ସିସିଟିଭି ଫୁଟେଜ୍ ରୁ ମିଳିଲା ମାନବ ପ୍ରେମୀ ‘ଆଦିତ୍ୟ’ଙ୍କ ସବୁ ତଥ୍ୟ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆଦିତ୍ୟ ଦାସ୍ ଙ୍କ ମୃୃତ୍ୟୁ ମାମଲା ରେ ପୋଲିସ କୁ ମିଳିଲା CCTV ଫୁଟେଜ୍ । ବର୍ତମାନ ସମୟ ରେ ଏହାକୁ ନେଇ ତଦନ୍ତ ଜାରୀ ରହିଛି । ସେମିତି ରେ ସମାଜ ସେବୀ ଆଦିତ୍ୟ ଦାସ୍ ଙ୍କ ମୃତ୍ୟୁ ମାମଲା ରେ ଏବେ ଗୋଟିଏ ପରେ ଗୋଟିଏ ରହସ୍ୟ ପଦାକୁ ଆସୁଛି । ଏହି ମଧ୍ୟ ରେ ମଙ୍ଗଳବାର ଦିନ ଜିଆର୍ପି ପୋଲିସ କୁ କିଛି CCTV ଫୁଟେଜ୍ ମିଳିଛି । ତେବେ ସେହି CCTV ଫୁଟେଜ ଅନୁସାରେ ଆଦିତ୍ୟ ଦାସ୍ ନିଜେ ଲିଙ୍ଗରାଜ ଷ୍ଟେସନ ଆଡକୁ ଚାଲି ଚାଲି ଯାଉ ଥିବାର ଦେଖିବା ପାଇଁ ମିଳିଛି । ଏବଂ ଏହି ଫୁଟେଜ୍ ଅନୁସାରେ ପୋଲିସ କୁ ତଦନ୍ତ କରିବା ପାଇଁ ସହଜ ହେବ ବୋଲି କୁହା ଜାଇଛି ।

ସେହି ପରି ବେଳେ ଅନ୍ୟ ପଟ ରେ ସେହି ଦିନ ରାତି ରେ ପୁରୁତ୍ତମ ଏକ୍ସପ୍ରେସ୍ ସହିତ ଧକ୍କା ହୋଇ ଥିବାର ପୋଲିସ ସନ୍ଧେହ କରୁଛି । ଏହି ମାମଲା ରେ ପୋଲିସ୍ ବର୍ତମାନ ସୁଧା 20 ରୁ ଅଧିକ ଲୋକ ମାନଙ୍କୁ ଜେରା ମଧ୍ୟ କରିଛି । ହେଲେ ଏହା ହତ୍ୟା କି ଆତ୍ମହତ୍ୟା ଏବେ ଯାଏ ସ୍ଥିର ହୋଇ ନାହିଁ । ପୋଷ୍ଟମଟମ୍ ରିପୋର୍ଟ ରୁ ଜଣା ପଡିଛି କି ତାଙ୍କର ଟ୍ରେନ ସହିତ ଧକ୍କା ହେବାକୁ ତାଙ୍କର ମୃତ୍ୟୁ ହୋଇଛି ହେଲେ ତାଙ୍କର ପରିବାର ଏବଂ ତାଙ୍କର ପତ୍ନୀ ଏହାକୁ ମାନିବା ପାଇଁ ପ୍ରସ୍ତୁତ ନୁହେଁ

ସେହି କହିବା ଅନୁସାରେ ଏହା ଏକ ସଢଯନ୍ତ୍ର କାରୀ ହତ୍ୟା ଅଟେ । ବନ୍ଧୁଗଣ ଗତ ଜୁଲାଇ 7 ତାରିଖ ରେ ରେଳ ଧାରଣା ରି ସମାଜ ସେବୀ ଆଦିତ୍ୟ ଦାସ୍ ଙ୍କ ମୃତ ଦେହ ଉଧାର ହୋଇ ଥିଲା । ହେଲେ ଏହି ଘଟଣା କୁ ସପ୍ତାହେ ପୁରି ଜାଇ ଥିଲେ ମଧ୍ୟ ପୋଲିସ ଏବେ ଯାଏ କହି ପାରି ନାହିଁ କି ଏହା ହତ୍ୟା କି ଆତ୍ମହତ୍ୟା ।

ତେବେ ସୋସିଆଲ ମିଡ଼ିଆ ରେ ଖୁବ୍ ଫେମସ୍ ରହି ଥିବା ଆଦିତ୍ୟ ଦାସ୍ ଙ୍କ ପ୍ରଶଂସକ ମାନେ ଏବେ ଏହି କଥା କୁ ମାନିବାରୁ ସଂମ୍ପର୍ଣ୍ଣ ଭାବେ ମନା କରି ଦେଇଛନ୍ତି କି ଆଦିତ୍ୟ ଦାସ୍ ନିଜେ ଆତ୍ମହତ୍ୟା କରିଛନ୍ତି ବୋଲି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *