ପ୍ରେମର ପିଚ୍ ରେ ଧୋନୀ ଜୋଡିଛନ୍ତି ବହୁତ ଚୈକା ଛକ୍କା । ଏହି ଅଭିନେତ୍ରୀଙ୍କ ସହିତ ରହିଛି ଆଫାୟାର ।

dhoni

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆପଣ ମାନେ ଯଦି ଜଣେ କ୍ରିକେଟ ପ୍ରେମୀ ତେବେ ମହେନ୍ଦ୍ର ସିହଂ ଧୋନୀ ଙ୍କୁ ପଡିଆ ରେ ଚୈକା ଛକ୍କା ବର୍ଷା କରୁ ଥିବାର ଆପଣ ମାନେ ନିଶ୍ଚିତ ଭାବେ ଦେଖି ଥିବେ । ହେଲେ କଣ ଆପଣ ମାନେ ଜାଣନ୍ତି ପ୍ରେମ ର ପିଚ୍ ରେ ବି ସେ ବହୁତ ଚୈକା ଛକ୍କା ମାରି ସାରିଛନ୍ତି ବୋଲି । ତେବେ ଆମେ ଆଜି ଆପଣ ମାନଙ୍କୁ ଧୋନୀ ଙ୍କ ଆଜି ପର୍ଯ୍ୟନ୍ତ ର ଆଫାୟାର ବିଷୟ ରେ କହିବା ପାଇଁ ଚାହିଁବୁ ।

ସ୍ୱାତୀ ।

ମହେନ୍ଦ୍ର ସିହଂ ଧୋନୀ ଗୋଟିଏ ଇଭେଣ୍ଟରେ ଖୋଲାସା କରି ଥିଲେ କି ତାଙ୍କର ପ୍ରଥମ ସାଙ୍ଗ ଙ୍କ ନାମ ସ୍ୱାତୀ ଅଟେ । ଏବଂ ସେ +2 ସମୟ ରେ ତାଙ୍କୁ ଦେଖା ହୋଇ ଥିଲେ । ସେହି ସମୟ ରେ ସ୍ୱାତୀ ତାଙ୍କୁ ବହୁତ ଭଲ ଲାଗୁ ଥିଲେ । ହେଲେ ପ୍ରେମ କିଛି ଦିନ ଗଲା ପରେ ଆଉ ଚାସି ପାରିଲା ନାହିଁ କାରଣ ସେ ନିଜର କେରିଅର ରେ ବ୍ୟସ୍ତ ରହିଲେ ।

dhoni1

ପ୍ରିୟଙ୍କା ଝା ।

ମହେନ୍ଦ୍ର ସିହଂ ଧୋନୀ ଙ୍କ ବାୟପିକ୍ ରେ ପ୍ରିୟଙ୍କା ଝା ନାମକ ଯୁବତୀ ଙ୍କ ବିଷୟ ରେ କୁୁହା ଜାଇଛି । ଜାହାର ରୋଲ ଦିସା ପାଟାନୀ କରି ଥିଲେ । ପ୍ରିୟଙ୍କା ଝା ଙ୍କ ସହିତ ଧୋନୀ ବହୁତ ସିରିଏସ ଥିଲେ । ହେଲେ ସେମାନଙ୍କ ପ୍ରେମ ବି ଠିକଣା ସ୍ଥାନ ରେ ପହଁଚି ପାରି ନ ଥିଲା । କାରଣ ପ୍ରିୟଙ୍କା ଝା ଙ୍କ ମୃତ୍ୟୁ ଗୋଟିଏ କାର ଏକ୍ସିଡେଣ୍ଟ ରେ ହୋଇ ଥିଲା ।

ଦିପିକା ପାଦୁକୋନ ।

dhoni2

ସେହି ସମୟରେ ଦିପିକା ପାଦୁକୋନ ଙ୍କ ନାମ ଯୁବରାଜ ଙ୍କ ପରେ ଧୋନୀ ଙ୍କ ନାମ ରେ ଜୋଡିବା ପାଇଁ ଲାଗି ଥିଲା । କାରଣ ସେହି ସମୟ ରେ ଦିପିକା ଏବଂ ଧୋନୀ ଏକା ସଂଙ୍ଗେ ବହୁତ ସ୍ଥାନ ରେ ବୁଲିବା ଏବଂ ଷ୍ଟେଜ୍ ସେୟାର କରିବା ଦେଖିବା ପାଇଁ ମିଳିଥିଲା  । ହେଲେ ଏହି ସମ୍ପର୍କ କେତେ ସତ ଓ କେତ ମିଛ ଥିଲା ତାହା ଆଜି ପର୍ଜ୍ୟନ୍ତ ଜଣା ପଡି ନାହିଁ

ରାୟ ଲକ୍ଷ୍ମୀ

dhoni3

ସେହି ପରି ଭାବେ ମେହନ୍ଦ୍ର ସିହଂ ଧୋନୀ ଙ୍କ ନାମ ରାୟ ଲକ୍ଷ୍ମୀ ଙ୍କ ନାମ ସହିତ ଯୋଡୀ ସାରିଛି । 2008 ର IPL ସମୟ ରେ ଏମାନେ ଡେଟ୍ କରୁ ଥିଲେ ବୋଲି ଖବର ମିଳି ଥିଲା । ହେଲେ 2009 ମସିହା ପରଠୁ ଏହି ଯୋଡିଙ୍କୁ ଆଉ ଏକାଠି ଦେଖିବାକୁ ମିଳିଲାନି ,

ଅସିନ୍ ।

dhoni4

ବଲିଉଡ ର ସୁନ୍ଦରୀ ଅଭିନେତ୍ରୀ ମଧ୍ୟ ରୁ ଅସିନ୍ ବି ରହିଛନ୍ତି । ଏବଂ ତାଙ୍କର ନାମ ବି ଧୋନୀ ଙ୍କ ସହିତ ଯୋଡି ହୋଇ ସାରିଛି । କାରଣ 2010 ରେ ଏକା ସଂଙ୍ଗେ ଧୋନୀ ଏବଂ ଅସିନ୍ ଗୋଟିଏ ବିଜ୍ଞ୍ୟାପନ ରେ କାମ କରି ଥିଲେ । ସେହି ସମୟ ରେ ସେମାନଙ୍କ ଆଫାୟର ବିଷୟ ରେ ସବୁ ଆଡେ ଚର୍ଚ୍ଚା ଲାଗି ରହି ଥିଲା । ସେହି ପରି 2010 ର ସେମିଫାଇଲାନ୍ ରେ ଦୁହିଁ ଙ୍କୁ ଏକା ସଂଙ୍ଗେ ଡିନ୍ନର ଡେଟ୍ ରେ ବି ଦେଖିିବା ପାଇଁ ମିଳି ଥିଲା । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *