( ମାଂସ ) – ଖାଉଥିବା ଲୋକ ନିଶ୍ଚୟ ଦେଖନ୍ତୁ | ମାଂସ ଖାଇବା ପାପ ନା ପୁଣ୍ୟ

meatta

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଏଠାରେ କହିବା ପାଇଁ ଚାହିଁବୁ କି ମାଳିକା ବଚନ ରେ ସାକାହାରୀ ଏବଂ ମାଂସା ହାରୀ ମଧ୍ୟ ରେ କାହାକୁ ଉଚିତ୍ ବୋଲି ମନା ଜାଇ ଥାଏ । ତେବେ ଆସନ୍ତୁ ଏହି ବିଷୟରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା । ଏମିତି ରେ ବେଦ ରେ କିଛି ଅନୁଷ୍ଟାନ ରେ ମାଂସ ଖାଇବା ଏବଂ ପଶୁ ବଳୀ ଦେବା ବିଷୟ ରେ କିଛି ଉଚିତ୍ କଥା ବର୍ଣ୍ଣନା କରା ଜାଇଛି । ହେଲେ ଏହା ଅର୍ଧ ସତ୍ୟ ଠାରୁ ଆଉ କିଛି ବି ନୁହେଁ ଏହି ଠାରେ ପଶୁ ହତ୍ୟା କୁ ପାପ ବୋଲି ମନା ଜାଇଛି ଏବଂ ସେହି ପରି ଭାବେ ଏହି ଠାରେ ମାଂସ ସେବନ ବିଷୟ ରେ କୁହା ଜାଇଛି କି ଏହା ଖାଇବା ନିଷେଧ ଅଟେ ।

meatt

ସେହି ପରି ମହାଭାରତ ରେ କୁହା ଜାଇଛି କି ମନୁଶ୍ୟ କୁ ନିଜ ଆତ୍ମ ପରି ପର ଆତ୍ମା କୁ ଦେଖିବା ଦରକାର । ସେହି ପରି ମାଳିକା ରେ କୁହା ଜାଇଛି କି ଗହମ ଏବଂ ଡାଲି କୁ ସବୁ ବେଳେ ଗ୍ରହଣ କର । ସେହି ଠାରେ ଏହି କଥା ବି ଲେଖା ରହିଛି କି ଗାଈ ଜଗତ ମାତା ଅଟେ ଏବଂ ସେମାନଙ୍କ ରକ୍ଷା ରେ ହିଁ ଜଗତ ର ଉଦ୍ଧାର ରହିଛି । ସେମିତି ଯେଉଁ ମଣିଷ ମାନେ ସାତ୍ୱୀକ ଭୋଜନ କରନ୍ତି ସେମାନଙ୍କ ଚିନ୍ତା ଧାରା ଠିକ୍ ରହେ । ଏବଂ ମାଂସ ଖାଉ ଥିବା ଲୋକ ସାଧାରଣତଃ କୁ କର୍ମ ଏବଂ ରୋଗୀ ତଥା ଅଳସୁଆ ହୋଇ ଥାନ୍ତି । ଏବଂ ସାତ୍ୱୀକ ଭୋଜନ ଆୟୁ ବୃଦ୍ଧି ଏବଂ ମନ କୁ ସୁଦ୍ଧ ବଳ ବୃଦ୍ଧି ସ୍ୱାସ୍ଥ୍ୟ କୁ ଫୃତି କରିବାରେ ସାହାଯ୍ୟ କରେ ।

meaaat

ହେଲେ ମାଂସା ହାରୀ ଖାଦ୍ୟ ଅଧିକ ତେଲ ମସଲା ଦ୍ୱାରା ତିଆରି ହେଉ ଥିବା ରୁ ଅଧିକ ଏହା ରୋଗ ସୃଷ୍ଟି କରିବାର କାରକ ହୋଇ ଥାଏ । ଏମିତି ହିଁ ପ୍ରମାଣ ସ୍ୱରୁପ ଶ୍ରୀ କୃଷ୍ଣ ବି ବହୁତ ଲୋକ ମାନଙ୍କୁ ବୁଝେଇ କହିଛନ୍ତି ତଥା ସେ ନିଜେ ମହାଭାରତ ରେ ବି ଏହି ବିଷୟ ରେ ବର୍ଣ୍ଣନା କରିଛନ୍ତି ମାଂସା ହାରୀ ମାନେ ପାପୀ ହୋଇ ଥାନ୍ତି । ଏବଂ ପ୍ରତ୍ୟେକ ପଶୁ ଉପରେ ସର୍ବ ପ୍ରଥମେ ତାର ର ହିଁ ହକ୍ ରହିଛି । ନା କି ଯିଏ ତାହାକୁ ଶୀକାର କରୁଛି ସେ ଏହାର ଆଧିପତ୍ୟ ଜମେଇ ପାରିବ । ତେବେ ଆପଣ ମାନେ ଏଠାରେ ନିଶ୍ଚିତ ଭାବେ ଜାଣି ପାରି ଥିବେ କଣ ସଠିକ୍ ନା ସଠିକ୍ ନୁହେଁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *