ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆଜି ଆମେ ଜାଣିବା ଆପଣଙ୍କ ଜନ୍ମ ତାରିଖ ରୁ ଆପଣ ମାନେ କେମିତି ଜାଣିବେ ଆପଣଙ୍କର ଲଭ୍ ମେରେଜ୍ ହେବ ନା ଆରେଞ୍ ମେରେଜ୍ ହେବ । ସମସ୍ତ ଙ୍କ ମନ ରେ ନିଶ୍ଚିତ ଭାବେ କୈତୁହ ଏହାକୁ ନେଇ ସୃଷ୍ଟି ହୋଇ ଥାଏ ତେବେ ଆମେ ଆପଣ ମାନଙ୍କୁ ଏଠାରେ ସଂମ୍ପର୍ଣ୍ଣ ଭାବେ କହି ଦେବାକୁ ଚାହିଁବୁ ଏହି ବିଷୟ ରେ । ତେବେ ଜ୍ୟେତିଷ ବିଦ୍ୟା ଅନୁସାରେ । ଜନ୍ମ ତାରିଖ ର ମୂଲ୍ଯାଙ୍କ କରା ଜାଇ ନିଜର ବିବାହ ଫଳ ବାହାର କରା ଜାଇ ଥାଏ । ଯେଉଁ ମାନେ ମାସ ର 1/10/19/28 ତାରିଖ ରେ ଜନ୍ମ ହୋଇ ଥାନ୍ତି । ଏମାନେ ବହୁତ ଲାଜୁଆ ସ୍ୱଭାବ ର ହୋି ଥାନ୍ତି ଏମାନେ କେବେ ବି ଲଭ୍ ମେରେଜ୍ ଏହିଥି ପାଇଁ କରି ପାରନ୍ତି ନାହିଁ । ଯେଉଁ ମାନେ 2/20/11/29 ତାରିଖ ରେ ଜନ୍ମ ହୋଇ ଥାନ୍ତି । ଏହି ଲୋକ ମାନଙ୍କ ପ୍ରେମ ଧିରେ ଧିରେ ହିଁ ହୋଇ ଥାଏ ଏବଂ ପ୍ରେମ ରେ ଏମାନ ଙ୍କ ମାନଶିକ ଚିନ୍ତା ଧାରା ସଠିକ୍ ଥାଏ ।
ତେବେ ଏମାନଙ୍କ ବହୁତ ମାତ୍ରା ରେ ପ୍ରେମ ବିବାହ ହେବାର ସମ୍ଭାବନା ଥାଏ । ସେହି ପରି 3/12/21/30 ତାରିଖ ରେ ଯେଉଁ ମାନଙ୍କ ଜନ୍ମ ହୋଇ ଥାଏ । ଏହି ଲୋକ ମାନେ ବି ପ୍ରେମ ବିବାହ ରେ ସଫଳତା ପାଇ ଥାନ୍ତି ଏମାନେ କେବେ ବି ପ୍ରେମ କୁ ନେଇ କଷ୍ଟ କରନ୍ତି ନାହିଁ ହେଲେ ଏମାନଙ୍କୁ ନିଜର ଭଲ ପାଇବା ମିଳେ । 4/13/22/31 ରେ ଜନ୍ମ ହୋଇ ଥିବା ଲୋକ ମାନେ ଏହି ଲୋକ ମାନେ ନିଜ ଜିବନ ରେ ବହୁତ ଲୋକ ମାନଙ୍କୁ ପ୍ରେମ କରି ଥାନ୍ତି । ତଣୁ ପ୍ରେମ ବିବାହ ପ୍ରତି ଗଭୀର ହୋଇ ନ ଥାନ୍ତି ତେଣୁ ଏମାନଙ୍କ ଆରେଞ୍ ମେରେଜ୍ ହିଁ ସେଷ ରେ ହୋଇ ଥାଏ । ସେହି ପରି 5/14/23 ଏହି ଲୋକ ମାନଙ୍କ ବିବାହ ସବୁ ବେଳେ ପରିବାର ଲୋକ ମାନଙ୍କ ସହମତି ରେ ହୋଇ ଥାଏ । ହେଲେ ଜାତକ ହିସାବ ରେ ଏମାନଙ୍କର ଭଲ ଏବଂ ପ୍ରେମ ବିବାହ ଯୋଗ ଥାଏ ହେଲେ ଏମାନେ କରି ପାରନ୍ତି ନାହିଁ ।
6/15/24 ରେ ଜନ୍ମ ହୋଇ ଥିବା ଲୋକ ମାନେ ସବୁ ସମୟ ରେ ପ୍ରେମ କୁ ନେଇ ଗୁରୁତ୍ୱ ରହି ଥାନ୍ତି ଏବଂ ସବୁ ବେଳେ ପ୍ରେମ ରେ ବିଶ୍ୱାସ ଥିବାରୁ ଏମାନେ ପ୍ରେମ ବିବାହ ହିଁ କରି ଥାନ୍ତି । ସେହି ପରି 7/16/25 ରେ ଜନ୍ମ ହୋଇ ଥିବା ଲୋକ ମାନେ ପ୍ରେମ ପାଇଁ ଇଚ୍ଛା ଥିଲେ ବି ଏମାନେ ବିବାହ ଆରେଞ୍ ହିଁ କରି ଥାନ୍ତି । 8/17/26 ତାରିଖ ରେ ଜନ୍ମ ହୋଇଛନ୍ତି ସେମାନେ ଆରେଞ୍ ବିବାହ ରେ ବିଶ୍ୱାସ ରଖନ୍ତି ହେଲେ ପ୍ରେମ ହେଲେ ମନ ଭାଙ୍ଗନ୍ତି ନାହିଁ । 9/16/27 ରେ ଜନ୍ମ ହୋଇ ଥିବା ଲୋକ ମାନେ ପ୍ରେମ କେବେ ବି ପ୍ରେମ କରନ୍ତି ନାହିଁ ଏମାନେ ଏହାର ପ୍ରତିଭାଷା କୁ ବୁଝନ୍ତି ନାହିଁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।