ହେ ପ୍ରଭୁ, ବଲିଉଡ ହିରୋ ଅମିର୍ ଖାନ୍ ଙ୍କ ଘରେ କରୋନା ଭାଇରସ୍, ଜଲଦି ଦେଖନ୍ତୁ ଅମିର୍ ଖାନ୍ କେମିତି ଅଛନ୍ତି

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବଲିଉଡ ସୁପର ଷ୍ଟାର ଅମିର୍ ଖାନ୍ ଙ୍କ ଘରେ 7 ଜଣ ଙ୍କୁ ହୋଇଛି କୋରନା ଭାଇରସ । ତେବେ କଣ ଏହି କଥା ସଂମ୍ପର୍ଣ୍ଣ ଭାବେ ସତ୍ୟ ଅଟେ ଏବଂ ଏହା ଯଦି ସତ୍ୟ ତେବେ କଣ ଅମିର୍ ଙ୍କୁ ହୋଇଛି କୋରନା ତେବେ ଆମେ ଆଜି ଆପଣ ମାନଙ୍କ ସହିତ ସେହି ସବୁ ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଆଲୋଚନା କରିବୁ । ତେବେ ବନ୍ଧୁଗଣ ବଲିଉଡ ଅଭିନେତା ଅମିର୍ ଙ୍କର କିଛି କର୍ମଚାରୀ ବର୍ତମାନ ସମୟ ରେ କୋରନା ପଜେଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ବିଷୟ ରେ ଅମିର ଖାନ୍ ଏହି ସମୟ ରେ ନିଜେ ଟୁଇଟ୍ କରି ସୂଚନା ଦେଇଛନ୍ତି । ତେବେ ସେ ସେହି ଟୁଇଟ୍ ରେ ସଂମ୍ପର୍ଣ୍ଣ ଭାବେ ଲେଖିଛନ୍ତି କି ତାଙ୍କର ଜଣେ କର୍ମଚାରୀ ଙ୍କ ନମୁନା ବର୍ତମାନ ସମୟ ରେ ପଜେଟିଭ୍ ବାହାରିଛି । ଏହା ଜଣା ପଡିବା ପରେ BMC ର କର୍ମଚାରୀ ମାନେ ସେମାନଙ୍କୁ ନେଇ ବର୍ତମାନ ସମୟ ରେ କ୍ୱାରେନ ଟାଇମ୍ ରେ ରଖିଛନ୍ତି ।

ତେବେ ଆପଣ ମାନଙ୍କୁ ସୂଚନା ଦେବୁ କି ଅମିର୍ ବି ବର୍ତମାନ ସମୟ ରେ କ୍ୱାରେନ୍ ଟାଇମ୍ ରେ ରହିଛନ୍ତି । ସେହି ପରି ବେଳେ ତାଙ୍କର ପରିବାର ବି ଏହି କୋରନା ପରିକ୍ଷା ହୋଇ ଥିବା ବେଳେ ତାହା ନେଗେଟିଭ୍ ଆସି ଥିବା ସେ କହିଛନ୍ତି । ତେବେ କେବଳ ତାଙ୍କ ମାଆ ଙ୍କ ଟେଷ୍ଟ ହେବା ବାକି ରହିଛି ଏବଂ ଗତ କାଲି ତାଙ୍କୁ ବି ଟେଷ୍ଟ ପାଇଁ ନେଉଛନ୍ତି ବୋଲି ସେ କହିଛନନ୍ତି । ତେବେ ଗଣମାଧ୍ୟମ ସୂଚନା ଅନୁସାରେ ଏହି ଠାରେ ମୋର୍ଟ 7 ଜଣ କୋରନା ପଜେଟିଭ୍ ବାହାରିଛନ୍ତି ସେହି ଥିରେ ତାଙ୍କର ଡ୍ରାଇଭର , ଦୁଇ ଜଣ ଦେହ ରଖି ମାନେ ତାଙ୍କର ବର୍ଡି ଗାର୍ଡ ରହିଛନ୍ତି । ବର୍ତମାନ ସମୟ ରେ ମୁମ୍ବାଇ ର କୋକିଲା ବେହେନ୍ ହସ୍ପିଟାଲ ରେ ସେମାନଙ୍କ ଚିକିତ୍ସା ହେଉଛି । ଏହି ସମୟ ରେ ଅମିର୍ ଏବେ ଲାଲ ସିହଂ ଚଡା ଫିଲ୍ମ ରେ କାମ କରୁଛନ୍ତି ।

ଏବଂ ଏହା ସହିତ ଫ ଏକ୍ସ ସ୍କୋପ୍ ବି ହିନ୍ଧି ରେ ରି ମେକ୍ ହୋଇଛି । ଏହା ଆସନ୍ତା ଖ୍ରସମାସ୍ ଉପଲକ୍ଷେ ରିଲିଜ୍ ହେବାର ଥିଲା ହେଲେ ବର୍ତମାନ ସମୟ ରେ ଏହାର ସୁଟିଂ ବନ୍ଦ ରହିବ । ତେବେ ଏହା ବର୍ତମାନ ସମୟ ରେ ବଡ ଖବର କି ବଲିଉଡ ର ସୁପର ଷ୍ଟାର ଅମିର୍ ଙ୍କ ପରିବାର ରେ 7 ଜଣଙ୍କୁ କୋରନା ଭାଇରସ ର ଆକ୍ରାନ୍ତ ହୋଇଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *