ଆମେ ରହୁଥିବା ପୃଥିବୀ କେତେ ବର୍ଷ ପୁରୁଣା ଜାଣି ଆଶ୍ଚର୍ଯ୍ୟ ହେବେ ..

earrrthh

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କଣ ଆପଣ ମାନେ ଜାଣିଛନ୍ତି ଆମର ପୃଥିବୀ କେତେ ବର୍ଷ ପୁରୁଣା ମାନେ ପୃଥିବୀ ର ବୟସ କେତେ ଏବଂ ଏହି ପୃଥିବୀ ରେ ଗୋଟିଏ ସେକେଣ୍ଡ ରେ କେତେ ଲୋକ ମାନେ ଜନ୍ମ ନେଇ ଥାନ୍ତି ଏବଂ କେତେ ଜଣ ମୃତ୍ୟୁ ବରଣ କରି ଥାନ୍ତି । ଆଉ ଗୋଟିଏ ମଣିଷ ତାର ଜିବନ କାଳ ମଧ୍ୟ ରେ କେତେ କେଜୀ ଖାଦ୍ୟ ଖାଇ ଥାଏ । ଏମିତି ବହୁତ ଗୁଡିଏ ରହସ୍ୟ ମୟ ପ୍ରଶ୍ନ ବିଷୟ ରେ କହିବୁ ଏବଂ ଏହାର ଉତ୍ତର ବିଷୟ ରେ ବି ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ ଜଣେଇ ଦେବାକୁ ଚାହିଁବୁ ।

earth

ପ୍ରଥମେ ହେଲା ଆମ ପୃଥିିବୀ ର ବୟସ କେତେ ଆମେ ଯେଉଁ ଦେଖୁଛେ ପାଣି ପବନ ମାଟି କାଦୁଅ ଏହାର ବୟସ କେତେ । ତବେ ବୈଜ୍ଞ୍ୟାନିକ ମାନଙ୍କ ମତ ରେ ବର୍ତମାନ ସମୟ ରେ ଆମ ପୃଥିିବୀ ର ବୟସ ହେଲା 4 ଶହ 54 କୋଟି ବର୍ଷ ଅଟେ । ସେହି ପରି ଦ୍ୱତୀୟ ରେ ରହିଛି ଗୋଟିଏ ମଣିଷ ର ମୁଣ୍ଡ କାଟି ସାରିବା ପରେ କଣ ସେ ସୁଣି ପାରେ ବା ଦେଖି ପାରେ ବା ସେ କଣ କିଛି ଭାବି ପାରେ । ତେବେ ଯଦି ଆମେ ବୈଜ୍ଞ୍ୟାନିକ ମାନଙ୍କ ମତ ରେ ଯିବା ତେବେ ଗୋଟିଏ ମଣିଷ ର ମୁଣ୍ଡ କୁ ଗଣ୍ଡୀ ରୁ ଅଲଗା କରି ଦେଲେ ତାହା 20 ସେକେଣ୍ଡ ଯାଏ ଦେଖି ପାରେ , ଭାବି ପାରେ ବା ସୁଣି ପାରେ ଏବଂ ଭାବି ମଧ୍ୟ ପାରେ ।

earth2

ସେହି ପରି ତୃତୀୟ ପ୍ରଶ୍ନ ହେଲା ଗୋଟିଏ ମଣିଷ ତା ଜିବନ କାଳ ମଧ୍ୟ ରେ କେତେ ଖାଦ୍ୟ ଖାଏ ତେବେ କହିବା ପାଇଁ ଗଲେ ଗୋଟିଏ ମଣିଷ ତା ଜିବନ କାଳ ମଧ୍ୟ ରେ 35 ହଜାର କିଲୋ ଖାଦ୍ୟ ଖାଇ ଦେଇ ଥାଏ । ସେହି ପରି ପରବର୍ତି ପ୍ରଶ୍ନ ହେଲା ପୃଥିବୀ ରେ ଗୋଟିଏ ସେକେଣ୍ଡ ରେ କେତେ ଲୋକ ଙ୍କ ଜନ୍ମ ହୋଇ ଥାଏ ଏବଂ କେତେ ଲୋକ ମାନଙ୍କର ମୃତ୍ୟୁ ହୋଇ ଥାଏ । ତେବେ ଏହାର ଉତ୍ତର ହେଲା ଗୋଟିଏ ସେକେଣ୍ଡ ରେ ଦୁଇ ଜଣ ଙ୍କ ମୃତ୍ୟୁ ହୋଇ ଥାଏ ଏବଂ ଚାରି ଜଣ ଙ୍କ ଜନ୍ମ ହୋଇ ଥାଏ ।

ତେବେ ଭାବି ପାରୁ ଥିବେ ଆପଣ ମାନେ କଣ କଣ ସବୁ ଦୁନିଆଁ ରେ ହୋଇ ଥାଏ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *