ସାମ୍ନାକୁ ଆସିଲା ସାଙ୍ଘାତିକ ତଥ୍ୟ , ଆଦିତ୍ୟଙ୍କ ମୃତ୍ୟୁ ପୁର୍ବରୁ କଣ କଥା ହୋଇଥିଲେ ବିକାଶ ଓ ବିଦ୍ୟାଶ୍ରୀ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ମନବ ପ୍ରେମୀ ଆଦିିତ୍ଯ ଦାସ୍ ଙ୍କ ମୃତ୍ୟୁ କୁ ନେଇ ବହୁତ ଗୁଡିଏ ତର୍ଜମା ବର୍ତମାନ ସମୟ ରେ ଚାଲି ଥି୍ବବାର ଦେଖିବା ପାଇଁ ମିଳୁଛି । ସେମିତି କ୍ଷେତ୍ର ରେ ବାରମ୍ବାର ବୟନ୍ ବଦଳାଉ ଥିବା ବିଦ୍ୟାଶ୍ରୀ କହି ଆସୁ ଥିଲେ କି ଆଦିତ୍ୟ ତାଙ୍କୁ ବହୁତ ଭଲ ପାଉ ଥିଲେ । ହେଲେ ବର୍ତମାନ ସମୟ ରେ ଗୋଟିଏ ଓଡିଓ ଟେପ୍ ଜାହା ସୋସିଆଲ ମିଡ଼ିଆ ରେ ଭାଇରଲ ହେବାରେ ଲାଗିଛି ତାହା ସଂମ୍ପର୍ଣ୍ଣ ଭାବେ ପ୍ରଷ୍ଟ କରୁଛି କି ସେହି ଦିନ ଆଦିତ୍ୟ ଙ୍କ ସହିତ ବିଦ୍ୟାଶ୍ରୀ ର ଝଗଡା ହୋଇ ଥିଲା । ଜାହାକୁ ପରବର୍ତି ସମୟ ରେ ଶିକ୍ୱାର କରି ଥିଲେ ପତ୍ନୀ ବିଦ୍ୟାଶ୍ରୀ ।

ଏବଂ ପରେ ଏହି ଛୋଟ ଝଗଡା ଏତେ ବଡ ରୂପ ନେଇ ଥିଲା କି ବିଦ୍ୟାଶ୍ରୀ ଙ୍କୁ ଘରୁ ବାହାର କରି ଦେଇ ଥିଲେ ଆଦିତ୍ୟ । ଏବଂ ପରେ ଏହାକୁ ନେଇ ବିଦ୍ୟାଶ୍ରୀ ସଂମ୍ପର୍ଣ୍ଣ କଥା ବିଷୟ ରେ ଫୋନ ରେ ବିକାସ ଙ୍କ ସହିତ କଥା ହୋଇ ଥିଲେ । ତେବେ ବନ୍ଧୁଗଣ ଏହି ରେକର୍ଡିଂ କୁ ସୁଣିବା ପରେ ଏବେ ବିିଦ୍ୟାଶ୍ରୀ ଙ୍କ ଉପରେ ଆଦିତ୍ୟ ଙ୍କ ପରଶଂସକ ମାନେ ନିଜର ରାୟ ରଖିବାରେ ଲାଗିଛନ୍ତି ।

ତେବେ ସେମିତି କ୍ଷେତ୍ର ରେ ଏହି ସବୁ ଖବର କୁ ନଜର ରେ ରଖି ଏହି ସମୟ ରେ ପୋଲିସ୍ କର୍ମି ମାନେ ପପୁ ,ବିକାସ ଏବଂ ବିଦ୍ୟାଶ୍ରୀ ଙ୍କୁ ପଚରା ଉଚୁରା କରିବେ ବୋଲି କହିଛନ୍ତି ତେବେ ଏହି ମୃତ୍ୟୁ କାରଣ କଣ ବିଦ୍ୟାଶ୍ରୀ ନିଜେ ବାହାରିବେ କି ଏମିତି ମଧ୍ୟ ରେ ତାଙ୍କର କଣ ସବୁ ଆଉ ସମସ୍ୟା ରହି ଥିଲା ସେହି ବିଷୟ ରେ ବି ଆଗାମୀ ସମୟ ରେ ସଂମ୍ପର୍ଣ୍ଣ ଭାବେ ଜାଣିବା ।

ତେବେ ବର୍ତମାନ ସମୟ ରେ ଏହି ଫୋନ ରେକୋର୍ଡି କୁ ସୋସିଆଲ ମିଡିଆ ରେ କେହି ଜଣେ ସେୟାର କରି ଥିବାର ଦେଖିବା ପାଇଁ ମିଳି ଥିଲା ଏବଂ ଏହା ଉପରେ ବହୁତ ଲୋକ ମାନଙ୍କ ବହୁତ ପ୍ରକାରର ରାୟ ମଧ୍ୟ ସାମ୍ନା କୁ ଆସି ଥିବାର ଦେଖିବା ପାଇଁ ମିଳିଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *