ଧରା ପଡିବ ଦେଷୀ , ଜଣା ପଡିଲା ଫେସବୁକରେ କିଏ କରିଥିଲେ ଶେଷ ପୋଷ୍ଟ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ମାନବ ପ୍ରେମୀ ଆଦିତ୍ୟ ଙ୍କ ମୃତ୍ୟୁ ମାମଲା ରେ ହେବ ବଡ ଖୁଲାସା ଫେସବୁକ୍ କୁ ଚିଠି ଲେଖିଲା ଜିଆର୍ପି । ତେବେ ଏହି ଥର ସଂମ୍ପର୍ଣ୍ଣ ଭାବେ ଜଣା ପଡି ଯିବ କି କିଏ ବ୍ୟବହାର କରି ଥିଲା ଫେସବୁକ୍ । ତେବେ ବର୍ତମାନ ସମୟ ରେ ଜାଣିବା କଣ ରହିଛି ଏହାକୁ ନେଇ ସଂମ୍ପର୍ଣ୍ଣ ଖବର । ବର୍ତମାନ ସମୟ ରେ ଆଦିତ୍ୟ ମୃତ୍ୟୁ ମାମଲା ରେ ଜିଆର୍ପି ଆଉ ପାଦେ ଆଗେଇଛି । ଏହି ଡାୟେରୀ ର ହସ୍ତାକ୍ଷର ଆଦିତ୍ୟ ଙ୍କର ବୋଲି ହେଣ୍ଡ ରାଇଟିଂ ବ୍ୟୁରୋ କହିଛି । ଏଣୁ ମାମଲା ଆତ୍ମହତ୍ୟା ବୋଲି ଏକ ପ୍ରକାରର ପ୍ରଷ୍ଟ ହେଉଛି ।

adia

ତେବେ ଏହି ଆତ୍ମହତ୍ୟା ପଛରେ କିଏ ଏବଂ କାହା ପାଇଁ ଆଦିତ୍ୟ ଆତ୍ମହତ୍ୟା କରିଲେ । ତେବେ ତଦନ୍ତ ଏବେ ସେହି ଦିଗ ରେ ଯାଉଛି । ଅନ୍ୟ ପଟେ ସୋସିଆଲ ମିଡ଼ିଆ ରେ ହେଉ ଥିବା ଟ୍ରୋଲ କୁ ଦେଖି ଜିଆର୍ପି ଚିନ୍ତା ରେ ପଡିଛି । ସେମିତି ରେ ସବୁ ଲୋକ ମାନେ ସିଧା ସଳଖ ଭାବେ ବିଦ୍ୟାଶ୍ରୀ ଙ୍କ ଉପର କୁ ଆଙ୍ଗୁଠୀ ଉଠେଇ ଥିବା ବେଳେ ସେ ବହୁତ ଜୋର ରେ ମାନଶୀକ ଆଘାତ ପାଇଛନ୍ତି । ଏବଂ ଏହାକୁ ଦେଖି ପୋଲିସ୍ ବି ବାଉଳା ହେଉଛି । ସେହିଥି ପାଇଁ ବର୍ତମାନ ସମୟ ରେ ସମସ୍ତ ଙ୍କ ନଜର ଏହି କେସ୍ ଉପରେ ରହିଛି ।

ସେମିତି ରେ 6 ଜୁଲାଇ ସଂନ୍ଧ୍ୟା 7.14 ରେ ଆଦିତ୍ୟଙ୍କ ଏକାଉଣ୍ଟ ରୁ ଏହି ମେସେଜ୍ ଆଶି ଥିଲା କି ମୃତ୍ୟୁ ଯେତେ ବେଳେ ଆସେ ଧିରେ ଧିରେ ଆସେ। ଏହି କଥା ସୋସିଆଲ ମିଡ଼ିଆ ରେ ଆସି ଥିଲା ତେବେ ଏଏହି କଥା ଟି ମୃତ୍ୟୁ ର କେତେ ସମୟ ପୂର୍ବ ରୁ ଆସି ଥିଲା । ଏବଂ ଏହାକୁ କିଏ ଲେଖିଛି ବର୍ତମାନ ସମୟ ରେ ନିଶ୍ଚିନ୍ତ କରିବା ପାଇଁ ଚାହୁଁଛି ଜିଆର୍ପି ।

ସେହି ପରି ବର୍ତମାନ ସମୟ ରେ ଫେସବୁକ ସହିତ ଯୋଗାଜୋଗ ହୋଇଛି ଏବଂ ଅପର ପକ୍ଷ ରେ ଏହି ମାମଲା ରେ CBI ବା କମିସନେରେଟ୍ ପୋଲିସ୍ ମିଳିତ ତଦନ୍ତ ପାଇଁ ଉତ୍କଳିଆନ୍ ପାଉଣ୍ଡେସନ ତରଫ ରୁ NHIC ଙ୍କ ନିକଟ ରେ ଆବେଦନ କରା ଜାଇଛି । ତେବେ ବନ୍ଧୁଗଣ ଏହା ବର୍ତମାନ ସମୟ ର ସବୁଠୁ ବଡ ଖବର । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *