ଶୋଇବା ସମୟରେ କରନ୍ତୁ ନାହିଁ ଏହି 4 ଟି ଭୁଲ , ନ ହେଲେ ହୋଇଯିବେ କାଙ୍ଗାଳ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବାସ୍ତୁ ହିସାବରେ ଆପଣ ମାନେ କେବେ ବି ଶୋଇବା ସମୟ ରେ ଏମିତି ଭୁଲ କରନ୍ତୁ ନାହିଁ ଯେଉଁ ଥି୍ରେ ଆପଣ ମାନଙ୍କ ପିଛା କେବେ ବି ଦାରିଦ୍ରତା ଛାଡିବ ନାହିଁ । କେତେ ଥର ମଣିଷ ଏମିତି ଛୋଟ ଛୋଟ ଭୁଲ ପାଇଁ ସେମାନଙ୍କୁ ପରେ ପସ୍ତେଇବା ପାଇଁ ପଡେ ତେବେ ସେମିତି ଭୁଲ ଆପଣ ମାନେ କେବେ କରନ୍ତୁ ନାହିଁ ଆମେ ଆଜି ଆପଣ ମାନଙ୍କୁ ସେହି ସବୁ ଭୁଲ ବିଷୟ ରେ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ ।

sleep3

ଏହି ଭୁଲ ମଧ୍ୟ ରୁ ପ୍ରଥମ ଭୁଲ ଟି ହେଲା ବ୍ୟକ୍ତି ଙ୍କୁ କେବେ ବି ଶୋଇବା ସମୟ ରେ ନିଜ ମୁଣ୍ଡ ପାଖରେ ଜୋତା ବା ଚପଲ ରଖି ଶୋଇବା କଥା ନୁହେଁ । ବାସ୍ତୁ ଶାସ୍ତ୍ର ଅନୁସାରେ ଏହା ବହୁତ ବଡ ଭୁଲ ହୋଇ ଥାଏ । ଜାହା ଫଳ ରେ ଘର ଏବଂ ପରିବାର ରେ ବହୁତ ସମସ୍ୟା ବଢି ଥାଏ । ଏବଂ ଘରୁ ଲକ୍ଷ୍ମୀ ଛାଡି ଜାଇ ଥାନ୍ତୁି

ସେହି ପରି ଦୁଇ ନମ୍ବର ରେ କେବେ ସୋଇବା ସମୟ ରେ ନିଜର ତକିଆ ତଳେ ନିଜର ପର୍ସ କୁ ରଖି ଶୋଇବା କଥା ନୁହେଁ ଏମିତି ହେଲେ ମାତା ଲକ୍ଷ୍ମୀ ଙ୍କ କୋପ ଆପଣ ମାନଙ୍କ ଉପରେ ପଡି ଥାଏ ଏମିତି ହେଲେ ଆପଣ ମାନଙ୍କ ଘରୁ ମାତା ଲକ୍ଷ୍ମୀ ବାହାରି ଜାଇ ଥାନ୍ତି । ଏହି କଥା ର ଉଲ୍ଲେଖ ମଧ୍ୟ ରହିଛି ବାସ୍ତୁ ଶାସ୍ତ୍ର ରେ

sleep2

ସେହି ପରି ତିନି ରେ ବାସ୍ତୁ ଶାସ୍ତ୍ର ରେ ଏହି କଥା ର ବି ଉଲ୍ଲେଖ ରହିଛି କି ଶୋଇବା ସମୟ ରେ କେବେ ବି ସୁନା ବା ଚାନ୍ଦି ର ବ୍ୟବହାର କରିବା କଥା ନୁହେଁ ବା କେବେ ବି ଆମକୁ ଏହି ସବୁ ଜିନିଷ କୁ ନିଜର ମୁଣ୍ଡ ପାଖରେ ରଖି ଶୋଇବା କଥା ନୁହେଁ । ସେହି ପରି ଚାରି ରେ ଏହି କଥା ର ଉଲ୍ଳେଖ ରହିଛି କି ଶୋଇବା ସମୟ ରେ ମୁଣ୍ଡ ପାଖରେ କୈଣସି ବି ଧାତୁ ରେ ତିଆରି ଚାବି କି କୈଣଣସି ଅନ୍ୟ ପଦାର୍ଥ ଯେମିତି ଘଡୀ ଆଦି କୁ କେବେ ବି ରଖିବା କଥା ନୁହେଁ । ଏହା ଦ୍ୱାରା ଘର ର ଆର୍ଥିକ ହାନୀ ହୋଇ ଥାଏ ।

sleeping-style

ସାଧାରଣ ଭାବେ ଆପଣ ମାନେ ଏହି ସବୁ ଭୁଲ କୁ ସୋଇବା ସମୟ ରେ ନିଶ୍ଚିତ ଭାବେ କେବେ ନା କେବେ କରି ଦେଇ ଥାନ୍ତି ହେଲେ ଏମିତି କରିବା ଆପଣ ମାନଙ୍କ ପାଇଁ ପସ୍ତେଇବା ପାଇଁ ପଡି ପାରେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *