ଭୁଲରେ ମଧ୍ୟ ଏହି ଦିନ ଧୁଅନ୍ତୁ ନାହିଁ ଘର – ଭୟଙ୍କର କଥା |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କତୁ ସେହି ସବୂୁ ଦିନ ମାନଙ୍କ ବିଷୟ ରେ ସଂମ୍ପର୍ଣ୍ଣ ଭାବେ କହିବୁ କି କେଉଁ ଦିନ ମାନଙ୍କ ରେ ଆପଣ ମାନଙ୍କୁ ଘର ଧୋଇବେ ନାହିଁ । ଯଦି ଆପଣ ମାନ ଧୋଇବେ ତେବେ ଲକ୍ଷ୍ମୀ ଛଡା ହେବେ । ସଫା ସୁତୁରା ରହିବା ଦ୍ୱାରା ଘରେ ଲକ୍ଷ୍ମୀ ଙ୍କ ପ୍ରେବଶ ହୋଇ ଥାଏ । ସେହିଥି ପାଇଁ ଶାସ୍ତ୍ର ରେ ସବୁ ବେଳେ ସଫା ସୁତିରା ରହିବା ପାଇଁ କୁହାଯାଏ । ଏବଂ ସେହି ପରି ବେଳେ ନିଜ ଘର କୁ ସବୁ ବେଳେ ସଫା ସୁତୁରା ଏବଂ ସ୍ୱଚ୍ଛ ରଖୁ ଥିବା ବ୍ୟକ୍ତି ମାନେ କେବେ ବି ଦୁଖଃ ରେ ରୁହନ୍ତି ନାହିଁ । ସବୁ ସମୟ ରେ ସୁଖ ଭାଜନ କରନ୍ତି । ସେମିତି ବେଳେ ଏହି ସଫା କରିବାର କିଛି ଶାସ୍ତ୍ର ରେ ବିଧାନ ରହିଛି । ଏହାର ପାଳନ କରା ନ ଗଲେ ଆପଣ ମାନଙ୍କୁ ଏହାର ବିପରିତ କ୍ରିୟା ଭାଜନ କରିବା ପାଇଁ ପଡିବ ।home

ତେବେ ଆସନ୍ତୁ ଏହି ଘର ସଫା କରିବାର କଣ ରହିଛି ଅନୁନିୟମ । ପ୍ରଥମେ ଦିନ 12 ଟା ପରେ ଧୁଆପୋଛା କରିବା ଆଦୁ ବି ଠିକ୍ ନୁହେଁ ।ଏମିତି କଲେ ମାତା ଲକ୍ଷ୍ମୀ ଋଷ୍ଟ ହୋଇ ଥାନ୍ତି ବୋଲି କୁହାଯାଏ । ଦୁଇ ରେ ରହିଛି କେବେ ବି ଆପଣ ମାନେ ଗୁରୁବାର ଦିନ ଘ ଧୁଆପୋଛା କରନ୍ତୁ ନାହିଁ । ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ବୁଧବାର ଠାରୁ ହିଁ ଘର ଧୁଆପୋଛା କରିବା ଭଲ ହୋଇ ଥାଏ । ଏମିତି ନ କଲେ ଗୁରୁଗ୍ରହ ବୃହସ୍ପତି ଏବଂ ମାତା ଲକ୍ଷ୍ମୀ ଋଷ୍ଟ ହୋଇ ଥାନ୍ତି । ସେହି ପରି ଭାବେ ଘର ଧୁଆପୋଛା କୁ ନେଇ ଶାସ୍ତ୍ର ରେ ଏହି କଥା କୁହା ଜାଇଛି କି । ଘର ଆପଣ ମାନେ ଖାଲି ପାଣି ରେ ଧୋଉ ଥଲେ ଆପଣ ମାନେ ସପ୍ତାହ କୁ ଥରେ ନିମ୍ବ ପତ୍ର ପକାଇ କରି ଧୁଆପୋଛା କରିବା ପାଇଁ ଚେଷ୍ଟା କରନ୍ତୁ । ଏହା ପାଇଁ ନିମ୍ବ ପତ୍ର କୁ ଗୋଟିଏ ପାତ୍ର ରେ ରଖି ଗରମ କରନ୍ତୁ ।hom

ଏହା ଫୁଟିବାକୁ ଲାଗିଲେ ଆପଣ ମାନେ ସେହି ପାଣି କୁ ନେଇ ପୋଛା ହେବାକୁ ଥିବା ପାଣି ରେ ମିଶାଇ ଦିଅନ୍ତୁ । ଏବଂ ଧୁଆପୋଛା କରନ୍ତି । ତେବେ ଏହା ଦ୍ୱାରା ଘରେ ଜୀବାଣୁ ରୁ ମୁକ୍ତି ମିଳିବା ସହିତ ଆପଣ ମାନଙ୍କ ଘର ଉପରୁ ବାସ୍ତୁ ଦୋଷ ବି କମି ଥାଏ । ସେହି ପରି ଭାବେ ବେଳେ ପାଣି ରେ ଲୁଣ ମଧ୍ୟ ପକେଇ କରି ଆପଣ ମାନେ ଧୁଆପୋଛା କରି ପାରିବେ । ଏହା ଦ୍ୱାରା ବି ଆପଣ ମାନଙ୍କ ଉପରେ ମାତା ଲକ୍ଷ୍ମୀ କେବେ ଋଷ୍ଟ ହେବେ ନାହିଁ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ପୋଷ୍ଟ କେମିତି ଲାଗୁଛି ଆମକୁ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇବେ ।

Leave a Reply

Your email address will not be published. Required fields are marked *