ଏହି ଉପାୟ ଆପଣାନ୍ତୁ , ସବୁଠୁ ସୁନ୍ଦର ଝିଅ ପ୍ରଥମେ ତୁମକୁ ପସନ୍ଦ କରିବ

wom

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନଙ୍କ ପାଖରେ ଏହି ପାଞ୍ଚଟି ଗୁଣ ରହିଛି ତେବେ ଆପଣ ମାନଙ୍କ ପଛରେ ଯେକୈଣସି ବି ଝିଅ ପାଗଳ ହୋଇ ପଡି ଯିବ । ଏଠାରେ ଆପଣ ମାନଙ୍କୁ କାହା ପଛରେ ଗୋଡେଇବା ଦରକାର ନାହିଁ । ତେବେ ଆସନ୍ତୁ ଜାଣି ନେବା ସେହି ସବୁ ପୟେଣ୍ଟ ବିଷୟ ରେ । ପ୍ରଥମେ ରହିଛି ଫ୍ରେଣ୍ଡସିପ୍ କରିବା । ସେମିତି ରେ ଝିଅ ଆକର୍ଶିତ ହୋଇ ଥାଏ ପୁଅ ର ଶକ୍ତି , ଷ୍ଟାଟସ୍ , ଲିଡର ସିପ୍ ଏବଂ ସକ୍ସେସ୍ ଦେଖି । କିନ୍ତୁ କିଛି ପରିସ୍ଥିତି ରେ ଗୋଟିଏ ଝିଅ ଯଦି ଦେଖେ ଅନ୍ୟ ଝିଅ ଆପଣ ଙ୍କ ପ୍ରତି ଆକର୍ଶିତ ହେଉଛି ତେବେ ସେହି ପରିସ୍ଥିତି ରେ ସେ ଆପଣଙ୍କ ଆଡକୁ ଟାଣି ହୋଇ ଆସେ ।

gopi

ଆପଣ ମାନେ କାହା କୁ ପଟେଇବା ପାଇଁ ଚାହାଁନ୍ତି ତେବେ ଆପଣ ମାନେ ଝିଅ ଙ୍କ ସହିତ କଥା ହୁଅନ୍ତୁ ତାଙ୍କୁ ପଟାନ୍ତୁ ଏବଂ ଫ୍ରେଣ୍ଡ ସିପ୍ ବନାନ୍ତୁ । ସେହି ପରି ଦୁଇ ନମ୍ବର ରେ ହେଲା ଲିଡର ସିପ୍ । ଆପଣ ସମସ୍ତ ଙ୍କ ମଧ୍ୟ ରେ କ୍ୟପଟେନ୍ ଆପଣ ବହୁତ ଭଲ ବର୍ଡି ରଖିଛନ୍ତି । ବା ଆପଣ ନିଜ ହୁନର ର ମାଲିକ ତ ଆପଣଙ୍କ ପଛରେ ଝିଅ ଗୁଡେଇବା ସାଧାରଣ କଥା । ସେହି ପରି ତିନି ନମ୍ବର ହେଲା ଇମୋସ୍ନାଲ ଭାବେ । ସେମିତି ରେ ଝିଅ ମାନେ ବହୁତ ଇମୋସ୍ନାଲ ହୋଇ ଥାନ୍ତି ଯେଉଁଠି ଖୁସୀ ରହିଛି ପଇସା ରହିଛି ଏବଂ ମାନସମ୍ମାନ ରହିଛି ସେହି ସବୁ ଆଡକୁ ସବୁ ବେଳେ ଝିଅ ମାନେ ଆକର୍ଶିତ ହୋଇ ଥାନ୍ତି ।

gop

ସେହି ପରି ଚାରି ରେ ହେଲା ପ୍ରୋଟେକ୍ସନ ପାୱାର କେହି ଅସୁବିଧା ରେ ପଡିଲେ ଆପଣ ତାଙ୍କୁ କେତେ ସାହାଯ୍ୟ କରନ୍ତି । ଆପଣ କାହାକୁ କେବେ ବି ଅସୁବିଧା ରେ ପକାନ୍ତି ନାହିଁ । ଝିଅ ର ବିଶ୍ୱାସ ହେବା ଦରକାର କି ଆପଣ ତାଙ୍କୁ ସୁରକ୍ଷା ଦେଇ ପାରିବେ । ଆପଣ କୈଣସି ବି ପରିସ୍ଥିତି ରେ ତାଙ୍କୁ ଛାଡି ଚାଲି ଯିବେ ନାହିଁ । ନିଜେ ବସିବା ପୂର୍ବ ରୁ ତାଙ୍କୁ ବସାନ୍ତୁ ଏବଂ ରାସ୍ତା ରେ କୈଣସି ବି ସ୍ଥାନ ରେ ଅସୁବିଧା ରେ ପଡିଲେ ଆପଣ ପ୍ରଥମେ ଜାଇ ପହଁଚି ଜାଆନ୍ତୁ ସେମିତି ହେଲେ ଆପଣ ମାନେ କୈଣସି ବି ଝିଅ ମାନଙ୍କୁ ସହଜ ରେ ନିଜ ଆ଼ଡକୁ ଇମ୍ପ୍ରସ୍ କରି ପାରିବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *