ପ୍ରକୃତ ପ୍ରେମ କରୁଥିଲେ ଏ ୩ଟି ଭୁଲ କରନ୍ତୁନି ନହେଲେ ପରେ ପସ୍ତେଇବେ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ ।ବନ୍ଧୁଗଣ ଭଲ ପାଉ ଥିବା ସଚ୍ଛା ପ୍ରେମୀ ମାନେ ଏହି ତିନୋଟି ଭୁଲ ପାଇଁ ପ୍ରେମ ରେ ଧକ୍କା ପାଇ ଥାନ୍ତି । ଏବେଂ ସେମାନଙ୍କ ପାର୍ଟନର ଏହି ସବୁ ର ଫାଇଦା ଉଠେଇ ଥାନ୍ତି । ତେବେ ଏହି ଥିରେ ପ୍ରଥମ କଥା ଟି ହେଲା ଯେଉଁ ମାନେ ଭଲ ଲୋକ ସେମାନେ ସବୁ ବେଳେ ସମସ୍ତ ଙ୍କୁ ଭରସା କରି ଦେଇ ଥାନ୍ତି । ଏବଂ ଜାହାକୁ ଭଲ ପାଆନ୍ତି ଜିବନ ଦେଇ ଭଲ ପାଆନ୍ତି । ଏମାନେ କାହା ଆଗରେ କିଛିି ବି ସୋ ଅଫ ପ୍ରେମ କରୁଥିଲେ ପ୍ରେମ କରୁଥିଲେକରିବା ପାଇଁ ପସନ୍ଦ କରନ୍ତି ନାହିଁ ଏମାନଙ୍କ ସବୁ ଖୁସୀ ପାର୍ଟନର ଙ୍କ ଭଲ ପାଇବା ରେ ରହି ଥାଏ । ହେଲେ ଖରାପ ଲୋକ ମାନେ ନିଜ ବିଷୟ ରେ ସବୁ ବେଳେ ସୋ ଅଫ କରନ୍ତି ସେମାନେ ସବୁ ବେଳେ ନିଜ ପାର୍ଟନର ଙ୍କ ଆଗରେ ଏମିତି କରି ଥାନ୍ତି ଜାହା ଫଳ ରେ ସେମାନଙ୍କୁ ଧୋକା ମିଳେ । ଆପଣ ଯଦି ସୋ ଅଫ୍ କରିବେ ତେବେ ଆପଣଙ୍କ ପାର୍ଟନର ଭାବିବେ କି ଆପଣ ଙ୍କ ପାଖରେ କିଛି ନାହିଁ ।

ଆପଣଙ୍କୁ ନେଇ ତାଙ୍କର ଭବିଶ୍ୟତ ଅନ୍ଧାର ହୋଇ ଯିବ । ଦୁଇ ନମ୍ବର ରେ ଆପଣ ମାନେ ସବୁ ବେଳେ ଆପଣଙ୍କ ପାର୍ଟନର ଙ୍କୁ ଖୁସୀ କରିବା ପାଇଁ ଚେଷ୍ଟା କରନ୍ତି । ଯେମିତି କି ମୁଁ ପଛେ ଭଲ ନ ପିନ୍ଧେ ସେ ପିନ୍ଧୁ ମୁଁ ପାଠ ନ ପଢିଲି ନାହିଁ ହେଲେ ସେ ପଢୁ । ଏମିତି ରେ ପୁଅ ମାନଙ୍କ ପାଖରେ ଟଙ୍କା ନ ଥିଲେ ବି ସେମାନଙ୍କ ମଧ୍ୟ ରେ ପଇସା ଗୁଟି କରି ନିଜର ଗାର୍ଲଫ୍ରେଣ୍ଡ କୁ ବିରିଆନୀ ଖୁଆଇ ଥାନ୍ତି । କିନ୍ତୁ ସେ ନିଜେ ରୁମ୍ କୁ ଆସିବା ପରେ ବିସ୍କୁଟ ଖାଇ ପାଣି ପିଇ ସୋଇ ପଡି ଥାନ୍ତି । ଏଠାରେ କଣ ହୁଏ ନା ଆପଣ ନିଜ ଆପେକ୍ଷା ସେହି ମଣିଷ କୁ ପ୍ରାୟରିଟି ଦେଇଥାନ୍ତି । ଜାହା ଫଳ ରେ ଆପଣ ତା ନଜର ରେ ନିଜକୁ ତଳକୁ ପକେଇ ଦେଇ ଥାନ୍ତି । ଏମିତି କରିଲେ ସେହି ମଣିଷ ଆପଣ ମାନଙ୍କୁ ସବୁ ଠାରୁ ବଡ ସ୍ଟପିଡ୍ ଭାବିବେ ।

ସେହି ପରି ତିନି ନମ୍ବର ରେ ଆପଣ ନିଜ ଅପେକ୍ଷା ଆପଣଙ୍କ ପାର୍ଟନର ଙ୍କ ଉପରେ ବେଶୀ ଫୋକସ୍ କରି ଥାନ୍ତି । ଆଉ ଏହିଟା ହିଁ ଆପଣ ଙ୍କ ପାଇଁ ସବୁ ଠାରୁ ବଡ ଭୁଲ ହୋଇ ଥାଏ । ଏମିତି କରିଲେ ଆପଣଙ୍କ କେରିଅର ଏବଂ ଆପଣ ମାନଙ୍କ ଫେମିଲି ଉପରୁ ବି ଆପଣଙ୍କର ଫୋକସ୍ କମି ଯିବ । ଏବଂ ସେଠାରେ ପାର୍ଟନର ଭାବିବ କି ଆପଣଙ୍କ ଜିବନ ର ମୂଲ୍ୟ କିଛି ନାହିଁ ଏବଂ ଆପଣଙ୍କ ପାଖରେ ରହି ବି କିଛି ନାହିଁ କାରଣ ଆପଣ ଜଣେ ଅଦରକାରୀ ମଣିଷ ଅଟନ୍ତି ।ତେଣୁ ସବୁ ସମୟ ରେ ଏହି ସବୁ କୁ ଚେଞ୍ କରିବା ପାଇଁ ଚେଷ୍ଟା କରନ୍ତୁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *