ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ନିଶ୍ଚିତ ଭାବେ ଜାଣି ଥିବେ କି ବର୍ତମାନ ସମୟ ରେ ଭାରତ ଚାଇନା ର 59 ଟି ଆପ୍ଲି୍କେସନ ବ୍ୟନ୍ କରି ଦେଇଛି । ଏବଂ ବର୍ତମାନ ସମୟ ରେ ଇଣ୍ଡିଆନ ମାନେ କୈଣସି ବି ଚାଇନା ଆପ୍ କୁ ବ୍ୟବହାର କରୁ ନାହାଁନ୍ତି । ଏବଂ ଯେଇଁ ମାନଙ୍କ ମୋବାଇଲ ରେ ବି ରହିଛି ସେମାନେ ଅନ ଇନଷ୍ଟୋଲ ବି କରି ଦେଉଛନ୍ତି ହେଲେ ଆମେ ଆପଣ ମାନଙ୍କୁ ଗୋଟିଏ କଥା କହିବୁ ଯଦି ଆପଣ ମାନେ ସେହି ଆପ୍ଲିକେସନ କୁ ସଠିକ୍ ଭାବେ ଅନଇନଷ୍ଟୋଲ କରୁ ନ ଥିବେ ତେବେ ଆପଣ ଙ୍କ ମୋବାଇର ରେ ତାର ସବୁ କଚରା ସେମିତି ହିଁ ପଡି ରହିବ । ଏବଂ ସେହି ଥିରେ କୈଣସି ବି ମାଲୱିଆର ରହିଗଲା ତେବେ ସେ ବି ଆପଣଙ୍କ ଡାଟା ଚୋରୀ କରିବ ।
ତେବେ ଆମେ ଆଜି ଆପଣ ମାନଙ୍କୁ କହିବୁ କି କୈଣସି ଆପ୍ଲିକେସନ କୁ କେମିତି ଅନ ଇନଷ୍ଟୋଲ କରିବେ । ତେବେ ଆସନ୍ତୁ ଜାଣି ନେବା । ଆପଣ ମାନଙ୍କୁ କୈଣସି ବି ଆପ୍ଲିକେସନ କୁ ଅନ ଇନଷ୍ଟୋଲ କରିିବା ପୂର୍ବ ରୁ ସେହି ମୋବାଇଲ ର ସେଟିଂ କୁ ଯିବେ ଏବଂ ସେଠାରେ ଆପ୍ସ ଲେଖି ଥିବା ଅଫସନ ରେ କ୍ଲିକ କରିବେ । ଏବଂ ଏହା ପରେ ଆପଣ ମାନଙ୍କ ପାଖରେ ଯେଉଁ ଚାଇନା ଆପ୍ ରହିଛି ସେହି ଆପ୍ କୁ କୋଜନ୍ତୁ । ଏବଂ ସେଠାରେ ଅପନ କରି ପ୍ରଥମେ ଆପଣ ମାନେ ତାର କେଚ୍ କୁ କ୍ଲିୟର କରିବେ । ଏହା ପରେ ସବୁ ଡାଟା କୁ କ୍ଲିୟର କରନ୍ତୁ । ଏବଂ ଏହା ପରେ ଆପଣ ମାନେ ସିମ୍ପଲ ଭାବେ ଅନ ଇନଷ୍ଟୋଲ ଅଫସନ ରେ କ୍ଲିକ୍ କରି ଅନ ଇନଷ୍ଟୋଲ କରନ୍ତୁ ।
ଏହା ପରେ ଆପଣ ମାନଙ୍କ ଫାଇଲ ମେନେଜର କୁ ଯିବାର ରହିଛି ଏବଂ ସେଠାରେ ସେଟିଂ କୁ ଜାଇ ସୋ ହିଡେନ୍ ଫାଇଲ କୁ ଆନେବୁଲ କରନ୍ତୁ ଏବଂ ପରେ ଯେତେ ସବୁ ଡଟ୍ ଫାଇଲ ରହି ଥିବ ଆପଣ ମାନେ ସେଠାରେ ନିଶ୍ଚିତ ଭାବେ ସବୁ ଗୁଡିକୁ ଡିଲିଟ୍ କରି ଦିଅନ୍ତୁ ଜାହା ଫଳ ରେ ଆପଣ ମାନଙ୍କ ମୋବାଇଲ କୁ ମାଲୱିଆର ର ଭୟ ରହିବ ନାହିଁ । ଏବଂ ଡାଟା ଚୋରୀ ହେବାର ବି ଭୟ ରହିବ ନାହିଁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।