ଲଘୁଚାପ ପ୍ରଭାବରେ ରାଜ୍ୟର ୩ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ସମ୍ଭାବନା ୪୦ରୁ ୫୦ କିମି ବେଗରେ ବହିପାରେ ପବନ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବୋଙ୍ଗପ ସାଗର ରେ ପୁଣି ସୃଷ୍ଟି ହେଲା ଆଉ ଏକ ଲଘୁଚାପ ଏହି ଲଘୁଚାପ ଦୃଷ୍ଟି ରୁ 20 ଟି ଜିଲ୍ଲା କୁ ସତର୍କ ସୂଚନା ଦିଆ ଜାଇଛି ଏବଂ ଏହି ବିଷୟ ରେ ପାଣି ପାଗ ବିଭାଗ ଆଲୋଚନା କରିଛି । ଉତ୍ତର ପଶ୍ଚିମ ବୋଙ୍ଗପ ସାଗର ତଥା ଉତ୍ତର ଓଡ଼ିଶା ରେ ଲଘୁଚାପ ସୃଷ୍ଟି ହୋଇଛି । ଜାହା ଫଳ ରେ ମଙ୍ଗଳବାର ଏବଂ ବୁଧ ବାର ରାଜ୍ୟ ବ୍ୟାପି ବର୍ଷା ହେବାର ସମ୍ଭାବନା ରହିଛି । ଏବଂ ସୋମବାର ଦିନ ସବୁ କିଛି ସ୍ଥାନ ରେ ବର୍ଷା ହୋଇ ଥିବା ବେଳେ ତେବେ ନୂଆପଡା ବଲାଙ୍ଗିର ଏବଂ କଳାହାଣ୍ଡୀ ଜିଲ୍ଲା କୁ ଅରେଞ୍ ୱାର୍ଣିଂ ଦେଇ ସତର୍କ ସୂଚନା ଦିଆ ଜାଇଛି । ଏବଂ ଏହି ତିନୋଟି ଜିଲ୍ଲା ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି ।

ସେହି ପରି ବରଗଡ ନବରଙ୍ଗ ପୁର ବୈଦ୍ଧ, ଝାଡସୁଗୁଡା ଏବଂ ବରଗଡ ଜିଲ୍ଲା ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ରାଜ୍ୟ ର ଅନ୍ୟ ସ୍ଥାନ ମାନଙ୍କ ରେ ସ୍ୱଳ୍ପ ରୁ ମଧ୍ୟମ ଧରଣ ର ବର୍ଷା ହେବ ବୋଲି କେନ୍ଦ୍ର ଅନୁମାନ କରିଛି । ସେହି ପରି ଭାବେ ଏହି ପରି ବର୍ଷା ର ମୁକାବିଲା କରିବା ପାଇଁ ରିଲିଫ୍ କମିଶନର 20 ଟି ଜିଲ୍ଲା କୁ ସତର୍କ କରେଇ ଦେଇଛନ୍ତି । ସେହି ପରି ଆଜି ରାଜ୍ୟ ରେ କିଛି ସ୍ଥାନ ରେ ବର୍ଷା ହେବା ସହିତ ସମୁଦ୍ର ମଧ୍ୟ କୁ ମତ୍ସ୍ୟ ଜିବି ଙ୍କୁ ଯିବା ପାଇଁ ସମୁଦ୍ର ମଧ୍ୟ କୁ ବାରଣ କରିଛନ୍ତି । କାରଣ ଏହି ସମୟ ରେ ସମୁଦ୍ର ଅସାନ୍ତ ରହିବ ବୋଲି ସୂଚନା ରହିଛି ।

ସେହି ପରି ବୁଧବାର ଏହି ବର୍ଷା ସାମାନ୍ୟ ପରିମାଣ ରେ କମିବ ବୋଲି ଭୁବନେଶ୍ୱ ପାଣି ପାଗ ବିଭାଗ ସୂଚନା ଦେଇଛି । ସେହି ପରି ସରତ ଚନ୍ଦ୍ର ସାହୁ ଙ୍କ ଅନୁମାନ କ୍ରେମ ଉତ୍ତର ଓଡ଼ିଶା ଏବଂ ଦକ୍ଷିଣ ଓଡ଼ିଶା ରେ ବିଭିନ୍ନ ସ୍ଥାନ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *