ଏମାନଙ୍କ ନାଁ ଶୁଣିଲେ ଚୀନ୍,ପାକିସ୍ଥାନ ଭୟରେ ଥରନ୍ତି ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ନିଶ୍ଚିତ ଭାବେ ଭାରତୀୟ ସୈନିକ ମାନେ ବହୁତ ସାହାସୀ ହୋଇ ଥାନ୍ତି ହେଲେ ଏମିତି ଗୋଟିଏ ରେଜିମେଣ୍ଟ ରହିଛି ଯେଉଁ ମାନେ ସେମାନଙ୍କ ଠାରୁ ବି ସାହାସୀ ହୋଇ ଥାନ୍ତି । ଏମାନେ ମୃତ୍ୟୁ କୁ ସାମ୍ନା ରେ ଦେଖିଲେ ମଧ୍ୟ ଏମାନେ ଡରନ୍ତି ନାହିଁ । ଏମାନଙ୍କ ସାହାସ ଏବଂ ଋଣ କୈଶଳ ଯୋଗୁଁ ବ୍ରିଟିସ୍ ସେନା ମଧ୍ୟ ଏମାନଙ୍କୁ ନିଜର ସେନା ରେ ଜାଗା ଦେଇଛି । ଆମେ କଥା ହେଉଛୁ ଗୋର୍ଖା ସୈନିକ ମାନଙ୍କ ବିଷୟରେ । ଏମାନଙ୍କ ବିଷୟ ରେ ସାନ ମାର୍ସନ କହି ଥିଲେ କି ଯଦି ଜଣେ ମରିବା ପାଇଁ ଡରୁ ନାହିଁ ତେବେ ସେ ମିଛ କହୁଛି ବା ସେ ଜଣେ ଗୋର୍ଖା ଅଟେ।ବର୍ତମାନ ସମୟ ରେ ଏହି ଗୋର୍ଖା ସୈନିକ ମାନେ ଭାରତ , ନେପାଳ ଏବଂ ଜର୍ମାନ୍ ସେନା ରେ କାମ କରନ୍ତି । ଏହି ରେଜିମେଣ୍ଟ କୁ 1968 ମସିହା ରେ ଜର୍ମାନୀ ରେ ତିଆରି କରା ଜାଇ ଥିଲା ।

ସେମିତି ରେ ପ୍ରଥମ ବିଶ୍ୱ ଯୁଦ୍ଧ ସମୟ ରେ ଏହି ଗୋର୍ଖା ସୈନିକ ମାନଙ୍କ ସଂଖ୍ୟା 200 ଥିଲା ଏବଂ ସେମାନେ ସେହି ଯୁଦ୍ଧ ରେ ଭାଗ ନେଇ ଥିଲେ ଏବଂ ପରାସ୍ତ ବି କରି ଥିଲେ 1947 ମସିହା ରେ ଇଂରେଜ୍ ଶାସନ ବେଳେ ଭାରତ ଜର୍ମାନ୍ ଏବଂ ନେପାଳ ମଧ୍ୟ ଏକ ଚୁକ୍ତି ହୋଇ ଥିଲା । ଏବଂ ଏହା ଦ୍ୱାରା ଗୋର୍ଖା ସୈନିକ ମାନେ ତିନୋଟି ଦେଶ ଅଧିନ ରେ କାମ କରି ପାରିଲେ । ବର୍ତମାନ ସମୟ ରେ ଭାରତୀୟ ସେନା ରେ 7 ଟି ଗୋର୍ଖା ରେଜିମେଣ୍ଟ ରହିଛି । ଏବଂ ଏହି ଥିରୁ ମୋର୍ଟ 49 ଟି ବାଟାଲିଆନ୍ ଦେଶ ର ସେବା କରୁଛନ୍ତି ।

ତେବେ ପାକିସ୍ତାନ ଏବଂ ଚୀନ ବିରୋଧ ରେ ଯୁଦ୍ଧ ଲଢି ଥିବା ଏହି ସୈନିକ ମାନଙ୍କୁ 11 ବିର ଚକ୍ର , 2 ଟି ମହାବୀର ଚକ୍ର , ତିନୋଟି ଅସୋକ ଚକ୍ର , ଏବଂ ଗୋଟିଏ ପରଂବୀର ଚକ୍ର ରେ ସମ୍ମାନିତ କରା ଜାଇଛି । ଏହା ପାଇଁ ଆମେ ନିଶ୍ଚିତ ଭାବେ ଧ୍ୟନ୍ୟ ଅଟେ ଯେଉଁ ମାନେ ଆମ ଦେଶ ର ସେବା କରୁଛନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *