କିପରି ସେକ୍ସ କଲେ ଝିଅ ତୁମକୁ ଛାଡି କୁଆଡେ ଯିବନି I ଆପଣାନ୍ତୁ ଏହି ସହଜ ଉପାୟ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପୁରୁଷ ମାନଙ୍କ ସହିତ ବି ମହିଳା ମାନଙ୍କୁ ଶାରିରୀକ ସଂମ୍ପର୍କ ର ଆବଶ୍ୟକତା ରହିଛି । ଏହା କରିବା ପାଇଁ ଦୁହିଁଙ୍କ ଶାରିରୀକ ମାନଶୀକ ଏବଂ ଭାବନାତ୍ମକ ସ୍ତର ରେ ପ୍ରସ୍ତୁତ ହେବା ଦରକାର । ଏହା ସହିତ ଜଣେ ଅନ୍ୟ ଜଣଙ୍କ ଭାବନା କୁ ବୁଝି ପାରିବା ଆବଶ୍ୟକ ଅଟେ । ଏହି ମୂହୁର୍ତ୍ୱ ନିଶ୍ଚିତ ଭାବେ ସମସ୍ତ ଙ୍କ ପାଇଁ ଖୁସୀ ର ମୂହୁର୍ତ୍ୱ ହୋଇ ଥାଏ । କିନ୍ତୁ ଏହାକୁ କେବେ ନିଜର ଜରୁରୀ ହିସାବ ରେ ନ ନେଇ ନିଜର ପାର୍ଟନର କୁ ସାମିଲ୍ କରିବା ଜରୁରୀ ଅଟେ । ତେବେ ଆମେ ଆଜି ଆପଣ ମାନଙ୍କୁ ଶାରିରୀକ ସଂମ୍ପର୍କ ଉପରେ କିଛି ଟିପ୍ସ ଦେବାକୁ ଚାହିଁବୁ । ଜାହା ଫଳ ରେ ଆପଣ ଜଣେ ବେଷ୍ଟ ସ୍ୱାମୀ ହୋଇ ପାରିବେ ।

ପ୍ରଥମେ ରହିଛି ନିଜ ସାଥି ଙ୍କୁ ଯୈନ ମିଳନ ରେ ସନ୍ତୁଷ୍ଟ କରିବେ କେମିତି ତେବେ କହି ରଖିବୁ କି ଆପଣ ମାନେ ଏବଂ ସଂଭୋଗ କରିବା ପୂର୍ବ ରୁ ସାଥି ଙ୍କ ସହିତ କିଛି ହରକତ୍ କରିବା ଆବଶ୍ୟକ ଅଟେ । ଜାହା ଫଳ ରେ ଆପଣ ଏବଂ ଆପଣଙ୍କ ପାର୍ଟନର ଙ୍କୁ ଆପଣ ସଠିକ୍ ଭାବେ ସନ୍ତୁଷ୍ଟି ଦେବାରେ ସକ୍ଷ୍ୟମ ହେବେ ଏବଂ ଆପଣ ବି ବହୁତ ସନ୍ତୁଷ୍ଟ ହେବେ । ଦୁଇ ନମ୍ବର ରେ ଆପଣ ମାନେ ପ୍ରତି ଦିନ କିଛି ନୂଆ ପଣ ଆଣିବାରେ ସଫଳ କରାନ୍ତୁ ଏମିତି ହେଲେ ଆପଣ ମାନଙ୍କ ମଧ୍ୟ ରେ ନୂଆ ଅନୁଭୂତି ହେବ । ଏବଂ ନିଜର ଓଠ ଏବଂ ଶରୀର ର ବିଭିନ୍ନ ଅଂଶ ରେ ଆପଣ ମାନେ ସ୍ପର୍ଶ କରିବା ହେତୁ ସେମାନେ ଉତ୍ତେଜନା ହୋଇ ଥାନ୍ତି ।

ସେହି ପରି କିଛି ବି କାମ ରେ ଆପଣ ମାନେ ତରବର ହୁଅନ୍ତୁ ନାହିଁ । କାରଣ ଆପଣଙ୍କ ସାଥି ଯେମିତି ଜାଣିବେ ତାଙ୍କର ସାଥି ଜଣେ ମଣିଷ ଅଟନ୍ତି ବରଂ ଜାନୁଆର ନୁହଁନ୍ତି । ତେଣୁ ସବୁ ବେଳେ ଶାରିରୀକ ଶୁଖ ମେଣ୍ଟେଇବା ପାଇଁ ପାର୍ଟନର ଙ୍କୁ ପାଶବିକ ଅତ୍ୟାଚାର କରନ୍ତୁ ନାହିଁ । ସେହି ପରି ଭାବେ ଏହି କ୍ରିଆ ସରିବା ପରେ କେବେ ବି ନିଜ ସାଥି ଙ୍କୁ ଛାଡି ଜାଆନ୍ତୁ ନାହିଁ ବରଂ ଆପଣ ଙ୍କ ପାର୍ଟନର ଙ୍କୁ ଛାତି ରେ ଜାବୁଡି ଧରି ଚୁମ୍ବନ ଦେଲେ ଆପଣଙ୍କ ମଧ୍ୟରେ ଥିବା ଦୂରତ୍ୱ କମି ଯିବ । ସେହି ପରି ବିସେଷ କରି ଶାରୀରିକ ସଂମ୍ପର୍କ ପାଇଁ ଆପଣ ମାନଙ୍କୁ ନିଜର ପାର୍ଟନର ଙ୍କର ଜୈନା ଅଂଙ୍ଗ ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ରଖି ଦରକାର ତେବେ ଜାଇ ସନ୍ତୁଷ୍ଟ ହେବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *