ଜଙ୍ଗଲ ରାସ୍ତାରେ ଜାଉଥିଲା ଗୋଟେ ଗାଡି , ଆଉ ତା ପରେ ଜାହା ହେଲା

JUNGLE

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ସେହି ଦିନ ମୋର କିଛି କାମ ପଡିବାରୁ ମତେ ଭାନପୁର ଯିବାକୁ ପଡିଲା । ମୁଁ ଘରୁ ସଂନ୍ଧ୍ୟା ରେ ନିଜେ କାର ଡ୍ରାଇଭ କରି ଯାଉ ଥାଏ । ମତେ ଯେତେ ଶୀଘ୍ର ହେବ ଭାନ ପୁର ରେ ପହଁଚିବାର ଥାଏ । କାରଣ ଦିନ ସାରା କାମ କରି ମୁଁ ନିଜକୁ ବହୁତ ଥକା ଅନୁଭବ କରୁ ଥାଏ । ମୁଁ ଭାବୁ ଥାଏ ଯେତେ ଶୀଘ୍ର ହେବ ଭାନପୁର ରେ ପହଁଚି କରି ସେଠାକାର ଲଜ୍ ରେ ଗୋଟିଏ ରୁମ୍ ନେଇ ବିଶ୍ରାମ କରିବି । ଆଉ ତା ପରେ ପୁଣି ସକାଳେ ଅଫିସ୍ କାମ ରେ ଯିବାକୁ ପଡିବ । ଏମିତି ପରେ ମୁଁ କିଛି ସମୟ ହେବା ପରେ ଗୋଟିଏ ଦୁଇ ଛକି ରାସ୍ତା ପଡିଲା ।

ଗୋଟିଏ ରାସ୍ତା ଆଗକୁ ସିଧା ଜାଇ ଥିବା ବେଳେ ଆଉ ଗୋଟିଏ ଜଙ୍ଗଲ ପଟ ଦେଇ ଥାଏ । NH ରାସ୍ତା ଟି 50 କିଲୋମିଟର ହୋଇ ଥିବା ବେଳେ ଜଙ୍ଗଲ ରାସ୍ତା ଟି 30 କିଲୋମିଟର ହୋଇ ଥିବାରୁ ମୁଁ ଜଙ୍ଗଲ ରାସ୍ତା କୁ ବାଛିଲି । ଏବଂ ପରେ ମୁଁ ସେହି ଜଙ୍ଗଲ ରାସ୍ତା ଦେଇ ଆଗକୁ ବଢିଲି ରାତିି ହୋଇ ଥିବାରୁ ଏହା ବହୁତ ସୁନସାନ୍ ଲାଗୁ ଥିଲା । ଏମିତି କିଛି ସମୟ ସେହି ଜଙ୍ଗଲ ରାସ୍ତା ରେ ଜାଇ କରି ଆଉ ଗୋଟିଏ ଦୁଇ ଛକି ପଡିବାରୁ ମୁଁ ଏତେ ରାତି ରେ ଏକୁଟିଆ ରାସ୍ତା ରେ କାହାକୁ ପଚାରିବି ବୋଲି ଭାବିଲି । ଏବଂ ହଠାତ୍ ମୋର ନଜର ପଡିଲା ଗୋଟିଏ ବୁଢି ଲୋକ ଙ୍କ ଉପରେ ଯେକି ମୋର ଗାଡି କୁ କିଛି ଦୂର ରେ ଛିଡା ହୋଇ ଥିଲା । ଏବଂ ପରେ ମୁଁ ଗାଡି କୁ ସେହି ବୁଢି ଲୋକ ଙ୍କ ପାଖକୁ ନେଇ ରାସ୍ତା ପଚାରିଲି ।

ହେଲେ ସେହି ବୁଢି ଲୋକ ସୁଣିଲା ନାହିଁ ଏମିତି ଚାରି ପାଞ୍ଚ ଥର ପଚାରିବା ପରେ ସେହି ବୁଢି ଲୋକ ଟି ହାତ ବଢେଇ ଆଗକୁ ରାସ୍ତା କହିଲା । ଏବଂ ପରେ ମୁଁ ଗାଡି ଚଲେଇବା ଆରମ୍ଭ କରିଛି ଏମିତି କିଛି ଦୂର ଗଲା ପରେ ମୁଁ ଦେଖିଲି ସେହି ବୁଢି ଲୋକ ଟି ପୁଣି ସେହି ରାସ୍ତା ରେ ଛିଡା ହୋଇଛି । ଏମିତି ପରେ ମୁଁ ସଂମ୍ପର୍ଣ୍ଣ ଭାବେ ବୁଝି ସାରି ଥିଲି କି ଏହି ବୁଢି ଲୋକ ଟି କୈଣସି ସାଧାରଣ ସ୍ତ୍ରୀ ଲୋକ ନୁହେଁ । ସେହିଥି ପାଇଁ ମତେ ବହୁତ ଭୟ ଲାଗୁ ଥାଏ । ସେହିଥି ମୁଁ ରାସ୍ତା କୁ ନ ଦେଖି ଗାଡି ଚଳେଇବା କୁ ଲଗିଲି ।

ଏମିତି କିଛି ସମୟ ଗାଡି ଚଳେଇବା ପରେ ମୁଁ ଭାନପୁର ରେ ପହଁଚି ସାରି ଥିଲି । ସେହିଠାରେ ପହଁଚି କରି ସେଠାକାର ଗୋଟିଏ ଲଜ୍ କୁ ଗଲି ଏବଂ ସେଠାରେ ଗୋଟିଏ ରିସେପ୍ସନଲିଷ୍ଟ କୁ ପଚାରିଲି ଏବଂ ସେହି ମତେ କହିଲା କି ସଂନ୍ଧ୍ୟା ହେଲେ ଏହି ଜଙ୍ଗଲ ରାସ୍ତା ରେ କେହି ବି ଯିବା ଆସିବା କରନ୍ତି ନାହିଁ ବୋଲି । ସେହିଠୁ ମୁଁ ଜାଣିଲି କି ଏମିତି କିଛି ଏହି ରାସ୍ତା ରେ ରହସ୍ୟ ରହିଛି ଜାହା ସେହି ଦିନ ରାସ୍ତା ରେ ମୋର ଜିବନ କୁ ନେଇ ନେଇ ଥାନ୍ତା ତେବେ ମୁଁଁ ଆଉ କେବେ ବି ଏକା କେଉଁ ଆଡକୁ ଯାଏ ନାହିଁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *