ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱଗତ କରୁଛୁ । ଆମ ଭାରତୀୟ ସଂକୃତି ରେ ଏମିତି ବି ଲୋକ ମାନେ ରହିଛନ୍ତି ଯେଉଁ ମାନେ ସବୁ ବେଳେ ଧର୍ମ ର କଥା କୁ ମାନନ୍ତି । ହେଲେ ଏମିତି ବି କିଛି ଲୋକ ମାନେ ରହି ଥାନ୍ତି ଯେଉଁ ମାନେ ଏହାକୁ ଅବିଶ୍ୱାସ କରନ୍ତି । ଶାସ୍ତ୍ର ଅନୁସାରେ ସକାଳୁ ଉଠିିବା ଆମ ପାଇଁ ବହୁତ ଭଲ ହୋଇ ଥାଏ । ଏହିଥି ପାଇଁ ଆମେ ଆଜି ଆପଣ ମାନଙ୍କୁ ଏହି ବିଷୟ ରେ ସୂଚନା ଦେବୁ କି ସକାଳୁ ଉଠି କରି ପ୍ରତ୍ୟେକ ମହିଳା ମାନଙ୍କୁ କଣ କରିବା ଦରକାର । ଜାହା ଦ୍ୱାରା ସେମାନଙ୍କ ଭାଗ୍ୟ ଚମକି ଉଠିବ । ପ୍ରଥମେ ରହିଛି ପ୍ରତି ଦିନ ସକାଳୁ ଉଠି କରି ପାଣି ପିଇବା ଉଚିତ୍ । କାରଣ ପାଣି ପିଇବା ଦ୍ୱାରା ଆମ ଶରୀର ସୁସ୍ଥ ରହି ଥାଏ । ଏବଂ ଆମ ଶରୀର ରୁ ବହୁତ ରୋଗ ଦୂର ହୋଇ ଥାଏ । ଏହା ଛଡ଼ା ଆପଣ ମାନଙ୍କ ପେଟ ବି ସଫା ରହି ଥାଏ । ଦୁଇ ନମ୍ବର ରେ ସକାଳୁ ଉଠି କରି ଗାଧୋଇବା ଆପଣ ମାନଙ୍କ ପାଇଁ ବହୁତ ଭଲ ହୋଇ ଥାଏ ।
ଜାହା ଦ୍ୱାରା ଘରେ ସୁଖ ଶାନ୍ତି ବନି ରହେ । ଏବଂ ମାତା ଲକ୍ଷ୍ମୀ ଙ୍କ କୃପା ଆପଣ ମାନଙ୍କ ଉପରେ ରହି ଥାଏ । ଏବଂ ଏହିଥି ପାଇଁ ଏମାନଙ୍କୁ ଜିବନ ରେ କେବେ ବି ଟଙ୍କା ପଇସା ର ଅଭାବ ହୋଇ ନ ଥାଏ । ତିନି ରେ ତଳସୀ ଗଛ ର ପୂଜା କରିବା । ବି ହିନ୍ଧୁ ଧର୍ମ ଅନୁସାରେ ବହୁତ ପରିମାଣ ରେ ଶୁଭ ହୋଇ ଥାଏ । ଯଦି ଆପଣ ମାନଙ୍କ ଘରେ ତୁଳସୀ ଗଛ ଯାଏ ତେବେ ଆପଣ ମାନେ ଏହି ଗଛ ର ପ୍ରତି ଦିନ ପୂଜା କରନ୍ତୁ ଦେଖିବେ ଆପଣ ମାନଙ୍କୁ କେବେ ବି ଧନ ର ଅଭାବ ହେବ ନାହିଁ ଏବଂ ଆପଣ ମାନେ ସବୁ ସମୟ ରେ ମାତା ଲକ୍ଷ୍ମୀ ଙ୍କ କୃପା ରେ ରହି ଥାନ୍ତି ।
ସେହି ପରି ବନ୍ଧୁଗଣ ଆପଣ ମାନଙ୍କୁ ଯଦି ସଖାଳୁ ଉଠି ଭଲ ଲାଗୁ ନାହିଁ । ତେବେ ଆପଣ ମାନେ ସେହି ସମୟ ରେ ଗୀତ ସୁଣିବା ପାଇଁ ଚେଷ୍ଟା କରିବେ ଏହା ଦ୍ୱାରା ଆପଣ ମାନଙ୍କ ମନ ପରିବର୍ତନ ହେବ ଏବଂ ଆପଣ ମାନେ ବହୁତ ଖୁସୀ ଅନୁଭବ କରିବେ । ସେହି ପରି ଯଦି ମହିଳା ବିବାହିତ ରହିଛନ୍ତି ତେବେ ସକାଳୁୁ ଉଠି କରି ସେହି ମହିଳା ମାନେ ସ୍ୱାମୀ ଙ୍କ ସହିତ ଟିକିଏ ରୋମାନ୍ସ କରିବା ବହୁତ ଜରୁରୀ ଅଟେ ଜାହା ଦ୍ୱାରା ସେମାନଙ୍କ ସେହି ଦିନ ଭଲ ରେ ବିତି ଥାଏ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।