ସିସିଟିଭି ଖୋଲିଲା ରହସ୍ୟ , ସେଦିନ ବିଦ୍ୟାଶ୍ରୀ କରିଥିଲେ ଏମିତି ସାଙ୍ଘାତିକ କାମ

adii

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ମାନବ ପ୍ରେମୀ ଆଦିତ୍ୟ ଦାସ୍ ଙ୍କ ମୃତ୍ୟୁ ର ରହସ୍ୟ ଖୋଲିବ ସ୍ମାର୍ଟ ସିଟି CCTV ଏମିତି ରେ ଏହି ଦିନ ରେ ଆଦିତ୍ୟ ଙ୍କ ଘର ଠାରୁ ଲିଙ୍ଗ ରାଜ ଷ୍ଟେସନ ଯାଏ ଯେତେ ସବୁ ସିସିଟିଭି କୁ ସଂମ୍ପର୍ଣ୍ଣ ଭାବେ ଜାଞ୍ଚ କରିବ ରେଳ ବାଇ ପୋଲିସ୍ । କଣ ହୋଇ ଥିଲା ସେହି ଦିନ ରାତି ରେ ସେହି ପରି ପୋଲିସ୍ ଏହି ସବୁ ର ଖୋଳତାଳ କରିବା ପାଇଁ ଜାଇ କରି ଯେତେ ସବୁ ଦୋକାନ ଘର ଏବଂ ଅଫିସ୍ ରାସ୍ତା ର ସିସିଟିଭି କୁ ସଂମ୍ପର୍ଣ୍ଣ ଭାବେ ଚେକ୍ କରିବ ବୋଲି ଜଣା ପଡିଛି । ଏବଂ କାଲି ଫୁଟେଜ୍ ଆସି ପହଁଚିବ । ଏବଂ ଏହା ପରେ ଜଣା ପଡିବ କି ଆଦିତ୍ୟ ଏକା ଷ୍ଟେସନ ଜାଇ ଥିଲେ ନା ତାଙ୍କୁ କେହି ନେଇ କରି ଜାଇ ଥିଲେ ।

adii

ସେହି ପରି ବିସ୍ତୃତ ଘଟଣାରୁ ଜଣା ପଡିଛି କି ପୁରୁଷତ୍ତମ ଏକ୍ସପ୍ରେସ୍ ଦ୍ୱାର ଏହି ଆତ୍ମହତ୍ୟା ହୋଇ ଥାଇ ପାରେ । ସେହି ପରି କ୍ଷେତ୍ର ରେ ଏହି କଥା ବି ବର୍ତମନ ସମୟ ରେ ସଂନ୍ଧେହ ସୃଷ୍ଟି କରୁଛି କି କେବଳ 5 ପର୍ସେଣ୍ଟ ଚାର୍ଜ ରେ ବିଦ୍ୟାଶ୍ରୀ ନିଜ ମୋବାଇଲ ରେ ଆଦିତ୍ୟ ଙ୍କ ମୃତ ଦେହ ର ଫୋଟ ଉଠେଇ ଛନ୍ତି । ଏବଂ ଏହା ପରେ ତାଙ୍କର ମୋବାଇଲ ସୁଇଚ୍ ଅଫ୍ ହୋଇ ଗଲା । ତେବେ ଏମିତି ରେ ଆଦିତ୍ୟ ଛୋଟ ଛୋଟ କଥା ରେ ସେ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ଭିଡ଼ିଓ ଛାଡନ୍ତି ହେଲେ ଏମିତି ରେ ମୃତ୍ୟୁ ସମୟ ରେ ସେ କଣ ପାଇଁ ସୁସାଇଟ ନୋର୍ଟ ଲେଖି ଥିଲେ । ଏହା ବି ବର୍ତମାନ ସମୟ ରେ ସସ୍ପେନ୍ସ ରହିଛି ।

ସେ ଜାହାବି ହେଉ ବର୍ତମାନ ସମୟ ରେ ଏହି ସସପେନ୍ସ ବଢିବାରେ ଲାଗିଛି । ଏବଂ ଏବେ ପୋଲିସ୍ ର 7 ଜଣିଆ ଟିମ୍ ସଂମ୍ପର୍ଣ୍ଣ ଭାବେ ଜାଞ୍ଚ କରିବାରେ ଲାଗିଛି । ସେହି ପରି ବର୍ତମାନ ସମୟ ରେ ପୋଲିସ୍ ର ସଂନ୍ଧେହ ତାଙ୍କର ସ୍ତ୍ରୀ ଉପରେ ବଢିବାରେ ଲାଗିଛି । କାରଣ ଏହି ଦିନ ରେ ଯେଉଁ ସବୁ ବୟାନ୍ କୁ ବିଦ୍ୟାଶ୍ରୀ ଦେଉଛନ୍ତି ତାହା ସଂମ୍ପର୍ଣ୍ଣ ଭାବେ ଭିତି ହୀନ ମାନେ ସେ ସବୁ କଥା କୁ ବୁଲେଇ ବଙ୍କେଇ କରି କହୁଛନ୍ତି ତଥା ଏହି ଦିନ ରେ ହୋଇ ଥିବା ଜେରା ରେ ବି ସେ କିଛି ପ୍ରଶ୍ନ କୁ ଦେଇ ନ ପାରି ଥିବା ବେଳେ ଏମିତି ହିଁ ବୁଲେଇ ବଙ୍କେଇ କରି କଥା କହୁ ଥିବାର ଦେଖଇବା ପାଇଁ ମିଳିଛି । ଏହି ଉପରେ ତଦନ୍ତଜାରୀ ରହି ଥିବା ବେଳେ ଆଗାମୀ ସମୟ ରେ କଣ ହେଉଛି ଦେଖିବା କଥା କେବଳ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *