ରକ୍ତ ବନେଇବାର ମେସିନ ଅଟେ ଏହି ଦାନା, ସକାଳୁ ଖାଲିପଟରେ ୪ଟି ଦାନା ଖାଇ ନିଅନ୍ତୁ, ରକ୍ତର ଅଭାବ ଦୂର ହୋଇଯିବ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆମେ ଆଜି ଆପଣ ମାନଙ୍କୁ ଏମିତି କିଛି ଜିନିଷ ବିଷୟ ରେ କହିବୁ ଜାହା ଆପଣ ମାନେ କେବଳ ଖାଲି ପେଟ ରେ ଚାରୋଟି ଦାନା ଖାଇ ନିଅନ୍ତୁ । ରକ୍ତ ର ଅଭାବ କେବଳ ଚାରୋଟି ଦିନ ରେ ପୂର୍ଣ୍ଣ ହୋଇ ଯିବ । ତେବେ ଆମେ ଆପଣ ମାନଙ୍କୁ ଏମିତି ଜିନିଷ ବିଷୟ ରେ କହିବୁ ଜାହା ଆପଣ ମାନଙ୍କ ଶରୀର ରେ ରକ୍ତ ବଢେଇବାରେ ସାହାଯ୍ୟ କରିବ । ଏବଂ ଆପଣ ମାନଙ୍କ ଦୂର୍ବଳତା କୁ ଦୂର କରିବ । ଲିଭର, କୋଲଷ୍ଟ୍ରଲ କୁ ଠିକ୍ କରିବା ସହିତ ଆପଣ ମାନଙ୍କ ହାର୍ଟ ଆର୍ଟାକ୍ କୁ ଠିକ୍ କରି ଥାଏ । ପେଟ ର ସମସ୍ତ ପ୍ରକାରର ରୋଗ କୁ ସଂମ୍ପର୍ଣ୍ଣ ଭାବେ ଦୂର କରି ଥାଏ । ଏହାକୁ ବନେଇବା ପାଇଁ ଆପଣ ମାନଙ୍କୁ ଗୋଟିଏ ପାତ୍ର ରେ ଗୋଟିଏ ଗ୍ଲାସ୍ ପାଣି ନେବାକୁ ପଡିବ । ଏହା ପରେ ଏକ ମୁଠା କିସ ମିସ୍ ନିଅନ୍ତୁ ଏବଂ ଏହାକୁ ଭଲ ଭାବେ ପାଣି ରେ ପକେଇ ଭଲ କରି ଧୋଇ ସେହି ପାଣି ରେ ପକାନ୍ତୁ ।

ଏବଂ ଏହାକୁ ଫୁଟେଇବା ପାଇଁ ଆଞ୍ଚ ରେ ବସାନ୍ତୁ । ଏବଂ ଏହାକୁ ପ୍ରାୟ 20 ମିନିଟ୍ ଫୁଟାନ୍ତୁ । ଏବଂ ଏହି ଉପଚାର କୁ ଆପଣ ମାନେ ସକାଳେ ସଂନ୍ଧ୍ୟା ଦୁଇ ଟାଇମ୍ ବନାନ୍ତୁ । ଏବଂ ପରେ ଏହି ପାଣି କୁ ସଂମ୍ପର୍ଣ୍ଣ ଭାବେ ଫୁଟାନ୍ତୁ ଏବଂ ସକାଳୁ ହେଲା ପରେ ଏହି ପାଣି କୁ ଛାଣି ଏହି ପାଣି କୁ ପିଇ ଏହି ସମସ୍ତ କିସମିସ୍ କୁ ଚୋବାଇ ଖାଇ ନିଅନ୍ତୁ । ସେହି ପରି ଆପଣ ମାନଙ୍କୁ ସକାଳେ ଏବଂ ସଂନ୍ଧ୍ୟା ରେ ଦୁଇ ଟାଇମ୍ ବନେଇବା ପାଇଁ ପଡିବ ଏବଂ ଦୁଇ ଟାଇମ୍ ଏହାକୁ ସେବନି କରନ୍ତୁ । ଯଦି ଆପଣ ମାନେ ଏହାକୁ ଦୁଇ ଟାଇମ୍ ଖାଲି ପେଟ ରେ ସେବନ କରନ୍ତି ତେବେ ଦେଖିବେ ଆପଣ ମାନଙ୍କ ରକ୍ତ ର ଅଭାବ ସବୁ ଦିନ ପାଇଁ ଆପଣ ମାନଙ୍କ ଠାରୁ ଦୂରେଇ ଯିବ ।

ଏହି ପାଣି ସବୁ ଦିନ ପିଇବା ଦ୍ୱାରା ଆପଣ ମାନଙ୍କ କୋଲଷ୍ଟ୍ରଲ ର ବହୁତ କୋଣ୍ଟ୍ରଲ ଦେଖିବା ପାଇଁ ମିଳିବ । ଯଦି ଆପଣ ମାନେ ହାର୍ଟ ଆର୍ଟାକ୍ ଭଳି ସମସ୍ୟା ରୁ ବଞ୍ଚି କରି ରହିବା ପାଇଁ ଚାହାଁନ୍ତି ତେବେ ଆପଣ ମାନଙ୍କୁ ଏହି ଉପାୟ କୁ ନିଶ୍ଚିତ ଭାବେ କରିବା ପାଇଁ ପଡିବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *