ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏଠାରେ ଆପଣ ମାନଙ୍କ ପାଇଁ ବଡ ଭେକେନ୍ସି ଆସି ସାରିଛି । ଏବଂ ଏହା ବହୁତ ବଡ ପରିମାଣ ରେ ଭେକେନ୍ସି ବାହାରି ଥିବାର ଜଣା ପଡିଛି । ମାନେ ଆପଣ ମାନଙ୍କ ପାଇଁ 16 ହଜାର ରୁ ଅଧିକ ପୋଷ୍ଟ ରହିଛି । ଏବଂ ଏହା ପାଇଁ ଆପଣ ମାନଙ୍କୁ କେବଳ 10th ଟିଏ ପାସ୍ କରିବା ଜରୁରୀ ଅଟେ । ତେବେ ଏହା ଛଡା ଏହାର ଅନ୍ୟ ସିଲେକ୍ସନ ପ୍ରସେସ୍ ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣିବା ତେବେ ଭେକେନ୍ସି ଗୁଡିକ ହେଲା Mason ,Carpenter’s ସେହି ପରି Filtter ଏବଂ bar Fixing ପାଇଁ ବି ଭେକେନ୍ସି ରହିଛି ଏବଂ ଏହା ସହିତ welder , Electricien and wireman , unskill worker ପାଇଁ ବି ଭେକେନ୍ସି ରହିଛି । ଜାହାକୁ ଆମ ଓଡ଼ିଶା ର କେଣ୍ଡଟ୍ ପାଇଁ ବହୁତ ଭଲ ସୁୟୋଗ ରହିଛି । ତେବେ ଏଠାରେ ଆପଣ ମାନଙ୍କୁ ଆପ୍ଲାୟ ମୋର୍ଡ ଯଦି କହିବା ତେବେ ଅନ ଲାଇନ୍ ରହିଛି ।
ତେବେ ଏହିଥି ପାଇଁ ଆପଣ ମାନଙ୍କୁ ପ୍ରଥମେ ଏକ ରିଟିନ୍ ପରିକ୍ଷା ରଖା ଜାଇଛି ଏବଂ ପରେ ଆପଣ ମାନଙ୍କ ପାଇଁ ଗୋଟିଏ ଇନଟଭ୍ୟୁ ରଖା ଜାଇଛି । ଏହି ସବୁ ଭେକେନ୍ସି କୁ ସବୁ ଭାରତୀୟ କେଣ୍ଡେଡ୍ ମାନେ ଆପ୍ଲାୟ କରି ପାରିବେ । ସେହି ପରି ଏହା ପାଇଁ ରହି ଥିବା କ୍ୱାଲିଫି କେସନ ହେଲା ଏହାକୁ 8th, 10th, +2 ଏବଂ ITI ର ପିଲା ମାନେ ଏହାକୁ ଆପ୍ଲାୟ କରି ପାରିବେ । ତେବେ ଏବେ ଆସନ୍ତୁ ଜାଣିବା ଯେଉଁ ମାନେ ଏହି ଜବ୍ କୁ ଆବେଦନ କରିବା ପାଇଁ ଚାହାଂନ୍ତି ସେମାନେ କେମିତି ଆବେଦନ କରି ପାରିବେ । ତେବେ ଆପଣ ମାନଙ୍କୁ ଏଠାରେ କହିବା ପାଇଁ ଚାହିଁବୁ କି ଆପଣ ମାନଙ୍କୁ ଆମେ ଏହି ପିଡିଏଫ୍ ରେ ଡାଉନଲୋର୍ଡ ଲିଙ୍କ୍ ଦେଇ କରି ରଖିଛୁ ଏବଂ ଆପଣ ମାନେ ଚାହିଁଲେ ଏହାର ଅଫିସିୟାଲ ୱେବସାଇଟ୍ https://mmrda.maharashtra.gov.in/home ଜାଇ କରି ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ସୂଚନା ପାଇ ପାରିବେ ।
ଏବଂ ହଁ ଆପଣ ମାନଙ୍କୁ ଯଦି ଏହି ଜବ୍ ଟି ଭଲ ଲାଗେ ତେବେ ଜାଇ ହିଁ ଏହି ଜବ୍ କୁ ଆବେଦନ କରିବେ । ତେବେ ଏହାର ଆପ୍ଲାୟ କରିବାର ଡେଟ୍ ଜାହା ରହିଛି ଆପଣ ମାନଙ୍କୁ 15 ଜୁନ୍ 2020 ରହିଛି ଏବଂ ଏହାର ଆପ୍ଲାୟ କରିବାର ସେଷ ତାରିଖ ହେଲା 15 ଜୁଲାଇ 2020 ରହିଛି ତେବେ ଏଠାରେ ସଂମ୍ପର୍ଣ୍ଣ ଗୋଟିଏ ମାସ ଯାଏ ଆପଣ ମାନଙ୍କୁ ଆପ୍ଲାୟ କରିବାର ପ୍ରସେସ୍ ଜାରି ରହିବ । ତେବେ ଆପଣ ମାନେ ନିଶ୍ଚିତ ଭାବେ ଆପ୍ଲାୟ କରି ପାରିବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।