ଏହି ଗୋଟିଏ ଭୁଲ୍ ପାଇଁ ଝିଅ ମାନଙ୍କର ପ୍ରତି ମାସରେ ହୋଇଥାଏ ( ମାସିକ ଧର୍ମ )

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱାଗତ କରୁଛୁ । ଏହି କଥା ଆମେ ମାନେ ନିଶ୍ଚିତ ଭାବେ ଜାଣିଛେ କି ସବୁ ମହିଳା ମାନଙ୍କୁ ପ୍ରତି ମାସ ରେ ମାସୀକ ଧର୍ମ ହୋଇ ଥାଏ । ଯେଉଁଠୀ ବିଜ୍ଞ୍ୟାନ ସାମାନ୍ୟ ପ୍ରକ୍ରିଆ ବୋଲି କହି ଥାଏ । ହେଲେ କେତେ ବେଳେ ବି ଆମ ମନ ରେ ଏହି କଥା ର ପ୍ରଶ୍ନ ହୋଇ ଥାଏ କି ମହିଳା ମାନଙ୍କୁ କଣ ପାଇଁ ମାସୀକ ଧର୍ମ ର ଶୀକାର ହେବାକୁ ପଡେ । ତେବେ ଆମେ ଆଜି ଆପଣ ମାନଙ୍କୁ ଏହି ବିଷୟ ରେ ସଂମର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ । ତେବେ ପୈରାଣିକ ମତ ଅନୁସାରେ ଏହା ଦେବରାଜ ଇନ୍ଦ୍ର ଙ୍କ ଦ୍ୱାରା ଦିଆ ଜାଇ ଥିବା ଅଭିଶାପ ଅଟେ ।

jai-ra

ଥରେ ଗୁରୁ ବୃହସ୍ପତି ଇନ୍ଦ୍ର ଙ୍କ ଉପରେ ରାଗି ଗଲେ ଏହାର ଫାଇଦା ଉଠେଇ ଅସୁର ମାନେ ଇନ୍ଦ୍ର ଙ୍କ ଉପରେ ଆକ୍ରମଣ କରିଲେ ଏବଂ ପରେ ଇନ୍ଦ୍ରଦେବ ବ୍ରହ୍ମା ଙ୍କ ପାଖରେ ଜାଇ ପହଁଚିଲେ । ସେଠାରେ ବ୍ରହ୍ମା କହିଲେ ଏଠାରେ ତୁମକୁ ବ୍ରହ୍ମ ଜ୍ଞ୍ୟାନୀ ଙ୍କ ସେବା କରିବା ପାଇଁ ପଡିବ ଯଦି ସେ ପ୍ରଶନ୍ନ ହେଲେ ତେବେ ତୁମକୁ ନିଜର ସ୍ୱର୍ଗ ଲୋକ ମିଳି ଯିବ । ତେବେ ସେ ଜାଇ ବ୍ରହ୍ମ ଜ୍ଞ୍ୟାନୀ ଙ୍କ ସେବା କରିବାରେ ଲାଗିଲେ ହେଲେ ସେ ଜାଣି ନ ଥିଲେ କି ସେହି ଜ୍ଞ୍ୟାନୀ ଙ୍କ ମାତା ଅସୁର ଅଟେ ଏବଂ ଏହି କାରଣ ରୁ ଇନ୍ଦ୍ର ଦେବ ଦେଉ ଥିବା ଯଜ୍ଞ୍ୟ ସବୁ କୁ ସେ ଦେବତା ମାନଙ୍କୁ ନ ଦେଇ ଅସୁର ମାନଙ୍କୁ ଦେଇ ଦେଉ ଥିଲେ । ଏବଂ ଯେତେ ବେଳେ ଏହି କଥା ଇନ୍ଦ୍ର ଜାଣିଲେ ସେ ସେହି ଜ୍ଞ୍ୟାନୀ ଙ୍କ ହତ୍ୟା କରି ଦେଲେ।

ସେହି ସମୟ ରେ ବ୍ରହ୍ମ ହତ୍ୟା ରୁ ବଞ୍ଚିବା ପାଇଁ ଗଛ,ଭୂମି ଜଳ , ଏବଂ ସ୍ତ୍ରୀ ଙ୍କୁ ନିଜର ଟିକେ ପାପ ବାଣ୍ଟିବା ପାଇଁ ପଡିବ ତେବେ ଜାଇ ଏହି ଥିରୁ ମୁକ୍ତି ପାଇବ । ଏବଂ ଏହା ସହିତ ବର ଦାନ ବି ଦେବାକୁ ପଡିବ । ତେବେ ସେହି କଥା ମାନି ସେ ଗଛ କୁ ପ୍ରଥମେ ପାପ ଦେଲେ ଏବଂ ବର ରେ ମରିବା ପରେ ବି ଗଛ ନିଜକୁ ସ୍ୱୟଂ ଜିବିତ କରି ପାରିବ ବୋଲି କହି ଥିଲେ । ଏହା ପରେ ଜଳ କୁ ପାପ ଦେଇ କହିଲେ ତୁମେ ସବୁ ବେଳେ ପବିତ୍ର ହେବ ତୁମେ କେବେ ବି ଅପବିତ୍ର ହେବ ନାହିଁ । ଏହା ପରେ ଭୂମି କୁ କିଛି ପାପ ର ଅଂଶ ଦେଇ କହିଲେ ତୁମେ କେବେ ବି ଖଣ୍ଡିଆ ଖାବରା ରହିବ ନାହିଁ ଯେକୈଣସି ସ୍ଥାନ ରେ ଗର୍ତ ହେଲେ ଆପେ ଆପେ ପୁରୀ ହୋଇ ଯିବ ।

girl

ଏବଂ ସେଷ ରେ ସ୍ତ୍ରୀ କୁ ପାପ ଦେଇ କହିଲେ ପୁରୁଷ ମାନଙ୍କ ତୁଳନା ରେ ମହିଳା ମାନେ କାମ ର ଅନନ୍ଦ ଅଧିକ ନେବେ । ତେବେ ସେହି ପାପ ପ୍ରତି ମାସ ମହିଳା ମାନଙ୍କୁ ଋତୁ ଶ୍ରାବ ରେ ଭୋଗ କରିବା ପାଇଁ ପଡେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *