ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏହି ଅଗଷ୍ଟ ମାସ ରେ ଜ୍ୟତିଷ ଶାସ୍ତ୍ରୀ ମତ ରେ କିଛି ଗ୍ରହ ମାନଙ୍କର ପଥ ପରିବର୍ତନ କରିବା ପାଇଁ ଯାଉଛନ୍ତି ଏବଂ ଏମାନେ ଏହି ଦିନ ରେ ଏହି ପରି ଭାବେ କିଛି ପରିବର୍ତନ ହେବାକୁ ଯାଉଛନ୍ତି ଯେଉଁଥି ପାଇଁ କିଛି ରାଶି ଉପରେ ଭଲ ପ୍ରଭାବ ପଡିବା ପାଇଁ ଯାଉ ଥିବା ବେଳେ ଆଉ ଚାରୋଟି ରାଶି ଉପରେ ଖରାପ୍ ପ୍ରଭାବ ମଧ୍ୟ ପଡିବା ପାଇଁ ଯାଉଛି ତେବେ ଆମେ ଆଜି ଆପଣ ମାନଙ୍କୁ ଏଠାରେ ସେହି ଚାରୋଟି ରାଶି ମାନଙ୍କ ବିଷୟ ରେ କହିବା ପାଇଁ ଚାହିଁବୁ ଯେଉଁଁ ରାଶି ମାନଙ୍କ ଉପରେ ଖରାପ ପ୍ରଭାବ ପଡିବା ପାଇଁ ଯାଉଛି
ସେମାନଙ୍କୁ ଏହି ସମୟ ରେ ସାବଧାନତା ଅବଲମ୍ବନ କରିବା ପାଇଁ ପଡିବ । ତେବେ ପ୍ରଥମ ରାଶି ଟି ହେଲା ମିଥୁନରାଶି ଏହି ସମୟ ରେ ଏମାନେ ନିଜର ଆସ୍ତା ହରେଇବେ । ଏମାନେ ବହୁତ କିଛି କଷ୍ଟ ର ଅନୁଭବ କରି ପାରନ୍ତି । ଏମାନେ ଆକସ୍ମିକ କୈଣସି କଳହ ରେ ପଡି ପାରନ୍ତି । ଏହି ସମୟ ରେ ଆପଣ ମାନେ ଆର୍ଥିକ କ୍ଷ୍ୟତି ସହିବେ ଏବଂ କୈଣସି ଏକ ଯୋଜନା ରେ ପରିବର୍ତନ କରିବେ । ଏହି ସମୟ ରେ ପରିବାର ରେ ଖର୍ଚ୍ଚ ବଢିବା ହେତୁ ବିଚଳିତ ରହିବେ । ଦୁଇ ରେ ରହିଛନ୍ତି କର୍କଟ ରାଶି । ଆପଣ ମାନେ ଏହି ସମୟ ରେ ଦୂର ବନ୍ଧୁ ମାନଙ୍କ ଦ୍ୱାରା ଅପମାନିତ ହୋଇ ପାରନ୍ତି । ଆପଣ ମାନେ ଅଜଥା କାର୍ଯ୍ୟ ରେ ନିଶ୍ଟିତ ଭାବେ ଟଙ୍କା ବିନିଯୋଗ କରିବେ । ଏହି ସମୟ ରେ ଆପଣ ମାନେ ଶାରିରୀକ କଷ୍ଟ ଅନୁଭବ କରିବେ । ଏବଂ ଅବାଞ୍ଛିିତ କାର୍ଯ୍ୟ ରେ ଫସି ପାରନ୍ତି ।
ତିନି ରେ ମୀନ ରାଶି। ଆପଣ ମାନଙ୍କୁ ଅର୍ଥ ଅଭାବ ର ଆଭାସ ମିଳିବ । ନିଜର ପରିବେଶ ରେ ପରିବର୍ତନ ହେବ । ଏହି ସମୟ ରେ ମାନ ସମ୍ମାନ ରେ ହାନୀ ଘଟିବ । ଆପଣ ମାନେ ଏହି ଦିନ ରେ ଉପଯୁକ୍ତ ନ୍ୟାୟ ପାଇ ପାରିବେ ନାହିଁ । ଏବଂ ଶେଷ ରେ ରହିଛି ବିଛା ରାଶି । ଆପଣ ମାନେ ଏହି ଦିନ ରେ ବହୁତ ଦିନ ର ଅନୁସନ୍ଧାନ ରେ ବିଫଳ ହେବେ । ଯାତ୍ରା ରେ ଆପଣ ମାନେ ସତର୍କତା ଅବଲମ୍ବନ କରିବେ । ମାନଶୀକ ଚାପ ପଡି ପାରେ ବ୍ୟସ୍ତତା ଆପଣ ମାନଙ୍କ ମଧ୍ୟ ରେ ଦେଖିବା ପାଇଁ ମିଳିବ । ଏବଂ ଗୃହ ରେ ଆପଣ ମାନଙ୍କ କ୍ଲେସ ଦେଖିବା ପାଇଁ ମିଳିବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।