କୋରନା ଭାଇରସ ରୁ କେମିତି ବଞ୍ଚିବେ || ଏହି ଉପାୟ ଆପଣେଇଲେ ହେବ ନାହିଁ କରୋନା ଦେଖନ୍ତୁ ।

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱଗତ କରୁଛୁ । ବନ୍ଧୁଗଣ କୋରନା ଭାଇରସ ଠାରୁ କେମିତି ବଞ୍ଚିବା ଆମେ ଆଜି ଆପଣ ମାନଙ୍କୁ ଏହି ଠାରେ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଆସିଛୁ । ବର୍ତମାନ ସମୟ ରେ ଯେଉଁ ପରି ଭାବେ କୋରନା ଭାଇରସ ମାଡି ଚାଲିଛି ସେହି ସବୁ ଠାରୁ ବଞ୍ଚିବା ପାଇଁ ଲୋକ ମାନେ କେତେ କଣ ଉପାୟ ମାନ ମଧ୍ୟ କରିବାରେ ଲାଗିଛନ୍ତି । ଏହି ଭାଇରସ ଠାରୁ ବଞ୍ଚିବା ପାଇଁ WHO ମାନେ ବିଶ୍ୱ ସ୍ୱାସ୍ଥ ସଂଙ୍ଗଠନ ପକ୍ଷ ରୁ କିଛି ନିୟମ ର ପାଳନ କରିବା ପାଇଁ କୁହା ଜାଇଛି । ଜାହାକୁ ପାଳନ କରି ଆମେ କୋରନା ପରି ଭାଇରସ ଠାରୁ ବଞ୍ଚି ପାରିବା । ପ୍ରଥମେ ରହିଛି ହାତ ଧୋଇବା । ଏହି ଭାଇରସ ଗୋଟିଏ ଲୋକ ଠାରୁ ଆଉ ଗୋଟିଏ ଲୋକ ପାଖକୁ ଅତି ଶିଘ୍ର ବ୍ୟାପି ଥାଏ । ଏହି ଥିରୁ ବଞ୍ଚିବା ପାଇଁ ଆମ ହାତ କୁ ବାରମ୍ବାର ଧୋଇବା ଦରକାର ।

ଦୁଇ ରେ ମାସ୍କ ର ବ୍ୟବହାର କରିବା । ଏହି କୋରନା ଭାଇରସ ଠାରୁ ବଞ୍ଚିବା ପାଇଁ ନିଜର ମୁହଁ କୁ ସବୁ ବେଳେ ମାସ୍କ ରେ ଢାଙ୍କି କରି ରଖନ୍ତୁ । କାରଣ ଏହି ଭାଇରସ ଆପଣ ମାନଙ୍କ ଶରୀର ବାହାରେ ଅଧିକ ସମୟ ଯାଏ ବଞ୍ଚି ପାରେ ନାହିଁ । ହେଲେ ଶରୀର ମଧ୍ୟ କୁ ଗଲେ ଏହା ଠାରୁ ଆମକୁ ବଞ୍ଚିବା ବହୁତ କଷ୍ଟ ହୋଇ ଥାଏ । ତିନି ରେ ହାତ ଯୋଡି ନମସ୍କାର କରନ୍ତୁ । ଏହି ଭାଇରସ ଅଧିକ ହାତ ମିଳେଇବା ରେ ବ୍ୟାପି ଥାଏ । ତେଣୁ ଆପଣ ଚେଷ୍ଟା କରନ୍ତୁ ସମସ୍ତ ଙ୍କୁ ହାତ ଯୋଡି ନମସ୍କାର କରିବା ପାଇଁ । ସେହି ପରି ଏହି ଭାଇରସ ଠାରୁ ବଞ୍ଚିବା ପାଇଁ ଆପଣ ମାନେ ଭୀଡ ବା ଗହଳୀ ସ୍ଥାନ କୁ ଯିବାରୁ ବଞ୍ଚନ୍ତୁ ।

ଏହି ଭାଇରସ ସବୁ ବେଳେ ଏହି ପରି ସ୍ଥାନ ରେ ଅଧିକ ବ୍ୟାପି ଥାଏ । ଏହିଥି ପାଇଁ ଏହି କୋରନା ଠାରୁ ଦୂର ରେ ରହିବା ପାଇଁ ପ୍ରଧାନ ମନ୍ତ୍ରୀ ମୋଦି ଏହି ଥି୍ରେ ସହଯୋଗ କରିବା ପାଇଁ କହିଛନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *