ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱଗତ କରୁଛୁ । ଆଦିତ୍ୟ ଙ୍କର ଆତ୍ମହତ୍ୟା ର ଠିକ୍ ପୂର୍ବ ଦିନ କଣ ଘଟି ଥିଲା । ଆଦିତ୍ୟ ଖୁବ୍ ମାନଶୀକ ଚାପ ରହି ଥିଲେ । ଏମିତି କି ସେ ସକାଳେ ଖାଇବା ପାଇଁ ମନା କରି ଦେଇ ଥିଲେ । ଏବଂ ପରେ ତାଙ୍କ ମୋବାଇଲ କୁ ଗୋଟିଏ ମେସେଜ୍ ଆସି ଥିଲା । ଏବଂ ସେହି ମେସେଜ୍ କୁ ପଢି ଥିଲେ ତାଙ୍କ ପତ୍ନୀ । ତେବେ ଆତ୍ମହତ୍ୟା ର ପୂର୍ବ ଦିନ ର କଥା ମୋବାଇଲ ରେ ପପୁ ର ମେସେଜ୍ ଥିଲା । ପପୁ ଚାହୁଁ ଥିଲେ ଭଉଣୀ ବାହାଘର ପାଇଁ ଆଦିତ୍ୟ ତାଙ୍କୁ ଆଶ୍ରମ ଫଣ୍ଡ ରୁ 70 ହଜାର ଟଙ୍କା ଦିଅନ୍ତୁ । ଏହି ମେସେଜ୍ ଆଦାନ ପ୍ରଦାନ ପରେ ଭାର କ୍ରାନ୍ତ ହୋଇ ଶୋଇ ପଡି ଥିଲେ ଆଦିତ୍ୟ । କିନ୍ତୁ ପର ଦିନ ପତ୍ନୀ ପ୍ରଶ୍ନ ଉଠେଇ ଥିଲେ କେଉଁ ଠାରୁ ଆଣି 70 ହଜାର ଟଙ୍କା ଦେବ ।
ଦିବ୍ୟଶ୍ରୀ ଏହି ପ୍ରଶ୍ନ ପଚାରିବାର ମାନେ ଥିଲା କାରଣକିଛି ଦିନ ତଳେ ସେ ଆଦିତ୍ୟ ଙ୍କୁ 50 ହଜାର ମାଗି ଥିଲେ ହେଲେ ଆଦିତ୍ୟ ଆଶ୍ରମ ଫଣ୍ଡ କୁ କୈଣସି ଟଙ୍କା ଦେବାକୁ ରାଜି ନ ଥିଲେ ସେ କହୁ ଥିଲେ କି ଏହା କେବଳ ଆଶ୍ରମ ପାଇଁ ଏବଂ ଏହା ପାିଁ ସେ ଗୋଟିଏ ଜମି କିଣିବା ପାଇଁ ଚାହୁଁ ଥିଲେ । କିନ୍ତୁ ପପୁ ଏହି ଟଙ୍କା ରୁ 70 ହଜାର ଟଙ୍କା ନେବାକୁ ଚାହୁଁ ଥିଲେ । ହେଲେ ବାହାଘର ବେଳେ ବାଧ୍ୟହୋଇ ଆଦିତ୍ୟ ନିଜେ 50 ହଜାର ଟଙ୍କା ସେହି ଥିରୁ ଉଠି ଥିଲେ । ଏହି କଥା କେବଳ ପପୁ ଜାଣି ଥିଲେ । ଆଉ ଏବେ ପପୁ ଙ୍କୁ 70 ହଜାର ନ ଦେଲେ ପପୁ ଆଦିତ୍ୟ ଙ୍କ 50 ହଜାର କଥା ପ୍ରଚାର କରି ଦେବେ ବୋଲି ଭୟ ଥିଲା ।
ଏବଂ ଆଦିତ୍ୟ ଙ୍କ ମନ ରେ ଏହି କଥା ର ବି ଭୟ ରହି ଥିଲା କି ପପୁ ଏହି ଟଙ୍କା ନେଇ ଫେରେଇବା ପାରିବ କି ନାହିଁ । ହେଲେ ପପୁ ଙ୍କ କହିବା କଥା ହେଲା 70 ହଜାର ଟଙ୍କାର ଚାପ ଛୋଟ କାରଣ ହେଲେ ଆତ୍ମହତ୍ୟା ର କାରଣ କିଛି ଅଲଗା ରହିଛି । ତେବେ ଏହି ଆତ୍ମହତ୍ୟା ପଛରେ କଣ କାରଣ ରହିଛି ତାହା ପୋଲିସ୍ ର ତଦନ୍ତି ପରେ ଜଣା ପଡିବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।