ଶ୍ରାବଣ ମାସରେ କରନ୍ତୁ ନାହିଁ ଏହି ( ୮ଟି କାମ ) – ଭୟଙ୍କର କଥା ଜଲଦୀ ଦେଖନ୍ତୁ ।

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱଗତ କରୁଛୁ । ଏହି ପବିତ୍ର ଶ୍ରାବଣ ମାସ ରେ ଆପଣ ମାନେ ଭୁଲ ରେ ବି କରନ୍ତୁ ନାହିଁ ଏହି ସବୁ କାମ ଶ୍ରାବଣ ମାସ କୁ ଖୁବ୍ ପବିତ୍ର ବୋଲି ଶାସ୍ତ୍ର ରେ ଉଲ୍ଲେଖ କରା ଜାଇଛି । ଧାର୍ମିକ ମାସ ଅନୁସାରେ ଏହି ମାସ ଟି ଭଗବାନ ଶିବ ଙ୍କୁ ସମର୍ପିତ ଅଟେ । ଆପଣ ମାନେ ୟଦି ନିଜର ମନସ୍କାମନା ପୂର୍ଣ୍ଣ କରିବା ପାଇଁ ଚାହାଁନ୍ତି ତେବେ ଆପଣ ମାନେ ଏହି ମାସ ର ସୋମବାର ରେ ବ୍ରତ ରଖିବା ସହିତ ଯଦି ଆପଣ ମାନେ କାଉଡୀ ଯାତ୍ରା ରେ ଭାଗ ନିଅନ୍ତୁ ତେବେ ଆପଣ ମାନଙ୍କୁ ନିଶ୍ଚିତ ଭାବେ ଶୁଭ ଫଳ ମିଳି ଥାଏ । ହେଲେ ଏମିତି ବି କିଛି କାର୍ଯ୍ୟ ରହିଛି ଜାହାକୁ ଏହି ପବିତ୍ର ଶ୍ରାବଣ ମାସ ରେ କରିବା ଉଚିତ୍ ନୁହେଁ ଆମେ ଆଜି ଆପଣ ମାନଙ୍କୁ ସେହି ସବୁ ବିଷୟ ରେ ସଂମ୍ପର୍ଣ୍ମ ଭାବେ କହିବା ପାଇଁ ଚାହିଁବୁ । ଏହି କାର୍ଯ୍ୟ କରିଲେ ଆପଣ ମାନଙ୍କୁ ଶାରିରୀକ ଏବଂ ଆର୍ଥିକ ଅସୁବିଧା ହୋଇ ଥାଏ ତେବେ ଆସନ୍ତୁ ଜାଣି ନେବା ।

ବନ୍ଧୁଗଣ ପ୍ରଥମେ ହେଲା ଏହି ମାସ ରେ କେବେ ବି ମଦ ମାସଂ ର ସେବନ ଉଚିତ୍ ନୁହେଁ । ଏହି ମସ ରେ ବିବାହ ପରି ଶୁଭ କାର୍ଯ୍ୟ କରିବା ଅନୁଚିତ ଅଟେ ଏହା ଛଡା ବ୍ରହ୍ମ ଚର୍ଯ୍ୟ ର ପାଳନ କରିବା ଉଚିତ୍ ହୋଇ ଥାଏ । ଏହି ମାସ ରେ କେବେ ବି ଶରୀରରେ ତେଲ ଲଗେଇବା ଉଚିତି୍ ନୁହେଁ । ଏହା ଛଡା କଂସା ବାସନ ରେ ବ ଖାଦ୍ୟ ଖାଇବା କେବେବି ଉଚିତ୍ ନୁେହଁ । ଏହି ସମୟରେ ଶିବ ଲିଙ୍ଗ ଉପରେ ହଳଦୀ ଚଢେଇବା ଉଚିତ୍ ହୋଇ ନ ଥାଏ । ଏହି ମାସ ରେ କ୍ଷୀର ର ସେବନ ଭଲ ନୁହେଁ । ଏହି ଶ୍ରାବଣ ମାସ ରେ କେବେ ବି ଦିନ ରେ ଶୋଇବା ଉଚିତ୍ ହୋଇ ନ ଥାଏ । ସେହି ପରି ଏହି ମାସ ରେ କେବେ ବି ଆପଣ ମାନଙ୍କୁ ବାଇଗଣ ଖାଇବା ଉଛିତ୍ ହୋଇ ନ ଥାଏ । ବନ୍ଧୁଗଣ ଯଦି ଶ୍ରାବଣ ମାସ ରେ ଆପଣ ମାନଙ୍କ ଘର ସାମ୍ନା କୁ ସଣ୍ଢ ଆସି ଥାଏ ।

ତେବେ ତାହାକୁ ପିଟି ଘୋଡେଇବା ପରିବର୍ତେ ଆପଣ ମାନେ ତାହାକୁ କିଛି ଖାଦ୍ୟ ଦେବା ଆବଶ୍ୟକ ହୋଇ ଥାଏ । ସେହି ପରି ଏହି ମାସ ରେ ଆପଣ ମାନେ କେବେ ବି ଶିବ ଭକ୍ତ ମାନଙ୍କର ଅପମାନ କେବେ ବି କରନ୍ତୁ ନାହିଁ । ଏହି ମାସ ରେ କ୍ରୋଧ ରେ କାହାକୁ କିଛି କୁହନ୍ତୁ ନାହିଁ ଏବଂ ବୟସ୍କ ବ୍ୟକ୍ତି ଙ୍କର ସମ୍ମାନ କରନ୍ତୁ । ଏହି ସମୟ ରେ ଜିବନ ସାଥି ଙ୍କ ସହିତ ବାଦ ବିବାଦ କରିବା ଭଲ ନୁହେଁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *