ଏହିଁ ୩ଟି କାମ କରିଦିଅ ଝିଅ ତୁମକୁ ନିଜେ ଆସି ଭଲ ପାଇବ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । କଣ ଆପଣ ଚାହାଁଁନ୍ତି କି ଯେଉଁ ଝିଅ କୁ ଆପଣ ଭଲ ପାଆନ୍ତି ସେ ବି ଆପଣଙ୍କୁ ପାଗଳ ପରି ଭଲ ପାଉ । କେବଳ ସେହିଥି ପାଇଁ ଆମେ ଆଜି ଆପଣ ମାନଙ୍କୁ ଏମିତି କିଛି ଉପାୟ ବିଷୟ ରେ କହିବା ପାଇଁ ଯାଉଛୁ ଜାହାକୁ ପ୍ରୟୋଗ କରିବା ଦ୍ୱାରା ଝିଅ ଆପଣ ମାନଙ୍କୁ ନିଶ୍ଚିତ ଭାବେ ଚାହିଁବ । ଏବଂ ସେ ନିଜ ପଟରୁ ଆପଣ ମାନଙ୍କୁ ପଟେଇବା ପାଇଁ ଚେଷ୍ଟା କରିବ । ତେବେ ଆସନ୍ତୁ ଜାଣି ନେବା । ପ୍ରଥମେ ଆପଣ ମାନେ ଝିଅ କୁ ଇମ୍ପ୍ରେସ୍ କରନ୍ତୁ ନାହିଁ ବେଳେ ଏମିତି ହୋଇ ଥାଏ ଆମେ ଯେଉଁ କାମ କୁ ହାସଲ କରିବା ପାଇଁ ଚାହେଁ ତାହା ହାସଲ ହୋଇ ନ ଥାଏ। ହେଲେ ଯେଉଁ କାମ ଆମେ ନ କରିବା ପାଇଁ ଚାହେଁ ସେହି କାମ ହୋଇ ଥାଏ ।ତେବେ ଆଜିର ଝିଅ ମାନେ ବହୁତ ଚାଲାଖ୍ ଅଟନ୍ତି ତେବେ ଝିଅ ମାନଙ୍କୁ କିଏ ପଟେଇଇବା ପାଇଁ ଚାହେଁ ସେମାନେ ଜାଣି ପାରି ଥାନ୍ତି ।

ତେଣୁ ଯେଉଁ ମାନେ ଏମିତି କରନ୍ତି ସେମାନଙ୍କ ଠାରୁ ଝିଅ ମାନେ ଦୂରେଇ ଜାଇ ଥାନ୍ତି । ହେଲେ ସେମିତି ବେଳେ ଝିଅ ଯଦି ଜାଣିବ କି ଆପଣ ତାହାର ତାରିଫ୍ କରୁଛନ୍ତି ଏବଂ ତାଙ୍କର କେୟାର କରୁଛନ୍ତି ହେଲେ ତାଙ୍କୁ ପଟେଇବା ପାଇଁ ମୋଟେ ବି ଚେଷ୍ଟା କରୁ ନାହାଁନ୍ତି ତେବେ ସେ ନିଜ ତରଫ ରୁ ସେ ନିଜେ ପଟେଇବା ପାଇଁ ଚେଷ୍ଟା କରିବ । ଦୁଇ ନମ୍ବର ରେ ଆପଣ ମାନେ ସବୁ ଝିଅ ସହିତ ମିଶିବା ପାଇଁ ଚେଷ୍ଟା କରନ୍ତୁ । ଯେମମିତି କି ଯେଉଁ ଦୋକାନ ରେ ଗ୍ରାହକ ସଂଖ୍ଯା ବେଶୀ ସେଠାକୁ ସବୁ ଲୋକ ମାନେ ଯିବାକୁ ପସନ୍ଦ କରନ୍ତି ତେଣୁ ଏହି ଫେକ୍ଟ ରେ ଆପଣ ମାନଙ୍କ ପାଖକୁ ନିଜର ପାର୍ଟନର ନିଜେ ଦୈଡି କରି ଆସିବ ।

ତିନି ନମ୍ବର ରେ ରହିଛି ଆପଣ ମାନେ ନିଜର ପାର୍ଟନର ଙ୍କୁ କିଛି ବି ସ୍ପେସିଆଲ ଫିଲ୍ କରେଇବା ଆବଶ୍ୟକ ଅଟେ । କିଛି ଏମିତି କରନ୍ତୁ ଯେଉଁ ଥିରେ ୱତାଙ୍କର ମନ ପରିବର୍ତନ ହେବ ଏବଂ ସେମାନେ ଆପଣଙ୍କ ବିଷୟ ରେ ସ୍ପେସିଆଲ ଫିଲ୍ କରିବେ ଆପଣଙ୍କ ପ୍ରତି ସେମାନଙ୍କର ପ୍ରେମ ବଢିିବ ଏବଂ ସେ ନିଜେ ତାଙ୍କୁ ଆଡୁ ଆପଣଙ୍କ ପାଖକୁ ଦୈଡି କରି ଆସିବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *