ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କ ସହିତ କାମ ବାସନା ସଂମ୍ପର୍କିତ କଥା ହେବାକୁ ଚାହିଁବୁ । ଏମିତି ରେ ଏହା ତ ସାଧାରଣ କଥା ହୋଇ ଥାଏ କୈଣସି ବି ବିପରିତ ଲିଙ୍ଗ ର ମନୁଶ୍ୟ କୁ ଦେଖିଲେ ଆମ ମାନଙ୍କ ମନ ରେ କାମ ବାସନା ର ମନ କୁ ଆସି ଜାଇ ଥାଏ । ଏବଂ ଆମ ମାନଙ୍କ ମନ ରେ ସେହି ବ୍ୟକ୍ତି ପ୍ରତି ଇଚ୍ଛା ଜାଗ୍ରତ ହୋଇ ଥାଏ ଏବଂ ସେହି ମନୁଶ୍ୟ ସହିତ ସଂମ୍ପର୍କ ସ୍ଥାପନା କରିବା ପାଇଁ ଏମିତି ରେ ଆମ ମାନଙ୍କ ପାଖରେ ଯେତେ ବି ଶକ୍ତି ଶାଳୀ ବୁଦ୍ଧି ରହି ଥାଉ ନା କାହିଁକି ଯେତେ ବେଳେ ମନ କୁ ଏହି କାମ ବାସନା ଆସି ଯାଏ ତେବେ ସେହି ବୃଦ୍ଧି କିଛି ବି କାମ ରହି ଥାଏ । ଆମ ମତ୍ସିକ ରେ ରହି ଥିବା ଡୋପାମିନ୍ ବୋଲି ହରମନ୍ ସେହି କାର୍ଯ୍ୟ ର ସୁଖ କୁ ଅନୁଭବ ୱକରିବା ପାଇଁ ବାରମ୍ଭାର ପ୍ରୟାସ କରେଇ ଥାଏ ।
ତେବେ ଆମେ ଆଜି ଆପଣ ମାନଙ୍କୁ ଏଠାରେ କହିବୁ ଯଦି କେତେ ବେଳେ ବି ଆପଣ ମାନଙ୍କ ମନ କୁ ଏହି କାମ ବାସନା ର ମନ ବୃତ୍ତି ଆସୁଛି ତେବେ ଆପଣ ମାନଙ୍କୁ କଣ କରିବା ଦରକାର । ପ୍ରଥମେ ଯେତେ ବେଳେ ବି କାମ ବାସନା ର ମନ ଆସେ ତେବେ ମନ କୁ ଅନ୍ୟ ସ୍ଥାନ ରେ ଲଗେଇବା ପାଇଁ ଚେଷ୍ଟା କରିବା । ଏମିତି କରିବା ଦ୍ୱାରା ଆମ ମାନଙ୍କ ମଧ୍ୟ ରେ ରହି ଥିବା ସବୁ ଇନ୍ଦ୍ରୀୟ ଶାନ୍ତ ହୋଇ ଜାଇ ଥାନ୍ତି । ସେମିତି ରେ ଯୈନ ଇଚ୍ଛା ଏକ ସାଧାରଣ ପକ୍ରିଆ ଅଟେ ଜାହା ଖାଦ୍ୟ ପାନିୟ ଏବଂ ନିଶ୍ୱାସ ପରି ଆମକୁ ସବୁ ସମୟ ରେ ଆବଶ୍ୟକତା ରହି ଥାଏ । କିନ୍ତୁ ଏହାକୁ କୋଣ୍ଟ୍ରୋଲ କରିବା ପାଇଁ ପଡିବ । ଏମିତି ଯେତେ ବେଳେ ଆପଣ ମାନଙ୍କୁ ଏମିତି ଇଛା ହୋଇ ଥାଏ ତେବେ ନିଜର ପ୍ରିୟ ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ଚେଷ୍ଟା କରିଲେ ବି ଏହା ଥମି ଯାଏ ।
ସେହି ପରି ଆପଣ ମାନେ ବ୍ୟୟାମ୍ ର ବି ସହଯୋଗ ନେଇ ପାରିବେ । ନିଶ୍ଚିତ ଭାବେ ଆପଣ ମାନେ ଏମିତି କରିଲେ ଆପଣ ମାନଙ୍କ ମନ କୁ ସ୍ଥିର କରି ପାରିବେ । କେବେ ବି ଆପଣ ମାନଙ୍କୁ ଏମିତି ଇଚ୍ଛା ଆସୁ ଥାଏ ତେବେ ଆପଣ ମାନେ ଧିରେ ବସି ନିଜର ମନ କୁ ସ୍ଥିର କରି ଧ୍ୟନ ର ସହିତ ବହୁତ ଜୋର ରେ ନିଶ୍ୱାସ ନେବାକୁ ଚେଷ୍ଟା କରନ୍ତୁ ଆପଣ ମାନଙ୍କ ପାଇଁ ବହୁତ ଭଲ ହେବ । ଏବଂ ଆପଣ ମାନଙ୍କ ମନ ରୁ ଏହି କାମନା ର ଇଚ୍ଛା ଦୂରେଇ ଯିବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।