ମୁଖ୍ୟ ଖବର୍-ଆସନ୍ତା 24-ଘଣ୍ଟାରେ ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଜାରିହେଲା ସତର୍କ ସୂଚନା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆସନ୍ତା 24 ଘଣ୍ଟା ମଧ୍ୟ ରେ ଏହି ସବୁ ଜିଲ୍ଲା ରେ ହେବାକୁ ଯାଉଛି ବହୁତ ପରିମାଣ ରେ ବର୍ଷା ତେବେ ବନ୍ଧୁଗଣ ଆସନ୍ତୁ ଆମେ ଆପଣ ମାନଙ୍କୁ ଏଠାରେ ସଂମ୍ପର୍ଣ୍ଣ ଭାବେ କହିଦେବୁ କି କେଉଁ ଜିଲ୍ଲା ରେ କଣ ରହିବ ପାଣିପାଗ । ତେବେ ଦକ୍ଷିଣ ଓଡିଶା ଏବଂ ତାର ସଂଲଗ୍ନ ଅଞ୍ଚଳ ରେ ସୃଷ୍ଟି ହୋଇ ଥିବା ଘୃର୍ଣି ବଳୟ ସମୁଦ୍ର ପତନ ଠାରୁ 3.1 କିଲୋ ମିଟର ଉଚ୍ଚତା ରେ ସୃଷ୍ଟି ହୋଇ ଥିବା ଘୂର୍ଣ୍ଣି ବଳୟ ରେ ଆଜି ସଂମ୍ପର୍ଣ୍ଣ ଭାବେ ଦୂର୍ବଳ ହୋଇ ପଡିଛି । ସେହି ପରି ଦକ୍ଷିଣ ଓଡ଼ିଶା ଏବଂ ଆଭ୍ୟନ୍ତରଣିୟ ଓଡ଼ିଶା ର ଜିଲ୍ଲା ତଥା ଉତ୍ତର ଓଡ଼ିଶା ର କିଛି ଜିଲ୍ଲା ରେ ହାଲୁକା ରୁ ମଧ୍ୟମ ଧରଣ ର ବର୍ଷା ହେବାର ସମ୍ଭାବନା ରହିଛି । ବିଷେଶ କରି ଢେଙ୍କା ନାଳ ମାଲକାନା ଗିରି ।

ନବରଙ୍ଗ ପୁର ଏବଂ ଗଜପତି ଜିଲ୍ଲା ରେ ଗୋଟିଏ କିମ୍ବା ଦୁଇଟି ସ୍ଥାନ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏବଂ ନବରଙ୍ଗ ପୁର , ରାୟଗଡା , କନ୍ଧମାଳ , କଳାହାଣ୍ଡୀ , ନୟାଗଡ ଏବଂ କଟକ ଆଦି ସ୍ଥାନ ରେ ତଥା ଅନୁଗୁଳ ଏବଂ ମୟୁରଭଞ ସହିତ ଭଦ୍ରକ ଏବଂ ବାଲେଶ୍ୱର ଆଦି ଜିଲ୍ଲା ରେ ଗୋଟିଏ କିମ୍ବା ଦୁଇଟି ସ୍ଥାନ ରେ ବଜ୍ର ପାତ ସହିତ ବହୁତ ଜୋର ରେ ବର୍ଷା ହେବାର ସମ୍ଭାବନା ରହିଛି । ଏବଂ ଏହି ସବୁ କୁ ନେଇ ଆସନ୍ତା 24 ଘଣ୍ଟା ଯାଏ ହଳଦିଆ ୱାର୍ଣିଂ ଏହି ସବୁ ଜିଲ୍ଲା କୁ ଦିଐ ଜାଇଛି ।

ସେହି ପରି ଦକ୍ଷିଣ ପଶ୍ଚିମ ମୈଶୁମୀ ଜଳବାୟୁ ପ୍ରଭାବ ସୁନ୍ୟ ରହି ଥିବା ରୁ ରାଜ୍ୟ ରେ ମୈଶୁମୀ ଜନିତ ବର୍ଷା ର ଅଭାବ ହେବ ନାହିଁ । ତେବ ବିଭିନ୍ନ ସ୍ଥାନ ରେ ସୃଷ୍ଟି ହୋଇ ଥିବା ଟ୍ରୋଫ ଲାଇନ୍ ପାଇଁ ବିଭିନ୍ନ ସ୍ଥାନ ରେ ଆଗାମୀ 3 ଦିନ ଯାଏ ରାଜ୍ୟ ରେ ବହୁତ ସ୍ଥାନ ରେ ବର୍ଷା ହେବାର ସମ୍ଭାବନା ହେବାକୁ ଯାଉଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *