ଦୀପା ସାହୁଙ୍କ ସଂଘର୍ଷ ମୟ କାହାଣୀ , ପଢିଲେ ଆଖିରେ ଲୁହ ଆସିଜିବ

deepasahh

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଲବମ୍ ଜଗତର ଅଭିନେତ୍ରୀ ବା ଦିପା ସାହୁ ଏବେ କର୍କଟ ରୋଗ ରେ ପୀଡିତ ରହି ଥିବା ବେଳେ ମାତ୍ର 38 ବର୍ଷ ବୟସ ରେ ହିଁ ସେ ଜିବନ ଯୁଦ୍ଧରେ ହାରି ଜାଇଛନ୍ତି । ତେବେ ଅଭିନେତ୍ରୀ ଦିପା ସାହୁ ଢେଙ୍ଗାନାଳ ଜିଲ୍ଲା ର ସଦର ର ବାଲୁମ୍ବା ଗ୍ରାମ ରେ ଜନ୍ମ ନେଇ ଥିଲେ । 1985 ମସିହା ରେ ମାଁ ସ୍ୱର୍ଗତା ମଞୁଲତା ସୀହୁ । ପିଲା ବେଳେ ଢେଙ୍କାନାଳ ସ୍ଥିତ ବାଳିକା ବିଦ୍ୟାଳୟ ରେ ପଢୁ ଥିଲେ । ସେ ଛୋଟ ବେଳୁ ହିଁ ଓଡିଶୀୀ ନୃତ୍ୟରେ ରୁଚି ରଖି ଥିଲେ ।

dipa

ଦିପା ଙ୍କୁ 16 ବର୍ଷ ହୋଇ ଥିଲା ମା କର୍କଟ ରୋଗରେ ମୃତ୍ୟୁ ବରଣ କରି ଥିଲେ । ଏବଂ ନିଜର ଲକ୍ଷକୁ ହାସଲ କରିବା ପାଇଁ ସେ କେବେ ବି ପଛ ଘୁଞ୍ଚା ଦେଇ ନ ଥିଲେ । ଏବଂ ପରେ ସେ 1996 ରେ ସେ ଆଲବମ୍ ଦୁନିଆ ରେ ପାଦ ଦେଇ ଥିଲେ ଏବଂ ତାଙ୍କର ପ୍ରଥମ ଆଲବମ୍ ହେଲା ତୋର କୃଷ୍ଣ ଚଡା ରଙ୍ଗ ର ନାଲି ଓଢଣୀ । ଏବଂ ସେହି ଆଲବମ୍ ହିଟ୍ ହେବା ପରେ ସେ ରାତା ରାତି ଷ୍ଚାର ହୋଇ ଜାଇ ଥିଲେ । ଏବଂ ପରେ ସେ ଅଧିକ ଆଲବମ୍ ରେ ୍ଭିନୟ କରିବା ସହିତ ଧାରାବାହୀକ ରେ ବି ଅଭିନୟ କରିବା ପାଇଁ ଲାଗି ଥିଲେ ।

ସେହି ପରି ତାଙ୍କର ଫିଲ୍ମ ମଧ୍ୟ ରୁ ନାରୀ ଆଖି ରେ ନଆଁ ସୁନା ଚଢେଇ ତୁ ରୂପା ଚଢେଇ ସହିତ ବହୁ ଟେଲି ଧାରାବାହୀକ ବି ଅଭିନୟ କରିଛନ୍ତି । ଏବଂ ସେମିତି ମଧ୍ୟ ରେ ମୈରୁଣୀ ଦତ୍ତ କୁ ବିବାହ କରି ଥିଲେ । ଏବଂ ବର୍ତମାନ ସମୟ ରେ ତାଙ୍କର 11 ବର୍ଷ ର ଝିଅ ଟିଏ ରହିଛି । ସେମିତି ବର୍ତମାନ ସମୟ ରେ ସେ ବହୁତ ଝୁରୁ ଥିବା ବେଳେ ତାଙ୍କର ମୃତ୍ୟୁ ପରେ ସିନେ ଜଗତ ର ପ୍ରଶଂସକ ମାନେ ।

dipa2

ଦିପା ଙ୍କ ଜନ୍ମ ସ୍ଥାନ ଢେଙ୍କାନାଳ । ଏବଂ ବର୍ତମାନ ସମୟ ରେ ମାଆ ଙ୍କ ମୃତ୍ୟୁ ପରେ କମ୍ ବୟସରେ ଚାଲି ଗଲା ଦିପା ଙ୍କ ଜିବନ ହେଲେ ଏବେ ଝୁରୁଛି ଦିପା ଙ୍କୁ ଅପେକ୍ଷା କରି ତାଙ୍କର ଛୋଟ ଝିଅ ଟିଏ । ସେହି ପରି ଭାବେ ବର୍ତମାନ ସମୟ ରେ ଦିପା ଙ୍କୁ ସାରା ଢେଙ୍କାନାଳ ବି ଝୁରିବାରେ ଲାଗିଛି । ଆପଣ ମାନେ ତାଙ୍କୁ କେତେ ପରିମାଣ ରେ ପସନ୍ଦ କରୁ ଥିଲେ ଆମକୁ ନିଶ୍ଚିତ ଭାବେ କମେଣ୍ଟ କରିବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *