ମାନଙ୍କ ATM ବ୍ଲକ୍ ହୋଇଛି । ତେଣୁ ଅନ ବ୍ଲକ୍ କରିବା ପାଇଁ ଆପଣ ମାନେ ଏହି ସବୁ ମେଥର୍ଡ କରନ୍ତୁ ତେବେ ଆପଣ ମାନଙ୍କ ଏକାଉଣ୍ଟ ସୁନ୍ ହୋଇ ଜାଇ ଥାଏ ।

g-pay

ଏମିତି ଆଗରୁ ATM ସହିତ ହେଉ ଥିଲା । ସେହି ପରି ବନ୍ଧୁଗଣ ବର୍ତମନ ସମୟ ରେ କଣ ହେଉଛୁି ନାଁ ଆପଣ ମାନଙ୍କୁ ଗୋଟିଏ ଲିଙ୍କ ସହିତ ମେସେଜ୍ ପଠାଉଛନ୍ତି କି ଆପଣ 50 ହଜାର ଜିତି ଛନ୍ତି କି 1 ଲକ୍ଷ ଜିତିଛନ୍ତି । ତେବେ ଆପଣ ମାନଙ୍କୁ କେବଳ ସେହି ଲିଙ୍କ୍ ରେ କ୍ଲିକ୍ କରି ଆପଣ ମାନଙ୍କୁ ଯିବାର ରହିଛି ତେବେ ଆପଣ ମାନଙ୍କ ଏକାଉଣ୍ଟ କୁ ଟଙ୍କା ସଂମ୍ପର୍ଣ୍ଣ ଭାବେ ପଳେଇ ଆସିବ ଏବଂ ଏହା ଗୁଗୁଲ ପେ ବା ଫୋନ୍ ପେ ରେ ମାଧ୍ୟମ ରେ ଆସିବ ବୋଲି ସେମାନେ କହୁଛନ୍ତି ହେଲେ ବନ୍ଧୁଗଣ ଏହା ନୁହେଁ ଆପଣଙ୍କ ପାଖକୁ ଆସିବା ବଦଳ ରେ ସଂମ୍ପର୍ଣ୍ଣ ଭବାବେ ସୁନ୍ ହୋଇ ଯାଉଛି ।

ସେହି ପରି ଆପଣ ମାନଙ୍କୁ ବର୍ତମାନ ସମୟ ରେ ଫେସ୍ ବୁକ୍ ରେ ବି ଆଡ୍ ଦେଖିବା ପାଇଁ ମିଳିବ ଯେଉଁ ଥିରେ ଆପଣ ମାନଙ୍କୁ କଣ କୁହା ଯାଉଛି କି ଆପଣ ମାନେ ଏତେ ଟଙ୍କା ଜିତିଛନ୍ତି । ଏବଂ ସେହି ଠାରେ ଆପଣ ମାନଙଙ୍କୁ ସ୍ପନ୍ସର ସିଫ୍ କରୁଛନ୍ତି । ତଥା ସେହି ଠାରେ କ୍ଲିକ୍ କରି ଗଲା ପରେ ଆପଣ ମାନଙ୍କୁ କେବଳ ଆପଣ ମାନଙ୍କ UPI id ଦେବାକୁ ପଡିବ ତେବେ ଆପଣ ମାନଙ୍କୁ ଏକାଉଣ୍ଚ କୁ ଟଙ୍କା କ୍ରେଡିଟ୍ ହେବା ବଦଳ ରେ ଡେବିଟ୍ ହୋଇ ଯିବ । ଏହି ବିଷୟ ରେ ବିଷେଶ ଭାବେ ଧ୍ୟନ ରଖିବେ ।

phon

ବନ୍ଧୁଗଣ ବର୍ତମାନ ସମୟ ରେ ଲକଡାଉନ୍ ରହି ଥିଲା ବେଲେ ସ୍କାମର ଙ୍କ ସଂଖ୍ୟା ରେ ବୃଦ୍ଧି ହେବାରେ ଲାଗିଛି । ଏବଂ ଏହିଥି ପାଇଁ ଏବେ ବହୁତ ପରିମାଣ ରେ ସ୍କାମ୍ ହେବରେ ଲାଗିଛି । ତେବେ ଟିକିଏ ଜଗି ଛକି ରହିବେ ଆମର ଅନୁରୋଧ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *