ଖାଇସାରିବା ପରେ ୧ ଚାମଚ ଏହି ଗୁଣ୍ଡ ଖାଆନ୍ତୁ | ମାସକ ଭିତରେ ଡାଇବେଟିସ ଗାଏବ ହୋଇଯିବ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଟେଷ୍ଟ ଏଣ୍ଡ ଟ୍ରାୟ ର ଗୋଟିଏ ଉପଚାର ଆପଣଙ୍କ ସାମ୍ନା ରେ ବନେଇବା ପାଇଁ ଚାହିଁବୁ । ଜାହା ଡାଇବେଟିସ୍ ବା ମଧୁମେୟ ରୋଗୀ ମାନଙ୍କ ପାଇଁ ବହୁତ ଚମତ୍କାରୀ ଅଟେ । ଏହା ଡାଇବେଟିସ୍ ସହିତ ଅନେକ ରୋଗ ପାଇଁ ଲାଭ ଦାୟକ ଅଟେ ତେବେ ଆମେ ଆମେ ଆପଣ ମାନଙ୍କୁ ଆଜି ସେହି ସବୁ ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଆପଣ ମାନଙ୍କୁ କହିବା ପାଇଁ ଚାହିଁବୁ । ଏବଂ ସେହି ନୁସ୍ଖା କୁ ଆପଣ ମାନଙ୍କୁ ବନେଇବାରେ ସାହାଯ୍ୟ କରିବୁ ତେବେ ଆସନ୍ତୁ ଆରମ୍ଭ କରିବା । ଏହା କୁ ବନେଇବା ବହୁତ ସହଜ ଅଟେ ଏହା କେବଳ ଏକ ମାସ ରେ ଆପଣଙ୍କ ସୁଗାର ଲେବୁଲ କମ୍ କରି ଦେବ । ଏହି ଔଷଧ କୁ ବନେଇବା ପାଇଁ ଆପଣ ମାନଙ୍କୁ 250 ଗ୍ରାମ ର ମେଥି ଦାନା ଏହା ପରେ ଆପଣ ମନଙ୍କୁ 200 ଗ୍ରାମର ଜୁଆଁଳୀ ନେବାକୁ ପଡିବ ।

ଏବଂ ସେଷ ରେ ଆପଣ ମାନଙ୍କୁ 50 ଗ୍ରାମ ର କାଲୀ ଜିରି ଆପଣ ମାନଙ୍କୁ ଜରୁରୀ ଅଟେ । ଏହା ଜିରା ନୁହେଁ ବରଂ କାଲୀ ଜିରି କୁହା ଯାଏ । ତେବେ ଆପଣ ମାନେ ପ୍ରଥମେ ଏହି ତିନୋଟି ସାମଗ୍ରୀ କୁ ଅଲ୍ପ ପରିମାଣ ରେ କଢେଇରେ ଭାଜି ନିଅନ୍ତୁ । ହେଲେ କାଲି ଜିରି କୁ ଆପଣ ମାନେ ଅଳ୍ପ ସମୟ ଯାଏ ଭାଜନ୍ତୁ କାରଣ ଏହା ପୋଡି ଜାଇ ପାରେ । ଏବେ ଆପଣ ମାନେ ମେଥି , ଜୁଆଁଣୀ, ଏବଂ କାଲୀ ଜିରି କୁ ଆପଣ ମାନଙ୍କୁ ସୁକୁଲା ଗ୍ରାଇଡିଂ କରିବା ପାଇଁ ପଡିବ ଏବଂ ସେହି ସବୁ କୁ ଗୋଟିଏ ମୋଟା ଛାଙ୍କିଣୀ ସାହାଯ୍ୟ ରେ ଚାଣୀ ବା ପାଇଁ ପଡିବ ଜାହା ଫଳ ରେ ଖଦଡା ଅଂଶ ସେହିଥିରୁ ବାହାରି ଯିବ ।

ଏବେ ଏହି ତିନୋଟି ଜିନିଷ କୁ ବହୁତ ଭଲ ଭାବେ ମିଶାନ୍ତୁ । ଏହାକୁ ଆପଣ ମାନେ ପ୍ରସ୍ତୁତ କରିବା ପରେ ଆପଣ ମାନେ ଦିନ ରେ କେବଳ ଥରେ ଖାଆନ୍ତୁ ରାତି ରେ ଖାଇ ସାରିବା ପରେ । ଏବଂ ଏଠାରେ ଆପଣ ମାନେ ଏକ ଚାମଚ ପାୱଡର କୁ ଏକ ଗ୍ଲାସ୍ ଉସମ ପାଣି ସହିତ ମିଶେଇ କରି ଖାଆନ୍ତୁ । ଦେଖିବେ ଆପଣ ମାନଙ୍କ ମଧୁ ମେୟ ରୋଗ ସଂମ୍ପର୍ଣ୍ଣ ଭାବେ ଭଲ ହେବ ଏବଂ ଏହା ସହିତ ଆପଣ ମାନଙ୍କ ପେଟ ଜନିତ ଯେକୈଣସି ବି ସମସ୍ୟା ଆପଣ ମାନଙ୍କର ସଂମ୍ପର୍ଣ୍ଣ ଭାବେ ଭଲ ହେବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *